logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କ ପ୍ରତିନିଧି ତଥା ବାଲେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ଯୂବନେତା ଡା଼ ଅଣୁମାଧବ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ସିମୁଳିଆ ବିଡ଼ିଓ ସୁନିଲ୍ କୁମାର ଟୁଡୁ, ବ୍ଲକ୍ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ବ୍ଲକ୍ ଉପାଧ୍ୟାକ୍ଷାଙ୍କ ପ୍ରତିନିଧି ସୂର୍ଯ୍ୟକାନ୍ତ ମହାପାତ୍ର, ବିଜେପି ଜିଲ୍ଲା ଉପସଭାପତି ଭାରତୀ ମଲ୍ଲିକ, ମାର୍କୋଣା ମଣ୍ଡଳ ସଭାପତି ଅବିନାଶ ବେହେରା ଏବଂ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

1 hr ago
user_Prafulla pattnaik ସମାଜ
Prafulla pattnaik ସମାଜ
Voice of people ସିମିଳିଆ, ବାଲେଶ୍ୱର, ଓଡ଼ିଶା•
1 hr ago
698a2b61-f4aa-4267-81ef-3270390458f6
4909c371-cfeb-41b2-8b24-b54dc374a44a
3e5b8bb4-2c94-4e35-bc8b-aab92aafc589

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କ ପ୍ରତିନିଧି ତଥା ବାଲେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ଯୂବନେତା ଡା଼ ଅଣୁମାଧବ ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ସିମୁଳିଆ ବିଡ଼ିଓ ସୁନିଲ୍ କୁମାର ଟୁଡୁ, ବ୍ଲକ୍ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ବ୍ଲକ୍ ଉପାଧ୍ୟାକ୍ଷାଙ୍କ ପ୍ରତିନିଧି ସୂର୍ଯ୍ୟକାନ୍ତ ମହାପାତ୍ର, ବିଜେପି ଜିଲ୍ଲା ଉପସଭାପତି ଭାରତୀ ମଲ୍ଲିକ, ମାର୍କୋଣା ମଣ୍ଡଳ ସଭାପତି ଅବିନାଶ ବେହେରା ଏବଂ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସିମୁଳିଆ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।
    1
    ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଅଳଙ୍କାର ଚୋରୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ସିମୁଳିଆ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଛି।
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    22 hrs ago
  • ବାଲେଶ୍ୱର ଜିଲ୍ଲାର ରେମୁଣା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।
    1
    ବାଲେଶ୍ୱର ଜିଲ୍ଲାର ରେମୁଣା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ମୟୂରଭଞ୍ଜ ପବ୍ଲିକ ନ୍ୟୁଜ୍ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତାଜା ତଥା ଦୈନିକ ଖବର ଅପଡେଟ୍ ଯୋଗାଇ ଦିଆଯାଉଛି। ଜିଲ୍ଲାର ପ୍ରତିଟି ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ଛୋଟ ପ୍ରୟାସ ବୋଲି ସୂଚନା ଦିଆଯାଇଛି। ଏହି ଖବର ସେବା ମାଧ୍ୟମରେ 15.06.2026, 16.06.2026, 17.06.2026 ଏବଂ 18.06.2026 ତାରିଖର ଅପଡେଟ୍ ଖବର ମଧ୍ୟ ଦେଖିହେବ। ଯେକୌଣସି ଖବର ସମ୍ବନ୍ଧରେ ଅଧିକ ସୂଚନା ପାଇଁ 7008944703 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।
    1
    ମୟୂରଭଞ୍ଜ ପବ୍ଲିକ ନ୍ୟୁଜ୍ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତାଜା ତଥା ଦୈନିକ ଖବର ଅପଡେଟ୍ ଯୋଗାଇ ଦିଆଯାଉଛି। ଜିଲ୍ଲାର ପ୍ରତିଟି ଖବର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ଛୋଟ ପ୍ରୟାସ ବୋଲି ସୂଚନା ଦିଆଯାଇଛି। ଏହି ଖବର ସେବା ମାଧ୍ୟମରେ 15.06.2026, 16.06.2026, 17.06.2026 ଏବଂ 18.06.2026 ତାରିଖର ଅପଡେଟ୍ ଖବର ମଧ୍ୟ ଦେଖିହେବ। ଯେକୌଣସି ଖବର ସମ୍ବନ୍ଧରେ ଅଧିକ ସୂଚନା ପାଇଁ 7008944703 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    30 min ago
  • ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ଏଣିକି ପୂର୍ବ ଅପେକ୍ଷା ଦୁଇ ଗୁଣା ଅଧିକ ଜରିମାନା ଗଣିବାକୁ ପଡ଼ିବ। 'ଜନ ବିଶ୍ୱାସ ଆକ୍ଟ, ୨୦୨୬' ଅନୁସାରେ ବିନା ଟିକେଟରେ ଯାତ୍ରା ପାଇଁ ଏହି ଜରିମାନା ପରିମାଣ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଜରିମାନା ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଏହାକୁ ବଢ଼ାଇ ୫୦୦ ଟଙ୍କା କରି ଦିଆଯାଇଛି। ଜରିମାନାର ଏହି ବର୍ଦ୍ଧିତ ପରିମାଣ ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି।
    1
    ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ଏଣିକି ପୂର୍ବ ଅପେକ୍ଷା ଦୁଇ ଗୁଣା ଅଧିକ ଜରିମାନା ଗଣିବାକୁ ପଡ଼ିବ। 'ଜନ ବିଶ୍ୱାସ ଆକ୍ଟ, ୨୦୨୬' ଅନୁସାରେ ବିନା ଟିକେଟରେ ଯାତ୍ରା ପାଇଁ ଏହି ଜରିମାନା ପରିମାଣ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଜରିମାନା ୨୫୦ ଟଙ୍କା ଥିବା ବେଳେ, ବର୍ତ୍ତମାନ ଏହାକୁ ବଢ଼ାଇ ୫୦୦ ଟଙ୍କା କରି ଦିଆଯାଇଛି।

