ବିନିକେୟୀ ଯାତ୍ରାରେ ଜମୁଛି ଗହଳି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପଇଁଚକୁଳ ଅଞ୍ଚଳର ଦରୁହା ନିକଟ ମହାନଦୀ ତଟରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ବିନିକେୟୀଙ୍କ ଅଷ୍ଟଦୋଳ ଯାତ୍ରାରେ ପ୍ରବଳ ଜନଗହଳି ହେଉଛି। ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ୧୧ ତାରିଖରୁ ଆରମ୍ଭହୋଇଥିବା ବେଳେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪ ତାରିଖରେ ମା'ଙ୍କ ସ୍ବତନ୍ତ୍ର ପୂଜା କରାଯାଇ ପୂର୍ଣ୍ଣାହୁତି ଦିଆଯିବ। ଆଠମଲ୍ଲିକର ଗଡ଼ଜାତ ଅଞ୍ଚଳ ବାଲିଯାତ୍ରା ଭାବେ ଜଣାଶୁଣା ଏହି ବିନିକେୟୀ ଯାତ୍ରାରେ ଚଳିତ ବର୍ଷ ୩ଶହ ଷ୍ଟଲ ପଡ଼ିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ବ୍ୟବସାୟୀ ଆସି ଏଠାରେ ବ୍ୟବସାୟ କରୁଛନ୍ତି । ଦୋକାନଗୁଡ଼ିକ ମଧ୍ୟରେ ମୁଖ୍ୟତଃ କଂସା ବାସନ, କପଡ଼ା, ସମ୍ବଲପୁରୀ ବସ୍ତ୍ର, ରେଡି ରେଡିମେଡ ବସ୍ତ୍ର, ଟାଟୁ, ଖେଳନା, ଘରକରଣା, ହରେକ ମାଲ, ଲୌହ ସାମଗ୍ରୀ, ଲେଡିଜ କର୍ପୂର, ଫାଷ୍ଟଗୁଡ, ପୁଡ, ମିଠା ଓ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ରହିଛି । ସନ୍ଧ୍ୟା ୬ଟାରୁ ଭିଡ଼ ଆରମ୍ଭ ହେବା ସହିତ ରାତି ତମାମ ଲୋକ ଗହଳି ଲାଗି ରହୁଛି । ମନୋରଞ୍ଜନ ପାଇଁ ନିଃଶୁଳ୍କ ଅପେରା ପରିବେଷଣ ହେ ହେଉଛି। ଜିଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଆସି ମା' ବିନିକେୟୀଙ୍କ ଦର୍ଶନ କରିବା ସହ ମେଳା ବୁଲି ଆବଶ୍ୟକ ସାମଗ୍ରୀ କ୍ରୟ କରୁଥିବା ଦେଖାଯାଉଛି। ପୂଜକ ବୃନ୍ଦାବନ ଜାନି ମା'ଙ୍କ ହୋମଯଜ୍ଞ ସହିତ ସ୍ବତନ୍ତ୍ର ପୂଜା ଆୟୋଜନ କରିଥିବାବେଳେ କର୍ଗା ଭାବେ ସୁଦର୍ଶନ ଗାଇଗରିଆ ଦାୟିତ୍ୟ ସମ୍ଭାଳିଛନ୍ତି I ୧୦ ତାରିଖରେ ମା'ଙ୍କ ସ୍ବତନ୍ତ୍ର ପୀଠ ପୂଜା ହୋଇଥିବା ବେଳେ ୧୧ ତାରିଖ ସକାଳୁ ଲୁହାସିଙ୍ଗା ଓ ଜାମୁଡୋଲୀ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ସହସ୍ରାକ ମହିଳା କଳସ ଯାତ୍ରାରେ ସାମିଲ ହୋଇ ମହାନଦୀରୁ ଜଳ ଆଣି ପୂଜା ମଣ୍ଡପରେ ସ୍ଥାପିତ କରିଥିଲେ। ପୂଜା କମିଟି ସଭାପତି ତଥା ସରପଞ୍ଚ ସୁଦର୍ଶନ ଗାଇଗରିଆ, ସମ୍ପାଦକ ତଥା ସରପଞ୍ଚ ପ୍ରଭାକର ପ୍ରଧାନ, କୋଷାଧ୍ୟକ୍ଷ ତଥା ସମିତିସଭ୍ୟ ଅଖେଳ ପ୍ରଧାନଙ୍କ ସମେତ ଜାମୁଡୋଲୀ ଓ ଲୁହାସିଙ୍ଗା ପଞ୍ଚାୟତର ପୁରାତନ କର୍ମକର୍ତ୍ତା ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରୁଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ଓ ବନ ବିଭାଗ ତରଫରୁ ସ୍ବତନ୍ତ୍ର ଷ୍ଟଲ ଖୋଲାଯାଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛିl

- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- ରାସ୍ତାରେ ଲାଗି ଥିବା ସି. ସି .ଟିଭି ରେ କଏଦ ଚେନ ଚୋରି କରିବା ର ଦୃଶ୍ୟ ।1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୫/୦୪/୨୦୨୬ ଵୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- Post by Sonepur news khulasa1
- ସୁବର୍ଣ୍ଣପୁର: ଆମ ପରମ୍ପରା ଆମ ସଂସ୍କୃତି ଆମ ଭାଷା ଆମ ବେଶଭୂଷା ନିଶ୍ଚିତ ଭାବରେ ଅନନ୍ୟ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।2
- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1