Shuru
Apke Nagar Ki App…
#ବିଛୁଆତି_ଦଣ୍ଡ_ଦେଇ_ପ୍ରଧାନଶିକ୍ଷକ_ନିଲମ୍ବିତ ଯାଜପୁରରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବା ଘଟଣାରେ ପ୍ରଧାନ ଶିକ୍ଷକ ସସ୍ପେଣ୍ଡ। ଯାଜପୁର ସାରୁଆବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଥିଲା ଏଭଳି ନିର୍ଯାତନା ଅଭିଯୋଗ। ଗତ ୧୭ ତାରିଖରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇବାକୁ ପିଲା ମାନଙ୍କୁ ବାଧ୍ୟ କରିଥିଲେ। #Jajpur #Odisha #SchoolIncident #BreakingNews #StudentSafety #Education #Shocking #ParentsProtest #IndiaNews
Rajib Behera
#ବିଛୁଆତି_ଦଣ୍ଡ_ଦେଇ_ପ୍ରଧାନଶିକ୍ଷକ_ନିଲମ୍ବିତ ଯାଜପୁରରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବା ଘଟଣାରେ ପ୍ରଧାନ ଶିକ୍ଷକ ସସ୍ପେଣ୍ଡ। ଯାଜପୁର ସାରୁଆବିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଥିଲା ଏଭଳି ନିର୍ଯାତନା ଅଭିଯୋଗ। ଗତ ୧୭ ତାରିଖରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇବାକୁ ପିଲା ମାନଙ୍କୁ ବାଧ୍ୟ କରିଥିଲେ। #Jajpur #Odisha #SchoolIncident #BreakingNews #StudentSafety #Education #Shocking #ParentsProtest #IndiaNews
More news from ଓଡ଼ିଶା and nearby areas
- Post by Rajib Behera1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 19.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ବାରିପଦା:- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରଶ୍ରୀ ହରିବଳଦେବଜୀଉ ବିଜେଙ୍କ ରଥଖଳାରେ ତିନି ରଥ ପାଇଁ ତିନି ଅଖରେ ଚକ ଲାଗି ହୋଇଛି। ପରମ୍ପରା ଅନୁସାରେ ଭଉଁରୀ ତିଥିରେ ଏହି ନୀତି ସମ୍ପନ୍ନ ହୋଇଛି। ଏ ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ପ୍ରତ୍ୟେକ ରଥ ପାଇଁ ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯାଇଛି। ପ୍ରଥା ଅନୁସାରେ ଧୂପଦ୍ବୀପ ଦେଇ ସାରିବା ପରେ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଆଜ୍ଞାମାଳକୁ ଆଣି ରଥଖଳାରେ ପହଂଚିଥିଲେ ପୂଜାପଣ୍ଡା ସେବାୟତମାନେ। ଏହାପରେ ଆଜ୍ଞାମାଳକୁ ଚକ ଅଖରେ ଲାଗି କରାଯାଇଥିଲା। ଏହାପରେ ବିଶ୍ବକର୍ମା ମହାରଣା ସେବକମାନେ ପୂର୍ବରୁ ପ୍ରସ୍ତୁତ ଥିବା ଚକ ସହ ଅଖକୁ ସଂଯୋଗ କରିଥିଲେ। ଅନୁକୂଳ ପର୍ବରେ ତିନି ରଥର ତିନୋଟି ଚକଡ଼େରା କାମ ଶେଷ ହୋଇଛି। ପ୍ରଥା ଅନୁସାରେ ଆଜିଠାରୁ ଆରମ୍ଭ ହେବ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆନ୍ଦର ଲହରୀ ଦେକିବାକୁ ମିଳିଛି। କାରଣ ଆଉ ମାତ୍ର କେଇଦିନ ର ଅପେକ୍ଷା ପରେ ହେବ ଭକ୍ତ ଓ ଭଗବାନଙ୍ଗ ଅପୂର୍ବ ମିଳନ। ପୁଣି କାଳିଆ ଠାକୁର ଙ୍କ ସମେତ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରଥାରୁଢ ଅବସ୍ଥାରେ ଦର୍ଶନ ପାଇବେ। ଯାହାକୁ ନେଇ ଆଜି ଚକରେ ଅଖ ଲାଗିହେବା ର ଦୃଶ୍ୟକୁ ଟିକେ ମନଭରି ଦେଖିବା ପାଇଁ ବାରିପଦା ବଡଦାଣ୍ଡରେ ଦେଖିବାକୁ ମିଳିଥିଲା ଭକ୍ତ ସମାଗମ। ରଥଖଳାରେ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ବାରିପଦା ସହକାରୀ ଜିଲ୍ଳାପାଳ ସୁଧାକର ମହାରଣା, ବାରିପଦା ତହସିଲଦାର ସପନ କୁମାର ସାହୁ, ରଥ ମହାରଣାଙ୍କ ମନ୍ଦିର ର ସମସ୍ତ ପୂଜାପଣ୍ଡା, ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। #mayurbhanj #dlh_khabara #baripada1
- Odia Short reels video Mo Swapnoro Sauda ghara Kedar Naik Jay Jagannath1
- ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !1
- ସନାତନ ଧର୍ମ ର ପ୍ରଚାର ବଳଦ ଗାଡି ରେ ଚାରିଧାମ ବୁଲି ବୁଲି ପ୍ରଚାର କରୁଛନ୍ତି, ଏବଂ ସନାତନ ସମ୍ବଦୀୟ ପୁସ୍ତକ ବାଣ୍ଟୁଛନ୍ତି1
- Post by Rajib Behera1