logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନିଶାଖୋର ପୁଅ ନିଜର ହିତାହତ ଜ୍ଞାନ ଭୁଲିଯାଇ  ବାପର ମୁଣ୍ଡକୁ କାନ୍ଥରେ ପିଟି ପିଟି ହତ୍ୟାକରିଛି। ନିମାପଡ଼ା, (BT)  ନିଶାଖୋର ପୁଅ ନିଜର ହିତାହତ ଜ୍ଞାନ ଭୁଲିଯାଇ  ବାପର ମୁଣ୍ଡକୁ କାନ୍ଥରେ ପିଟି ପିଟି ହତ୍ୟାକରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ତତ୍କକ୍ଷଣତା ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତ କୁ ଗିରଫ କରଛି। ମୃତ ଶରୀରକୁ ଜବତ କରି ପୁଲିସ ବ୍ୟବଛେଦ ପାଇଁ ପଠାଇବାସହ ତଦନ୍ତ ଜାରି ରଖିଛି। ମିଳିଥିବା ସୁଚନାରୁ ପ୍ରକାଶ ନିମାପଡ଼ା ଥାନା ଅନ୍ତର୍ଗତ ଏକମକଣା ଗ୍ରାମରେ  ଗତ ୨୧ ତାରିଖ ୧୧ରାତିରେ ପୁଅ ବିଜୟ କୃଷ୍ଣ ସ୍ବାଇଁ ଘରକୁ ଫେରି  ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବୃଦ୍ଧ ବାପ ଭୀମସେନ ସ୍ବାଇଁ (୭୦)ଙ୍କ ସହ ଯୁକ୍ତି ତର୍କ କରିଥିଲା  ଓ ବିଜୟ ଉତକ୍ଷିପ୍ତ ହୋଇ ବାପା ଭୀମସେନଙ୍କ ମୁଣ୍ଡକୁ ଦୁଇ ହାତରେ ଧରି ଘର କାନ୍ଥ ପିଟି  ଚାଲି ଥିଲା। ପ୍ରଚୁର ରକ୍ତ ତ୍ସାବ ହୋଇ ଚେତାହରାଇ ଭୀମସେନ ତଳେ  ପଡ଼ିଥିଲାବେଳ ପଡ଼ିଶାଙ୍କ ଠାରୁ ଖବର ପାଇ ଅଭିଯୋଗକାରୀ ବିଦ୍ୟୁତ ଚରଣ ସ୍ବାଇଁ ଘରେ ପହଁଞ୍ଚି ଆମ୍ବୁଲାସ ଡ଼ାକି ଭୀମସେନଙ୍କୁ ଡ଼ାକ୍ତରଖାନା ନେଇଥିଲେ ଚିକିତ୍ସାକରୁଥିବା ଡ଼ାକ୍ତର ପରୀକ୍ଷା କରି ଭୀମସେନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘୋଷଣା କରିଥିଳେ।   ଏହି ଘଟଣାକୁ ନେଇ ବିଦ୍ୟୁତ ଚରଣ ସ୍ବାଇଁ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହତ୍ୟା ମାମଲାରୁଜୁକରି ଅଭଯୁକ୍ତ  ବିଜୟ କୃଷ୍ଣକୁ  ଏକମକଣା ଗ୍ରାମରୁ ଗିରଫ କରିଛି।

17 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
17 hrs ago
6ce1a101-2a1e-4da4-895f-133473c1b95c

