Shuru
Apke Nagar Ki App…
#ମେଡିକାଲ୍_ଆସି_୩ଦିନ_ହେଲା_ତିନି_ନିଖୋଜ। ବଲାଙ୍ଗିର: ହସ୍ପିଟାଲ୍ ଆସି ତିନି ଦିନ ହେଲା ୩ ନିଖୋଜ। ଭୀମଭୋଇ ମେଡିକାଲ୍ କଲେଜ୍କୁ ଚିକିତ୍ସା ପାଇଁ ଆସି ପରିବାରର ୩ ଜଣ ନିଖୋଜ। ତୁଷୁରା ଥାନା ଦେଉଳଗୁଡ଼ି ଗାଁରୁ ପିଲାକୁ ମେଡିକାଲ ଆଣି ଆସିଥିଲେ ପରିବାର ଲୋକ। ୭ ବର୍ଷର ପୁଅ କଏନ ଗିଳି ଦେଇଥିବାରୁ ହସ୍ପିଟାଲ୍ ଆସିଥିଲେ। ଓପିଡିରେ ଡାକ୍ତରଙ୍କୁ ଦେଖାଇଥିଲେ, ଏବେ ଖୋଜ ଖବର ମିଳୁନାହିଁ। ଲକ୍ଷ୍ମୀଯୋର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକେ। #ମେଡିକାଲ୍_ଆସି_୩ଦିନ_ହେଲା_ତିନି_ନିଖୋଜ। ବଲାଙ୍ଗିର: ହସ୍ପିଟାଲ୍ ଆସି ତିନି ଦିନ ହେଲା ୩ ନିଖୋଜ। ଭୀମଭୋଇ ମେଡିକାଲ୍ କଲେଜ୍କୁ ଚିକିତ୍ସା ପାଇଁ ଆସି ପରିବାରର ୩ ଜଣ ନିଖୋଜ। ତୁଷୁରା ଥାନା ଦେଉଳଗୁଡ଼ି ଗାଁରୁ ପିଲାକୁ ମେଡିକାଲ ଆଣି ଆସିଥିଲେ ପରିବାର ଲୋକ। ୭ ବର୍ଷର ପୁଅ କଏନ ଗିଳି ଦେଇଥିବାରୁ ହସ୍ପିଟାଲ୍ ଆସିଥିଲେ। ଓପିଡିରେ ଡାକ୍ତରଙ୍କୁ ଦେଖାଇଥିଲେ, ଏବେ ଖୋଜ ଖବର ମିଳୁନାହିଁ। ଲକ୍ଷ୍ମୀଯୋର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକେ।
ବସନ୍ତ ମେହେର

More news from ଓଡ଼ିଶା and nearby areas
- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।1
- Post by ସୋନୁ ଟାଇଗର1
- କୁଟି ସେ ଆ ନା ଜାନା1
- Post by BAHUJAN ADHIKAR1