Shuru
Apke Nagar Ki App…
*ପ୍ରୟାଗରାଜ : ଚାରିପାଖେ ବସିଛି ବନ୍ୟା — ଗଙ୍ଗା ଓ ଯମୁନା ଜଳସ୍ତରରେ ରେକର୍ଡ ବୃଦ୍ଧି* ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ବୃଦ୍ଧି ପରେ ପ୍ରୟାଗରାଜର ବହୁ ଅଞ୍ଚଳ ଜଳମଗ୍ନ। ଗଳି ଗୁଡିକରେ ଏତେ ପାଣି ଭରିଯାଇଛି ଯେ ଗାଡ଼ି ଯିବା ଅସମ୍ଭବ। ବର୍ତ୍ତମାନ ଲୋକମାନେ ଡଙ୍ଗା ଦ୍ୱାରା ଯାତ୍ରା କରୁଛନ୍ତି। ଲକ୍ଷାଧିକ ଲୋକ ଏହି ବନ୍ୟା ପରିସ୍ଥିତିରେ ପ୍ରଭାବିତ ହୋଇଛନ୍ତି। 📎 #Kalahandi24hoursnews #Brekingnews 📊: ଏପରି ବନ୍ୟା ପରିସ୍ଥିତିକୁ ଦେଖି ଆପଣ କଣ ଭାବୁଛନ୍ତି? ✅ଦେଶରେ ଉପଯୁକ୍ତ ବନ୍ୟା ନିୟନ୍ତ୍ରଣ ଯୋଜନା ନାହିଁ 👉ପ୍ରକୃତିକ ବିପଦକୁ ଅଟକାଇବା ସମ୍ଭବ ନୁହେଁ ✋ଏହା ଆମର ପରିବେଶ ଧ୍ୱଂସର ଫଳ 🙏ଆମ ପାଇଁ ଜଳବନ୍ଧୁ ଯୋଜନା ଆବଶ୍ୟକ
Kalahandi 24 Hour's News

More news from Kalahandi and nearby areas
- #ଏ କାଁ ଏଁ ଯେ କରୁ ଛୁ କଲ ବଳ ଗୋ#ଆ ମ ଆ ଚା ର 🇹🇯🇹🇯🇹🇯♥️♥️🌹🌹🌹🇹🇯🇹🇯🥺🥺1
- tails Kam Karu chhu ichhuka niyati contact no 8018794486 jai shramik1
- Post by ଓମ୍ ସାଇ ରାମ୍1
- ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା" ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।1
- ଆଦିଵାସି ଛାତ୍ର ନିବାସ ରେ ଛାତ୍ର ମ୍ରୃତ୍ୟୁ ଅଭିଯୋଗ କାରଣ ଅସ୍ବଷ୍ଟ ।1
- ବୌଦ୍ଧ: “SIR ମାମଲାରେ ବିଜେପି ପକ୍ଷରୁ ଆଲୋଚନା | BJP Statement on SIR | Breaking News” @ranjankumardash #boudh1
- बामरा रेलवे फाटक में हंगामा घंटो से फसी माल गाड़ी ट्रेन पब्लिक परेशान रेलवे प्रशासन खामोश#railway #bamra #railssmasya #railwayfatakproblam #railwaygatebamra #ashwanivaishnav #railwaysewa1
- Post by ଓମ୍ ସାଇ ରାମ୍1