ଖୁଣ୍ଟା ହଳଦୀପାଳ ଗ୍ରାମ ବିଲରେ ବଜ୍ରପାତରେ ମହିଳା ମୃତ ଉଦଳା -୧୭. ୮. ୨୫ ( ରାଜୀବ ବେହେରା )- ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ଏବଂ ବଜ୍ରପାତ ତାଣ୍ଡବ ରଚିଛି l ବଜ୍ର ପାତ ଫଳରେ ଉଦଳା କପ୍ତିପଦା, ଖୁଣ୍ଟା ଅଞ୍ଚଳ ରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି l ତେବେ ଆଜି ସନ୍ଧ୍ୟା ସମୟରେ ଭୋଳ ଗଡିଆ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ବିଲକୁ ଘାସ କାଟିବାକୁ ଯାଇ ଥିବା ବେଳେ ବଜ୍ରାଘାତ ର ଶିକାର ହୋଇ ଜଣେ ମହିଳା ଙ୍କ ସଚୋନୀୟ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ଖୁଣ୍ଟା ଥାନା ଅଧୀନ ବାହାନଡା ଗ୍ରାମ ପଞ୍ଚାୟତ ହଳଦୀପାଳ ଗ୍ରାମର ମାଳତୀ ପାତ୍ର ସ୍ୱାମୀ ତିଲୋଚନ ପାତ୍ର ଦୁଇପହର ସମୟ ପ୍ରlୟ ୪/୫ ସମୟ ରେ ବିଲରେ ଘାସ କାଟୁଥିବା ସମୟରେ ହଠାତ ବଡ ବଜ୍ରପାତ ହୋଇ ଥିଲା, ଆଉ ବିଲରେ ଘାସ କାଟୁଥିବା ମାଳତୀ ଙ୍କ ଉପରେ ବାଜି ଥିବା ବେଳେ ସେହିଠାରେ ଜଳି ଯାଇ ମୃତ୍ୟୁ ବରଣ କରିଥିଲେ, ତେବେ ସୂଚନା ରୁ ଜଣା ପଡିଛି ଶାଶୁ ବହୁ ଦୁହେଁ ବିଲକୁ ଘାସ କାଟିବାକୁ ଯାଇ ଥିଲେ , ତେବେ ଛକରେ ଦୋକାନ ଖୋଲିବାକୁ ଯିବା ପାଇଁ ଶାଶୁ ବିଲରେ ଥିବା ବେଳେ ବହୁ ଘରକୁ ଆସି ସ୍ୱାମୀ ସହିତ ବାହାନଡା ଛକରେ ଦୋକାନ ଖୋଲି ଥିବା ବେଳେ,ସନ୍ଧ୍ୟା ହେବାରୁ ମାଆ ଙ୍କୁ ଖୋଜା ପଡିଥିଲା ହେଲେ ପାଇ ନଥିଲେ, ତେବେ ବିଲକୁ ଯାଇ ଖୋଜିଥିବା ବେଳେ ଜଳି ଯାଇଥିବା ମୃତଦେହ ଉଦ୍ଧାର କରି ଥିଲେ , ପରିବାରରେ ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି, ତେବେ ଖବର ପାଇ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖି ଶବ ବ୍ୟବଛେଦପାଇଁ ଉଦଳା ଡାକ୍ତରଖାନା କୁ ପଠାଇଛି l
ଖୁଣ୍ଟା ହଳଦୀପାଳ ଗ୍ରାମ ବିଲରେ ବଜ୍ରପାତରେ ମହିଳା ମୃତ ଉଦଳା -୧୭. ୮. ୨୫ ( ରାଜୀବ ବେହେରା )- ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ଏବଂ ବଜ୍ରପାତ ତାଣ୍ଡବ ରଚିଛି l ବଜ୍ର ପାତ ଫଳରେ ଉଦଳା କପ୍ତିପଦା, ଖୁଣ୍ଟା ଅଞ୍ଚଳ ରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି l ତେବେ ଆଜି ସନ୍ଧ୍ୟା ସମୟରେ ଭୋଳ ଗଡିଆ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l
