Shuru
Apke Nagar Ki App…
#ଭରା_ନାଳ_ବି_ରୋକିପାରିଲାନି_ମାନବିକତା ଦୁର୍ଘଟଣାରେ ଦୁଇ ଭାଇଙ୍କ ଅକାଳ ବିୟୋଗରେ ଝରାପାଳରେ ଶୋକର ଛାୟା। ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିବାକୁ ଭରା ନାଳ ପାର ହୋଇ ସମବେଦନା ଜଣାଇଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ ।
Tapasdas 6372788705
#ଭରା_ନାଳ_ବି_ରୋକିପାରିଲାନି_ମାନବିକତା ଦୁର୍ଘଟଣାରେ ଦୁଇ ଭାଇଙ୍କ ଅକାଳ ବିୟୋଗରେ ଝରାପାଳରେ ଶୋକର ଛାୟା। ଶୋକସନ୍ତପ୍ତ ପରିବାର ପାଖରେ ପହଞ୍ଚିବାକୁ ଭରା ନାଳ ପାର ହୋଇ ସମବେଦନା ଜଣାଇଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ ।
More news from Odisha and nearby areas
- ବେଡାପଡା ଗ୍ରାମରେ କରେଣ୍ଟ ତାରବାଡ ଲାଗି ମହିଳାଙ୍କ ମୃତ୍ୟୁ ଅଭିଯୋଗ1
- Hyderabad Dholpet Ganesh in Dhenkanal Bajrang Club’s Grand Ganesh Puja ganesh puja dhenkanal dhenkanalnewsodisha1
- ଓଡିଶା ର ଅନ୍ୟ ଏକ ପର୍ବ ପାଞ୍ଚିମ ଓଡିଶା ଗଣପର୍ବ ନୂଆଖାଇ ଏଥିରେ ସାମିଲ ହୋଇଛନ୍ତି. ପୂର୍ବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଞ୍ଚିମ ଓଡିଶା ର ଗଣପବ ନୂଆଖାଇ ଏଥିରେ ସାମିଲ ହେଇଛନ୍ତି ପୂବତନ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ1
- ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,1
- ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବି ଦାସଜୀଙ୍କ ୬୫୦ତମ ଜୟନ୍ତୀ ବର୍ଷ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସମରସତା ସଂକଳ୍ପ ଅଭିଯାନ #LatestNews #UpdateNews #apanankakhabara #Anugul #news #OdishaNews #odisha1
- ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ବେୟ ବହୁଳ ଅର୍ଥ ବିନିଯୋଜରେ ହଂସପାଳ ଠାରୁ ଅଭୟମୁଖୀ ଗୋପବ୍ରାଞ୍ଚ କେନାଲ ରାସ୍ତା ନିର୍ମାଣ ଏବେ ବିପର୍ଯୟ ଅବସ୍ଥାରେ1
- ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ପବିତ୍ର ଗଣେଶ ଚତୁର୍ଥୀ ରେ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ କଲରାଗଡ ଛକ ରେ ଏକ ଅତ୍ୟାଧୁନିକ ବ୍ୟାମ୍ ଶାଳା (ଭିର୍ ଫିଟନେସ୍ )ଉଦଘାଟନ ହୋଇଯାଇଛି | ଅଞ୍ଚଳ ର ଯୁବକ ଯୁବତୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ଗଢିବା ପାଇଁ ଯୁବ ସମାଜସେବୀ ବଲ୍ଲଭ ପାତ୍ର ବହୁ ଟଙ୍କା ଖର୍ଚ୍ଚ କରି ଏହି ବ୍ୟାମ୍ ଶାଳା କୁ ତିଆରି କରିଛନ୍ତି , ଯୋଉଠାରେ କି ମାଗଣା ରେ ଯୁବକ ଯୁବତୀ ମାନେ ନିଜର ନାମ ପଞ୍ଜିକରଣ କରି ବ୍ୟାମ୍ କରିପାରିବେ | ଆଜି ର ଏହି ଉଦଘାଟନ ଉତ୍ସବ କୁ ରାଜ୍ୟ ତଥା ଦେଶ ର ଖ୍ୟାତନାମ ବଡିବିଲଡର ଅମିତ୍ ଭୂୟାଂ ଯେ କି ମିଷ୍ଟ ର ୱାଲଡ୍ ଓ ମିଷ୍ଟରଏସିଆ ସମ୍ମାନ ପାଇଛନ୍ତି,ଶୁଭଙ୍କର ରାଉତ ଗୋଳ୍ଡ ମେଡାଲିଷ୍ଟ ଓ ମିଷ୍ଟର ଓଡିଶା ସମ୍ମାନ ପାଇଛନ୍ତି,ଜଗନ୍ନାଥ ଖୁଣ୍ଟିଆ ଯେକି ମିଷ୍ଟର ଓଡିଶା,ୱାର୍ଲଡ ,ସମ୍ମାନ ପାଇଛନ୍ତି ଏମାନେ ଯୋଗଦେଇ ଏହି ଭିର୍ ଫିଟନେସ୍ କୁ ଉଦଘାଟନ କରିବା ସହିତ ସ୍ଥାନୀୟ ଅଞ୍ଚଳ ର ଶହ ଶହ ଯୁବକ ମାନଙ୍କ ସହିତ ଏକ ବାଇକ ରାଲି କରି ଗୋଡିଝରିଆ,ଭିରୁଡା,ଅଚଳକୋଟ ,ତିଗିରିଆ,ପାଞ୍ଚଗାଁ ଆଦି ଗ୍ରାମ ଭ୍ରମଣ କରାଯାଇ ବ୍ୟାୟାମ୍ ଲୋକ ଙ୍କର କେତେ ଉପକାରୀ ପ୍ରଚାର ପ୍ରସାର କରାଯାଇଥିଲା | ପରିଶେଷ ରେ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ସହ ଅତିଥିମାନେ ବ୍ୟାୟାମ ର ଉପକାରିତା ବିଷୟରେ ଉପସ୍ଥିତ ଲୋକ ଙ୍କୁ ନିଜର ଭାଷଣ ମାଧ୍ୟମ ରେ ବୁଝାଇ ଥିଲେ | ଏହି କାର୍ଯ୍ୟକ୍ରମ କୁ ବଦ୍ରି ବିଶ୍ୱାଳ ପରିଚାଳନା କରିଥିବା ବେଳେ ସଂଗ୍ରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।1