Shuru
Apke Nagar Ki App…
ରାମ୍ଭିକଟା ବିଜୁଳି ମରା ପାହାଡ ନିକଟରେ ଦନ୍ତା ହାତୀ, ଗ୍ରାମ ବାସୀ ଆତଙ୍କିତ । ବୌଦ୍ଧ ବନଖଣ୍ଡ ସମ୍ପୋଚ ରାମ୍ଭିକଟl ଗ୍ରାମ ନିକଟ ବିଜୁଳି ମରl ପାହାଡ ନିକଟ ଜଙ୍ଗଲ ରେ ଗୋଟିଏ ଦନ୍ତା ହାତୀ ରହିଥିବା ସୂଚନା ମିଳିବା ପରେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି l ମିଳିଥିବା
Ranjan Kumar Dash
ରାମ୍ଭିକଟା ବିଜୁଳି ମରା ପାହାଡ ନିକଟରେ ଦନ୍ତା ହାତୀ, ଗ୍ରାମ ବାସୀ ଆତଙ୍କିତ । ବୌଦ୍ଧ ବନଖଣ୍ଡ ସମ୍ପୋଚ ରାମ୍ଭିକଟl ଗ୍ରାମ ନିକଟ ବିଜୁଳି ମରl ପାହାଡ ନିକଟ ଜଙ୍ଗଲ ରେ ଗୋଟିଏ ଦନ୍ତା ହାତୀ ରହିଥିବା ସୂଚନା ମିଳିବା ପରେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛି l ମିଳିଥିବା
More news from ଓଡ଼ିଶା and nearby areas
- ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଅଧିନସ୍ଥ ମାଇ ଭାରତ ବୌଦ୍ଧ ତରଫରୁ ବୌଦ୍ଧ ଗୌଡ଼ଦେଇ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର ଠାରେ ଶହିଦ ଦିବସ ପାଲିତ ହୋଇଯାଇଛି।1
- ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ଅଧ୍ୟକ୍ଷ ଡଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ପରିଦର୍ଶନ କରିଥିଲେ । ତାଙ୍କୁ କୋଟସମଲାଇ ଗ୍ରାମର ପ୍ରବେଶ ପଥରେ ଶ୍ରୀ ପାତାଳି କ୍ଷେତ୍ର ଟ୍ରଷ୍ଟ ଏବଂ ଅଂଚଳର ଜନସାଧାରଣଙ୍କ ଦ୍ବାରା ପଦ ପ୍ରକ୍ଷାଳନ, ତିଳକ,ଚନ୍ଦନ, ପୁଷ୍ପ ମାଲ୍ଯ ପ୍ରଦାନପୂର୍ବକ ସ୍ବାଗତ କରାଯାଇ ପାରମ୍ପାରିକ ବାଦ୍ଯ ଢୋଲ, ନିଶାନ୍, ତାସା ଓ ସଂକୀର୍ତ୍ତନ ଶୋଭାଯାତ୍ରାରେ ପାତାଳି ଶ୍ରୀକ୍ଷେତ୍ରକୁ ଅଣାଯାଇଥିଲା। ଛଳିଆ ପାହାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସେବାୟତ ସଂଘ ସଭାପତି ଶ୍ରୀ ଗୋପାଳ ପଣ୍ଡା ଙ୍କ ସମେତ ଶତାଧିକ ସେବାୟତ ବେଦ ପାଠ କରି ସ୍ବାଗତ କରିଥିଲେ। ସେଠାରେ ଡ. ତୋଗାଡ଼ିଆ ଠାକୁରଙ୍କ ଦର୍ଶନ କରି ପୂଜା ଆରାଧନା କରିଥିଲେ ଏବଂ କ୍ଷେତ୍ରର ଶୋଭାରାଜି ଦେଖି ଆତ୍ମବିଭୋର ହୋଇ କ୍ଷେତ୍ରର ଐତିହାସିକ ମହାତ୍ମ୍ୟ ବର୍ଣ୍ଣନା କରିଥିଲେ ।ସେଠାରୁ ଗେଷ୍ଟ ହାଉସ ଯାଇ ଟ୍ରଷ୍ଟ ସଦସ୍ଯଙ୍କ ସହିତ ଆଲୋଚନା କରିଥିଲେ ।ଶେଷରେ ବୌଦ୍ଧିକ ମଣ୍ଡପଠାରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ "ସୁସ୍ଥ, ସମୃଦ୍ଧ, ସଂସ୍କୃତି ସଂପନ୍ନ ପରିବାର ଓ ହିନ୍ଦୁତ୍ବ" ଆଧାରିତ ବାର୍ତ୍ତା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନା ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀ କରିଥିବା ବେଳେ,ଗଡ଼ତ୍ଯା ଚମରା ଅମାତ, ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଜାନକୀରାମ ଦେହୁରୀ,ଜଗଦୀଶ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।2
- ଧର୍ମ ହିଁ ରାଜସତ୍ତା ଆଉ ରାଜସତ୍ତା ହିଁ ଧର୍ମ - ଡ଼ ପ୍ରବୀଣ ତୋଗାଡିଆ ସୁବର୍ଣ୍ଣପୁର: ଆଜି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।1
- Post by Sonepur news khulasa1
- ଡ.ପ୍ରବିଣ ଭାଇ ତୋଗାଡିଆ ଅଧକ୍ଷ ଅନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ରେ ପହଞ୍ଚି କ'ଣ କହୁଛନ୍ତି ଆସୁନ ସୁନୁମା ।1
- Post by Ranjan hota1
- कोलंबिया में एक मिलिट्री ट्रांसपोर्ट प्लेन क्रैश हो गया, जिसमें 33 लोगों की मौत हो गई। ✈️125 लोगों को ले जा रहा यह प्लेन टेकऑफ़ के तुरंत बाद क्रैश हो गया। #PlaneCrash1
- ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଉସମିଲିକା ଜଙ୍ଗଲ ରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ବାଉଁଶୁଣି ପୋଲିସ । ମିଳିଥିବା ଖବର ଅନୁସାରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉସୁମିଲିକା ଜଙ୍ଗଲରେ ବିପୁଳ ପରି ମାଣର ଗଞ୍ଜେଇ ଗଚ୍ଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଯାହା ଫଳରେ ଗଚ୍ଛିତ ଥିବା ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଚଢ଼ାଉ ସମୟରେ ଉକ୍ତ ସ୍ଥାନରେ କୌଣସି ମାଫିଆ ନଥୁବା ବାଉଁଶୁଣି ଥାନା ଅଧିକାରୀ ମହେନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ୪୮/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ I1