ବିଲକୁ ଘାସ କାଟିବାକୁ ଯାଇ ଥିବା ବେଳେ ବଜ୍ରାଘାତ ର ଶିକାର ହୋଇ ଜଣେ ମହିଳା ଙ୍କ ସଚୋନୀୟ ମୃତ୍ୟୁ ଘଟିଛି l ସୂଚନା ଅନୁସାରେ ଖୁଣ୍ଟା ଥାନା ଅଧୀନ ବାହାନଡା ଗ୍ରାମ ପଞ୍ଚାୟତ ହଳଦୀପାଳ ଗ୍ରାମର ମାଳତୀ ପାତ୍ର ସ୍ୱାମୀ ତିଲୋଚନ ପାତ୍ର ଦୁଇପହର ସମୟ ପ୍ରlୟ ୪/୫ ସମୟ ରେ ବିଲରେ ଘାସ କାଟୁଥିବା ସମୟରେ ହଠାତ ବଡ ବଜ୍ରପାତ ହୋଇ
ଥିଲା, ଆଉ ବିଲରେ ଘାସ କାଟୁଥିବା ମାଳତୀ ଙ୍କ ଉପରେ ବାଜି ଥିବା ବେଳେ ସେହିଠାରେ ଜଳି ଯାଇ ମୃତ୍ୟୁ ବରଣ କରିଥିଲେ, ତେବେ ସୂଚନା ରୁ ଜଣା ପଡିଛି ଶାଶୁ ବହୁ ଦୁହେଁ ବିଲକୁ ଘାସ କାଟିବାକୁ ଯାଇ ଥିଲେ , ତେବେ ଛକରେ ଦୋକାନ ଖୋଲିବାକୁ ଯିବା ପାଇଁ ଶାଶୁ ବିଲରେ ଥିବା ବେଳେ ବହୁ ଘରକୁ ଆସି ସ୍ୱାମୀ ସହିତ ବାହାନଡା ଛକରେ
ଦୋକାନ ଖୋଲି ଥିବା ବେଳେ,ସନ୍ଧ୍ୟା ହେବାରୁ ମାଆ ଙ୍କୁ ଖୋଜା ପଡିଥିଲା ହେଲେ ପାଇ ନଥିଲେ, ତେବେ ବିଲକୁ ଯାଇ ଖୋଜିଥିବା ବେଳେ ଜଳି ଯାଇଥିବା ମୃତଦେହ ଉଦ୍ଧାର କରି ଥିଲେ , ପରିବାରରେ ଏବଂ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି, ତେବେ ଖବର ପାଇ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖି ଶବ ବ୍ୟବଛେଦପାଇଁ ଉଦଳା ଡାକ୍ତରଖାନା କୁ ପଠାଇଛି l
- ଜାତୀୟସ୍ତରୀୟ ମହାରାଜା ସେଭେନ୍ସ ରଗବୀ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।।1
- ମୋରଡା ବଣିକ ସଂଘ ତରଫର 8 ଟି ଗତି ନିୟତ୍ରଣ ବେରୀକେଟ ପୋଲିସ ବିଭାଗ କୁ ପ୍ରଦାନ କଲେ,, ଦେଖନ୍ତୁ ରିପୋର୍ଟ1
- “गाड़ी वाला आया, घर से कचरा निकाल” यह गाना सिर्फ एक धुन नहीं, बल्कि भारत की रोज़मर्रा की ज़िंदगी की पहचान बन चुका है। गली-गली, शहर-शहर गूंजने वाली इस आवाज़ को हर उम्र के लोगों ने सुना है। सोशल मीडिया पर अब इस गाने से जुड़े गायक का वीडियो वायरल हो रहा है, जिसे देखकर लोग हैरान भी हैं और खुश भी। #ViralVideo #TrendingReels #IndianSongs #DailyLife #ReelIndia #GadiWala #InternetBreaks #ExplorePage1
- ଜମି ପାଇଁ ଟାଟା ବିରୁଦ୍ଧରେ ଥାନା ଘେରାଉ କଲେ ଗ୍ରାମ ବାସି3
- Post by Mangu Mallik1
- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- Post by Anwar ali khan1
- ମୋରଡା ଆଦର୍ଶ ବିଦ୍ୟାଳୟ ର ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଦେଖନ୍ତୁ ରିପୋର୍ଟ1