ନିଶାଖୋର ପୁଅ ନିଜର ହିତାହତ ଜ୍ଞାନ ଭୁଲିଯାଇ  ବାପର ମୁଣ୍ଡକୁ କାନ୍ଥରେ ପିଟି ପିଟି ହତ୍ୟାକରିଛି। ନିମାପଡ଼ା, (BT)  ନିଶାଖୋର ପୁଅ ନିଜର ହିତାହତ ଜ୍ଞାନ ଭୁଲିଯାଇ  ବାପର ମୁଣ୍ଡକୁ କାନ୍ଥରେ ପିଟି ପିଟି ହତ୍ୟାକରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ତତ୍କକ୍ଷଣତା ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତ କୁ ଗିରଫ କରଛି। ମୃତ ଶରୀରକୁ ଜବତ କରି ପୁଲିସ ବ୍ୟବଛେଦ ପାଇଁ ପଠାଇବାସହ ତଦନ୍ତ ଜାରି ରଖିଛି। ମିଳିଥିବା ସୁଚନାରୁ ପ୍ରକାଶ ନିମାପଡ଼ା ଥାନା ଅନ୍ତର୍ଗତ ଏକମକଣା ଗ୍ରାମରେ  ଗତ ୨୧ ତାରିଖ ୧୧ରାତିରେ ପୁଅ ବିଜୟ କୃଷ୍ଣ ସ୍ବାଇଁ ଘରକୁ ଫେରି  ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବୃଦ୍ଧ ବାପ ଭୀମସେନ ସ୍ବାଇଁ (୭୦)ଙ୍କ ସହ ଯୁକ୍ତି ତର୍କ କରିଥିଲା  ଓ ବିଜୟ ଉତକ୍ଷିପ୍ତ ହୋଇ ବାପା ଭୀମସେନଙ୍କ ମୁଣ୍ଡକୁ ଦୁଇ ହାତରେ ଧରି ଘର କାନ୍ଥ ପିଟି  ଚାଲି ଥିଲା। ପ୍ରଚୁର ରକ୍ତ ତ୍ସାବ ହୋଇ ଚେତାହରାଇ ଭୀମସେନ ତଳେ  ପଡ଼ିଥିଲାବେଳ ପଡ଼ିଶାଙ୍କ ଠାରୁ ଖବର ପାଇ ଅଭିଯୋଗକାରୀ ବିଦ୍ୟୁତ ଚରଣ ସ୍ବାଇଁ ଘରେ ପହଁଞ୍ଚି ଆମ୍ବୁଲାସ ଡ଼ାକି ଭୀମସେନଙ୍କୁ ଡ଼ାକ୍ତରଖାନା ନେଇଥିଲେ ଚିକିତ୍ସାକରୁଥିବା ଡ଼ାକ୍ତର ପରୀକ୍ଷା କରି ଭୀମସେନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ଘୋଷଣା କରିଥିଳେ।   ଏହି ଘଟଣାକୁ ନେଇ ବିଦ୍ୟୁତ ଚରଣ ସ୍ବାଇଁ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହତ୍ୟା ମାମଲାରୁଜୁକରି ଅଭଯୁକ୍ତ  ବିଜୟ କୃଷ୍ଣକୁ  ଏକମକଣା ଗ୍ରାମରୁ ଗିରଫ କରିଛି।

More news from ଓଡ଼ିଶା and nearby areas
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • Post by ଦେବ ବେହେରା
    3
    Post by ଦେବ ବେହେରା
    user_ଦେବ ବେହେରା
    ଦେବ ବେହେରା
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    2 hrs ago
  • Post by Bharat ମାତା
    1
    Post by Bharat ମାତା
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    19 hrs ago
  • ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    4
    ଜଗତସିଂହପୁର ୨୨/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ବଜରଙ୍ଗବାଲି ସାଂସ୍କୃତିକ ପରିଷଦ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରବେଶ ପ୍ରତିଷ୍ଠା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି l ଏହି ଉପଲକ୍ଷେ ପ୍ରାତଃରୁ ପବିତ୍ର ପାଇକା ନଦୀରୁ ଜଳଯାତ୍ରା ଅନୁଷ୍ଠିତ କରାଯାଇଥିଲା l ପୂଜକ ପବିତ୍ର ମହାପାତ୍ର ଓ ବ୍ରାହ୍ମଣ ପଣ୍ଡିତଙ୍କ ବେଦମନ୍ତ୍ର ଧ୍ଵନି, ଘଣ୍ଟ ଘଣ୍ଟା, କୀର୍ତ୍ତନ ରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳିଥିଲା l ଏଥିରେ କର୍ତ୍ତା ରଞ୍ଜନ କୁମାର ସାହୁ, କର୍ତ୍ତୀ ଅଞ୍ଜନା ସାହୁ, କର୍ତ୍ତା ମାନସ ରଞ୍ଜନ ନାୟକ, କର୍ତ୍ତୀ ଅର୍ଚନା ନାୟକ ଦାୟିତ୍ୱ ତୁଲାଇଥିଲେ l ଗ୍ରାମ ତଥା ଆଖପାଖ ଗ୍ରାମର ଶହେ ଆଠ ବ୍ରତଧାରୀ ମହିଳାମାନଙ୍କ ଦ୍ୱାରା ଜଳାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏହି ଜଳାଯାତ୍ର ମନ୍ଦିର ନିକଟରୁ ବିରାଟ ପଟୁଆରରେ ବାହାରି ପବିତ୍ର ପାଇକା ନଦୀ କୂଳରେ ପୂଜାର୍ଚନା ସରିବାପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ସ୍ଥାପନ କରଯାଇଥିଲା l ୨୨ ତାରିଖ ରେ ମନ୍ଦିର ପ୍ରତିଷ୍ଠା ଉଦଘାଟନ କାର୍ଯ୍ୟକ୍ରମ , ୨୩ ତାରିଖରେ ଏହି ଉପଲକ୍ଷେ ନିଃଶୁଳ ସ୍ୱାସ୍ଥ୍ୟ ଶିବିର, ୨୪ ତାରିଖରେ ଉଦଯାପନ ସହିତ ଚତୁର୍ଥ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏହି ନିଃଶୁଳ ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲର ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି l ଏହି ଶିବିରକୁ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଗଇଠିପୁର ମା ଗର୍ଭାୟଣୀ ଯୁବକ ସଙ୍ଘ ପକ୍ଷରୁ ନିବେଦନ କରଯାଇଛି l
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    20 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    4 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.