ଜରିମାନାର ଏହି ବର୍ଦ୍ଧିତ ପରିମାଣ ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ଆମର ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯାହାଙ୍କୁ ସୁଭଦ୍ରା ନାନୀ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି, ତାଙ୍କ ପାଖରେ ଟିକେ ସମବେଦନା ଜଣାଇବାକୁ ମଧ୍ୟ ସମୟ ନାହିଁ।
    1
    ଆମର ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯାହାଙ୍କୁ ସୁଭଦ୍ରା ନାନୀ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି, ତାଙ୍କ ପାଖରେ ଟିକେ ସମବେଦନା ଜଣାଇବାକୁ ମଧ୍ୟ ସମୟ ନାହିଁ।
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
  • ବୋଡ଼କରେ ଆନ୍ତର୍ଜାତିକ ଯୋଗ ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ମାଧ୍ୟମରେ ସୁସ୍ଥ ଓ ନିରୋଗ ଜୀବନ ବିତାଇବା ପାଇଁ ସନ୍ଦେଶ ପ୍ରଦାନ କରାଯାଇଥିଲା।
    1
    ବୋଡ଼କରେ ଆନ୍ତର୍ଜାତିକ ଯୋଗ ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ଯୋଗ ମାଧ୍ୟମରେ ସୁସ୍ଥ ଓ ନିରୋଗ ଜୀବନ ବିତାଇବା ପାଇଁ ସନ୍ଦେଶ ପ୍ରଦାନ କରାଯାଇଥିଲା।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    6 hrs ago
  • ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଚଳିତବର୍ଷ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଵ୍ୟାପକ ତୃଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
    1
    ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଚଳିତବର୍ଷ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ଵ୍ୟାପକ ତୃଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।
    1
    ଓଡ଼ିଶାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ଏହି ପରିଦର୍ଶନ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବାର ଏକ ବିଶେଷ ମୁହୂର୍ତ୍ତରେ ସଂଘଟିତ ହେଉଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.