logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରମ୍ବାର କାର୍ଯ୍ୟାଳୟ ଆସିଥିଲେ ମଧ୍ୟ ଯନ୍ତ୍ରୀଙ୍କ ମିଳୁନାହିଁ ଦେଖା, ପିଇବା ପାଣି ପାଇଁ ବେହାଲ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତ ବେଢାକଣା ଗାଁ ର ପିଇବା ପାଣି ର ସମସ୍ୟା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଦାବି ଜଣାଇଲେ ସହ ସହ ମହିଳା। ଦୁଇ ଦିନ ଭିତରେ ସମସ୍ୟା ର ସମାଧାନ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଲେ। ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି।

7 hrs ago
user_Sk Ajaruddin
Sk Ajaruddin
Local News Reporter ବାସ୍ତା, ବାଲେଶ୍ୱର, ଓଡ଼ିଶା•
7 hrs ago
c1281e67-c617-4dd2-ac63-7177e07661cb
130d157e-e321-4103-99f2-dccc35a2a8a7

ବାରମ୍ବାର କାର୍ଯ୍ୟାଳୟ ଆସିଥିଲେ ମଧ୍ୟ ଯନ୍ତ୍ରୀଙ୍କ ମିଳୁନାହିଁ ଦେଖା, ପିଇବା ପାଣି ପାଇଁ ବେହାଲ ଗ୍ରାମବାସୀ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତ ବେଢାକଣା ଗାଁ ର ପିଇବା ପାଣି ର ସମସ୍ୟା ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଦାବି ଜଣାଇଲେ ସହ ସହ ମହିଳା। ଦୁଇ ଦିନ ଭିତରେ ସମସ୍ୟା ର ସମାଧାନ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଲେ। ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି।

More news from ଓଡ଼ିଶା and nearby areas
  • #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    1
    #ପାଣି_ଚିନ୍ତାରେ_ଗାଁ_ଲୋକେ । 
🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 
🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    13 hrs ago
  • ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ଲଙ୍ଗଳେଶ୍ବର ଗ୍ରାମରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିପାରୁ ନାହିଁ ଭତ୍ତା ବିଧବା ଭତ୍ତା ଆବେଦନ ପରେ ବି ପ୍ରଶାସନ ନିରବ
    1
    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ଲଙ୍ଗଳେଶ୍ବର ଗ୍ରାମରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିପାରୁ ନାହିଁ ଭତ୍ତା ବିଧବା ଭତ୍ତା ଆବେଦନ ପରେ ବି ପ୍ରଶାସନ ନିରବ
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    53 min ago
  • ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    1
    ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    6 hrs ago
  • ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।
    1
    ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ  ମୃତ ମୁଖରୁ ବଞ୍ଚିଲା  କାଳିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    4
    ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    1
    ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    1
    ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।
    1
    ବିପର୍ଯ୍ୟସ୍ତ ପରିମଳ ସେବାର ନଗ୍ନ ଚିତ୍ର। କାମାକ୍ଷାନଗର ଚିକିତ୍ସାଳୟ ଫାଟକରେ ଲାଟିନ ଟାଙ୍କିର ମଇଳା ପାଣି ପ୍ରବାହିତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.