Shuru
Apke Nagar Ki App…
ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି। ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି।
UD MEDIA NEWS
ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି। ରୋଟାରି କ୍ଲବ ଜୟପୁର ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସଫଳଭାବେ ଆୟୋଜିତ ହୋଇଯାଇଛି।
More news from ଓଡ଼ିଶା and nearby areas
- ଟ୍ରାକଟର ଚଢ଼ାଇ ତହସିଲଦାର ଙ୍କୁ ହତ୍ୟା ଉଦ୍ୟମ ମେଡିକାଲ ରେ ଭର୍ତି1
- 🌹🌹🌹🌹🌹🌹🌹🇹🇯🌹1
- ଅଂଶୁଘାତ ରେ ସମ୍ବଲପୁରୀ ଗାୟକ ତୀର୍ଥରାଜ ବାରିହା ମେଡ଼ିକାଲ ରେ ଭର୍ତ୍ତି।1
- ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 63729661271
- Post by Sonepur news khulasa1
- କୋରାପୁଟ ଜିଲ୍ଲାର ଓଡ଼ିଶା ଅମଲା ସଂଘ ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରୀୟ ଅମଲାଙ୍କ ଦାବି ପୂରଣ ନ ହେବାରୁ ସେମାନେ ମାନସିକ ଚାପରେ ରହୁଥିବା କହିବା ସହିତ ରାଜ୍ୟ ସଂଘର ଅନଦେଖା ଭାବ ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ।1
- ତା. 18/04/2026 ରିଖ ପୂର୍ବାହ୍ନରେ, ୧୦ ଟି ରାଷ୍ଟ୍ର ର ୨୨ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଲୋକକଳା ଗ୍ରାମ ରଘୁରାଜପୁର ଏବଂ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହାୟତାରେ ସେମାନେ ଭୁବନେଶ୍ୱର ରୁ ଆସିଥିଲେ।ପ୍ରଥମେ ସେମାନେ ରଘୁରାଜପୁର ରେ ପହଞ୍ଚିବା ପରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ହସ୍ତତନ୍ତ ବିଭାଗର ସହକାରୀ ନିର୍ଦ୍ଦେଶକ ସୁକାନ୍ତ କୁମାର ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ।ପରେ ସେମାନେ କଳାଗ୍ରାମ ରଘୁରାଜପୁର ର ପଟ୍ଟଚିତ୍ର କୁ ଘରକୁ ଘର ବୁଲି ଦେଖିଥିଲେ।ପରେ ଅପରାହ୍ନ ରେ କୋଣାର୍କ ରେ ପହଞ୍ଚି ଥିଲେ।ଗାଇଡ ଅନିମେଶ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏହି ବିଦେଶୀ ଇନଫ୍ଲୁଏନସର ମାନେ ମନ୍ଦିର ଦେଖିବା ସହ ବିବିଧ ତଥ୍ୟ ପଚାରି ବୁଝିଥିଲେ ଓ ଫଟୋ ଉଠାଇଥିଲେ।ମନ୍ଦିର ର ଐତିହ୍ୟ, ଇତିହାସ ସମ୍ପର୍କରେ ଜାଣିବା ସହ ମନ୍ଦିର ଦେଖି ଓ ମନ୍ଦିର ସମ୍ପର୍କରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ।ପରେ ଆଇଓସିଏଲ ର ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ କୋଣାର୍କ ସମ୍ପର୍କିତ ଡକୁମେଣ୍ଟାରୀ ଫିଲ୍ମ ଦେଖିଥିଲେ।ଏହି ଟିମ ରେ ମିଁୟାମାରରୁ ନୁ ମିଆତ ଥେଇଙ୍ଗି ଓ,ନାଇଙ୍ଗି ସୁଇ ଓ,ଭୁଟାନ ରୁ ଦୋର୍ଜି ଗେଲଷ୍ଟହେନ, ତେନଜିନ ୟାଙ୍ଗଚେନ, କାମ୍ବୋଡିଆରୁ ହେଙ୍ଗ ଖେମା,ସୋକ ସନିତା,ଲାଓସୋରୁ ସିରିସୋଫା ଫିମାକାୟୋସୋନ, ସୁକିଫୋନ ଭୋଙ୍ଗସାକ,ମାଲେସିଆରୁ ମାରହମ ବିନ ମଣ୍ଡ ୟୁସୁଫ,ତାଙ୍ଗ ହଙ୍ଗ ତି, ମାଙ୍ଗୋଲିଆରୁ ବାଡମାରଗ ଚୁଲୁନବାତର, ନ୍ୟାମଦରୀ ବାଇଗଲମା, ନେପାଳ ରୁ ପ୍ରକାଶ ଅଧିକାରୀ, ଶ୍ରୀଜନ ଓଲୀ,ସିଙ୍ଗାପୁର ରୁ ଲୀ ଫଙ୍ଗ କୁମ,ଲୀ ଜିଆଇ ତ୍ରିସିଆ,ଚାନ ଚୁଇ କୁଏନ ପ୍ରିସିଲା,ଥାଇଲାଣ୍ଡ ରୁ ମିସ ନିଶା ନାଶୋନଜାଇ, ନାପୋଲ ଲାପୋର୍ଣ୍ଣ ସିରିକୁଲ,ଭିଏତନାମ ରୁ ଲୀ ଥୁକ୍ ହିଏନ,ଡାଓ ଥି ମିନହ ତ୍ରାଙ୍ଗ,ହା ଲେ ଡିଏମ ସାମିଲ ହୋଇ ପରିଦର୍ଶନ କରିଥିଲେ।ବୈଦେଶିକ ମନ୍ତ୍ରାଳୟ ର ମିଡିଆ ଲିଆସନ ଅଫିସର ଚନ୍ଦ୍ରେଶ୍ବର ସିଂ ଓ ଉଜ୍ଜ୍ବଳ ଗିରି ଏହି ପରିଦର୍ଶକ ଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନ କୁ ପରିଭ୍ରମଣ ରେ ସହାୟତା କରିଥିଲେ।ନୋଡାଲ ଅଫିସର ଭାବେ ସୂଚନା ଅଧିକାରୀ ସୁଶ୍ରୀ ଶାଶ୍ବତିକା ମହାପାତ୍ର,ଏମ ଅଭିଷେକ, ଆଦିତ୍ୟ ନାରାୟଣ ସାମଲ ଓ ଅନିଶା କର ତାଙ୍କୁ ସହଯୋଗ କରିଥିଲେ।ପରେ ଇନଫ୍ଲୁଏନସର ମାନେ ଭୁବନେଶ୍ୱର ଫେରି ଫେରି ଯାଇଥିଲେ। କୋଣାର୍କ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- Post by Sonepur news khulasa1