ପୂର୍ବତନ ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ନୂଆଦିଲ୍ଲୀ/ ଭୁବନେଶ୍ୱର/ ବଲାଙ୍ଗିର ୩୧/ ୭ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟ ଯାହାକି ବିଶେଷ ଭାବେ ଦୁର୍ବଳ ଜନଜାତି ( ପିଭିଟିଜି ) ସମ୍ପ୍ରଦାୟର ୧୪ ଜଣ ନାବାଳିକା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦିଲ୍ଲୀ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ, ଆୟୋଗଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ବିଚାର କରି ତାମିଲନାଡୁ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୩୩୨୩/TD1(1)/2026-1, ତାରିଖ ୨୬ ଜୁଲାଇ ୨୦୨୬ ଜାରି କରି ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଓ ତିରୁଭାଲ୍ଲୁର ଜିଲ୍ଲାପାଳଙ୍କୁ ତୁରନ୍ତ ବିସ୍ତୃତ ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପତ୍ରରେ ଏହି ମାମଲାକୁ "ମୋଷ୍ଟ ଇମିଡ଼ିଏଟ " ଭାବେ ଚିହ୍ନିତ କରାଯାଇ ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ବିସ୍ତୃତ ରିପୋର୍ଟ ପ୍ରେରଣ କରିବାକୁ କୁହାଯାଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ତାମିଲନାଡୁ ସରକାର ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ତ୍ୱରିତ ପଦକ୍ଷେପକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରି କହିଛନ୍ତି ଯେ, ଦେଶର ବିଶେଷ ଭାବେ ଦୁର୍ବଳ ଜନଜାତିଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ପାଇବା ଉଚିତ। ଏହି ଦୁଃଖଦ ଘଟଣାରେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ରହିଛି, ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଭବିଷ୍ୟତରେ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ନୀତି ଓ ବ୍ୟବସ୍ଥା ପ୍ରଣୟନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ତାମିଲନାଡୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପକୁ ଓଡିଶା ଆଦିବାସୀ ସମାଜ ଏକ ସକାରାତ୍ମକ ପଦକ୍ଷେପ ଭାବେ ସ୍ୱାଗତ କରିଛି। ପୂର୍ବତନ ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ନୂଆଦିଲ୍ଲୀ/ ଭୁବନେଶ୍ୱର/ ବଲାଙ୍ଗିର ୩୧/ ୭ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟ ଯାହାକି ବିଶେଷ ଭାବେ ଦୁର୍ବଳ ଜନଜାତି ( ପିଭିଟିଜି ) ସମ୍ପ୍ରଦାୟର ୧୪ ଜଣ ନାବାଳିକା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦିଲ୍ଲୀ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ, ଆୟୋଗଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ବିଚାର କରି ତାମିଲନାଡୁ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୩୩୨୩/TD1(1)/2026-1, ତାରିଖ ୨୬ ଜୁଲାଇ ୨୦୨୬ ଜାରି କରି ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଓ ତିରୁଭାଲ୍ଲୁର ଜିଲ୍ଲାପାଳଙ୍କୁ ତୁରନ୍ତ ବିସ୍ତୃତ ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପତ୍ରରେ ଏହି ମାମଲାକୁ "ମୋଷ୍ଟ ଇମିଡ଼ିଏଟ " ଭାବେ ଚିହ୍ନିତ କରାଯାଇ ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ବିସ୍ତୃତ ରିପୋର୍ଟ ପ୍ରେରଣ କରିବାକୁ କୁହାଯାଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ତାମିଲନାଡୁ ସରକାର ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ତ୍ୱରିତ ପଦକ୍ଷେପକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରି କହିଛନ୍ତି ଯେ, ଦେଶର ବିଶେଷ ଭାବେ ଦୁର୍ବଳ ଜନଜାତିଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ପାଇବା ଉଚିତ। ଏହି ଦୁଃଖଦ ଘଟଣାରେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ରହିଛି, ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଭବିଷ୍ୟତରେ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ନୀତି ଓ ବ୍ୟବସ୍ଥା ପ୍ରଣୟନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ତାମିଲନାଡୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପକୁ ଓଡିଶା ଆଦିବାସୀ ସମାଜ ଏକ ସକାରାତ୍ମକ ପଦକ୍ଷେପ ଭାବେ ସ୍ୱାଗତ କରିଛି।
