Shuru
Apke Nagar Ki App…
ବିଦୟ ଦିନରେ ମୁଣ୍ଡିଆ ମାରି ଚାଳିଶି ବର୍ଷର ଅତିଥି କଥା ଶ୍ରୀଧର ସାର୍...
Dhenkanal News
ବିଦୟ ଦିନରେ ମୁଣ୍ଡିଆ ମାରି ଚାଳିଶି ବର୍ଷର ଅତିଥି କଥା ଶ୍ରୀଧର ସାର୍...
More news from ଓଡ଼ିଶା and nearby areas
- रेवेन्यू मिनिस्टर ने बाढ़ के इलाकों का दौरा किया और बाढ़ के हालात का रिव्यू किया1
- ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମ ପଞ୍ଚାୟତ ପ୍ରତାପରୁଦ୍ରପୁର ରେ ୧୨ ଗୋଟି ୱ।ର୍ଡ ଏହି ୱାର୍ଡରେ ଭତା ବ୍ୟାଙ୍କରେ ପାଉଥିବା ଲୋକେ ପ୍ରତିମାସରେ ଭତା ମିଳିପାରୁନାହିଁ ଏହି ଲୋକ କାହୁତରଣ ନାୟକ ସମାଜ ସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ତା୩୧/୭/୨୦୨୬1
- ଅଚ୍ୟୁତପୁର କାଜ ରେ ବନ୍ୟା ପାଣି ଆସି ସମଗ୍ର ଚାଷ ଜମି ଜଳମଗ୍ନ ହୋଇଯାଇଥିବା ସୂଚନା ମିଳିଛି । #Balipatna #Baliantablock #Balipatnablockblock #BDOBalianta #BDOBalipatna #DMKhordha #CMOdisha #Jayadevnews1
- ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ଜଙ୍କସନ ପ୍ଲାଟଫର୍ମରେ ଅବାଧରେ ବୁଲୁଛନ୍ତି ଷଣ୍ଢ ଗାଈ, ଯାତ୍ରୀ ସୁରକ୍ଷା ପ୍ରତି ବଢ଼ିଛି ଚିନ୍ତା ଖୋର୍ଦ୍ଧା: ପୂର୍ବତଟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା ରୋଡ଼ ଜଙ୍କସନ ରେଳ ଷ୍ଟେସନର ପ୍ଲାଟଫର୍ମରେ ଷଣ୍ଢ ଗାଈ ଓ ଅନ୍ୟାନ୍ୟ ଗୋରୁ ଅବାଧରେ ବୁଲୁଥିବା ଘଟଣା ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ସୃଷ୍ଟି କରିଛି। ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନର ପ୍ଲାଟଫର୍ମ ପଛପଟେ ସୁରକ୍ଷା ପ୍ରାଚୀର ନଥିବାରୁ ଗାଈ, ଗୋରୁ ଓ ଲୋକମାନେ ଅବାଧରେ ପ୍ଲାଟଫର୍ମକୁ ପ୍ରବେଶ କରୁଛନ୍ତି। ସୂଚନା ଥାଉକି, ପ୍ଲାଟଫର୍ମ ନିକଟବର୍ତ୍ତୀ ରେଳଧାରଣା ପାର୍ଶ୍ୱରେ ଲଟାଘାସ ଓ ଅନାବନା ଗଛପାଳା ବହୁଳ ଭାବେ ବଢ଼ି ଯାଇଥିବାରୁ ସେଠାରେ ଗାଈ ଓ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅନେକ ସମୟରେ ରେଳ ଧକ୍କାରେ ଗାଈ ଓ ଗୋରୁର ମୃତ୍ୟୁ ମଧ୍ୟ ଘଟୁଛି। ଏହାସହ ପ୍ଲାଟଫର୍ମ ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଘନ ଲଟାବଣ ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଏହି ଅଞ୍ଚଳରେ ବିଷଧର ସର୍ପମାନଙ୍କ ଅବାଧ ଚଳପ୍ରଚଳ ରହୁଥିବାରୁ ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ, ସୁରକ୍ଷା ପ୍ରାଚୀର ନଥିବା ସୁଯୋଗରେ ଅନେକ ବିନା ଟିକେଟ୍ ଯାତ୍ରୀ ଏହି ବାଟ ଦେଇ ଷ୍ଟେସନ ବାହାରକୁ ପଳାଇ ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଫଳରେ ଭାରତୀୟ ରେଳବାଇର ରାଜସ୍ୱ କ୍ଷତି ହେଉଥିବା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏତେ ଗୁରୁତର ସମସ୍ୟା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ଲାଟଫର୍ମ ପାର୍ଶ୍ୱର ଅନାବନା ଗଛପାଳା ସଫା କରିବା, ବୁଲା ପଶୁଙ୍କ ପ୍ରବେଶ ରୋକିବା ଏବଂ ଯାତ୍ରୀ ସୁରକ୍ଷା ସହ ରେଳବାଇର ରାଜସ୍ୱ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।1
- Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ Slug -ରେଙ୍ଗାଳି ଡ୍ୟାମ ରୁ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ l Date-30-07-2026 Place -Kaniha, Angul Report - Anchor - ଓଡିଶାର ଦ୍ଵିତୀୟ ବୃହତ୍ତମ ଜଳ ଭଣ୍ଡାର ରେଙ୍ଗାଳି ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ ହୋଇଛି। ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ବ୍ରାହ୍ମଣୀ ମୁଖ୍ୟ ଯନ୍ତ୍ରୀ ଦ୍ୱାରା ଗେଟ୍ ଖୋଲା ଯାଇଛି। ୮ ନମ୍ବର ଗେଟ୍ ଦେଇ ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଛି। ଗୋଟିଏ ଗେଟ୍ ଓ ପାୱାର ଚ୍ୟାନେଲ ଦେଇ ପ୍ରତି ସେକେଣ୍ଡ ରେ 1650 ଘନ ମିଟର ଜଳ ନିଷ୍କାସନ ହେଉଛି। ସୂଚନା ଅନୁଯାୟୀ ଉପର ମୁଣ୍ଡ ରେ ବର୍ଷା ଫଳରେ ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ଆଜି ଦିନ ୧ ଟା ସମୟରେ ବନ୍ୟାଜଳ ନିଷ୍କାସନ କରିବାର ନିଷ୍ପତି ହୋଇଥିଲା। ରେଙ୍ଗାଳି ଜଳ ଭଣ୍ଡାର ର ଜଳ ଧାରଣା କ୍ଷମତା 123.5 ମିଟର ରହିଥିବା ବେଳେ ବର୍ତ୍ତମାନ ଜଳ ଭଣ୍ଡାର ରେ 122.28 ମି ପାଣି ମହଜୁଦ୍ ରହିଛି । ଯାହାକି ଧୀରେ ଧୀରେ ବଢ଼ିବାକୁ ଲାଗିଛି। ତେବେ ଜଳ ଭଣ୍ଡାର ଭିତରକୁ 2735 ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ 1650 ଘନ ମିଟର ଜଳ ନିଷ୍କାସିତ ହେଉଛି। ଯାହାକୁ ନେଇ ତଳ ମୁଣ୍ଡରେ ଲୋକଙ୍କୁ ସତର୍କ କରାଯିବା ସହିତ ନଦୀ ପାଖକୁ କାହାକୁ ନ ଯିବାକୁ ବାରଣ ମଧ୍ୟ କରାଯାଇଛି। ଏଥି ସହିତ ମୁଖ୍ୟ ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ଯେତିକି ମାତ୍ରା ରେ ପାଣି ଏବେ ପ୍ରବାହିତ ହେବ ତାକୁ ନେଇ କୌଣସି ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ। ଅନୁଗୋଳ ରୁ ଶିବରାମ ଙ୍କ ରିପୋର୍ଟ1
- हेल्थ मिनिस्टर ने लोइसिंघा बाढ़ प्रभावित इलाकों में लोगों से मुलाकात की, हालात का जायज़ा लेने के लिए डूबे हुए पुलों पर चले,पका हुआ खाना बांटा, लोगों की परेशानियां सुनीं1
- ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି ନମସ୍କାର ଜୟ ଜଗନ୍ନାଥ 🙏🙏ଆଜି (୩୧ ଜୁଲାଇ ୨୦୨୬) ସକାଳ ୭ଟାର ପ୍ରମୁଖ ଖବର 🌧️ ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର – ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ, ଉଦ୍ଧାର କାର୍ଯ୍ୟ ଜାରି 🚨 ମହାନଦୀରେ ହଠାତ୍ ବନ୍ୟା ଆଶଙ୍କା – ପ୍ରଶାସନ ସତର୍କ, ତଳିଆ ଅଞ୍ଚଳର ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ। 🏫 ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ପର୍ଯ୍ୟନ୍ତ ବନ୍ଦ – ବନ୍ୟା ପରିସ୍ଥିତି ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ। 🌦️ IMDର ଭାରୀ ବର୍ଷା ସତର୍କତା – ଓଡ଼ିଶା ସମେତ ଅନେକ ରାଜ୍ୟରେ ଭାରୀରୁ ଅତି ଭାରୀ ବର୍ଷାର ସମ୍ଭାବନା। 🚧 ବନ୍ୟା ଯୋଗୁଁ ଅନେକ ରାସ୍ତା ଓ ଯାତାୟାତ ପ୍ରଭାବିତ – ପ୍ରଶାସନ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛି। 🏛️ ରାଜ୍ୟ ସରକାର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି – ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ।1