ପୂର୍ବତନ ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ନୂଆଦିଲ୍ଲୀ/ ଭୁବନେଶ୍ୱର/ ବଲାଙ୍ଗିର ୩୧/ ୭ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟ ଯାହାକି ବିଶେଷ ଭାବେ ଦୁର୍ବଳ ଜନଜାତି ( ପିଭିଟିଜି ) ସମ୍ପ୍ରଦାୟର ୧୪ ଜଣ ନାବାଳିକା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦିଲ୍ଲୀ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ, ଆୟୋଗଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ବିଚାର କରି ତାମିଲନାଡୁ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୩୩୨୩/TD1(1)/2026-1, ତାରିଖ ୨୬ ଜୁଲାଇ ୨୦୨୬ ଜାରି କରି ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଓ ତିରୁଭାଲ୍ଲୁର ଜିଲ୍ଲାପାଳଙ୍କୁ ତୁରନ୍ତ ବିସ୍ତୃତ ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପତ୍ରରେ ଏହି ମାମଲାକୁ "ମୋଷ୍ଟ ଇମିଡ଼ିଏଟ " ଭାବେ ଚିହ୍ନିତ କରାଯାଇ ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ବିସ୍ତୃତ ରିପୋର୍ଟ ପ୍ରେରଣ କରିବାକୁ କୁହାଯାଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ତାମିଲନାଡୁ ସରକାର ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ତ୍ୱରିତ ପଦକ୍ଷେପକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରି କହିଛନ୍ତି ଯେ, ଦେଶର ବିଶେଷ ଭାବେ ଦୁର୍ବଳ ଜନଜାତିଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ପାଇବା ଉଚିତ। ଏହି ଦୁଃଖଦ ଘଟଣାରେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ରହିଛି, ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଭବିଷ୍ୟତରେ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ନୀତି ଓ ବ୍ୟବସ୍ଥା ପ୍ରଣୟନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ତାମିଲନାଡୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପକୁ ଓଡିଶା ଆଦିବାସୀ ସମାଜ ଏକ ସକାରାତ୍ମକ ପଦକ୍ଷେପ ଭାବେ ସ୍ୱାଗତ କରିଛି। ପୂର୍ବତନ
ସାଂସଦ ନିରଞ୍ଜନଙ୍କ ଦାବି ପରେ ତାମିଲନାଡୁ ସରକାରଙ୍କ ତ୍ୱରିତ ପଦକ୍ଷେପ, ୧୪ ଜୁଆଙ୍ଗ ପିଭିଟିଜି ନାବାଳିକା ଙ୍କ ମୃତ୍ୟୁ ଘଟଣାରେ "ମୋଷ୍ଟ ଇମିଡିଏଟ୍" ତଦନ୍ତ ନିର୍ଦ୍ଦେଶ, ସାତ ଦିନ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ l ନୂଆଦିଲ୍ଲୀ/ ଭୁବନେଶ୍ୱର/ ବଲାଙ୍ଗିର ୩୧/ ୭ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟ ଯାହାକି ବିଶେଷ ଭାବେ ଦୁର୍ବଳ ଜନଜାତି ( ପିଭିଟିଜି ) ସମ୍ପ୍ରଦାୟର ୧୪ ଜଣ ନାବାଳିକା ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲାସ୍ଥିତ ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଘଟିଥିବା ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଦିଲ୍ଲୀ ନିକଟରେ ଦାଖଲ କରିଥିବା ଅଭିଯୋଗ ଉପରେ, ଆୟୋଗଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱର ସହ ବିଚାର କରି ତାମିଲନାଡୁ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପତ୍ର ସଂଖ୍ୟା ୩୩୨୩/TD1(1)/2026-1, ତାରିଖ ୨୬ ଜୁଲାଇ ୨୦୨୬ ଜାରି କରି ଜନଜାତି କଲ୍ୟାଣ ନିର୍ଦ୍ଦେଶକ ଓ ତିରୁଭାଲ୍ଲୁର ଜିଲ୍ଲାପାଳଙ୍କୁ ତୁରନ୍ତ ବିସ୍ତୃତ ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପତ୍ରରେ ଏହି ମାମଲାକୁ "ମୋଷ୍ଟ ଇମିଡ଼ିଏଟ " ଭାବେ ଚିହ୍ନିତ କରାଯାଇ ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରି ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କୁ ବିସ୍ତୃତ ରିପୋର୍ଟ ପ୍ରେରଣ କରିବାକୁ କୁହାଯାଇଛି। ପୂର୍ବତନ ସାଂସଦ ନିରଞ୍ଜନ ବିଶି ତାମିଲନାଡୁ ସରକାର ଏବଂ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ତ୍ୱରିତ ପଦକ୍ଷେପକୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ସ୍ୱାଗତ କରି କହିଛନ୍ତି ଯେ, ଦେଶର ବିଶେଷ ଭାବେ ଦୁର୍ବଳ ଜନଜାତିଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ପାଇବା ଉଚିତ। ଏହି ଦୁଃଖଦ ଘଟଣାରେ ଯେଉଁମାନଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ରହିଛି, ସେମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ, ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ ଭବିଷ୍ୟତରେ ପ୍ରବାସୀ ଆଦିବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ କଡ଼ା ନୀତି ଓ ବ୍ୟବସ୍ଥା ପ୍ରଣୟନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ତାମିଲନାଡୁ ସରକାରଙ୍କ ତ୍ୱରିତ ହସ୍ତକ୍ଷେପକୁ ଓଡିଶା ଆଦିବାସୀ ସମାଜ ଏକ ସକାରାତ୍ମକ ପଦକ୍ଷେପ ଭାବେ ସ୍ୱାଗତ କରିଛି।
- ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି । (ରିପୋର୍ଟ, ବିଭୁ ପ୍ରସାଦ ଶତପତି) ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାକୁ ନାରାଜ।ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ପୂର୍ବେ ବିବାହ ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଏଚ ଆଇବି ରେ ଆକ୍ରାନ୍ତ ଜାଣି ବିବାହ ପାଇଁ ଏବେ ରାଜି ନ ଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।1
- ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ। ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ।1
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- କାନ୍ଥ ପଡ଼ି ବୁଧାଗୁରୁତ୍ତର, ଉଧାର କଳା ଅଗ୍ନିଷ। ବାହୀନି l ଏଭଳି ଏକ ଘଟଣା ଘଟୁଛି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ୍ ପଡ଼ା ଗ୍ରାମରେ1