logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ୩୩ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଲନ ସମାରୋହ ୨୦୨୬ ପାଲିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ୩୩ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଲନ ସମାରୋହ ୨୦୨୬ ସୁବର୍ଣ୍ଣପୁର ଜିଲ୍ଲା ର ୦୧/୦୪/୨୦୨୬ ସୋନପୁର ଟାଉନହଲ ଠାରେ ପାଲିତ ହୋଇଯାଇଛି ।

5 hrs ago
user_Ajira Samachar
Ajira Samachar
Photographer ସୋନପୁର, ସୋନପୁର, ଓଡ଼ିଶା•
5 hrs ago
105a8298-4a16-40a1-8a40-d4afbecffa03
0af2a676-026c-4637-bd17-8dc8a3e13c93

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ୩୩ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଲନ ସମାରୋହ ୨୦୨୬ ପାଲିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ୩୩ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଲନ ସମାରୋହ ୨୦୨୬ ସୁବର୍ଣ୍ଣପୁର ଜିଲ୍ଲା ର ୦୧/୦୪/୨୦୨୬ ସୋନପୁର ଟାଉନହଲ ଠାରେ ପାଲିତ ହୋଇଯାଇଛି ।

More news from ଓଡ଼ିଶା and nearby areas
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    52 min ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ଅବସ୍ଥିତ ଗୁପ୍ତେଶ୍ୱର ଵାଵା ଦଣ୍ଡପାଟି ଗଇଲମରା । ଦଣ୍ଡଯାତ୍ରା କରିବା ସମୟରେ ଜୟ ଗୁପ୍ତେଶ୍ୱର ବାବା ଦଣ୍ଡପାଟି ।
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରେ ଅବସ୍ଥିତ ଗୁପ୍ତେଶ୍ୱର ଵାଵା ଦଣ୍ଡପାଟି ଗଇଲମରା । ଦଣ୍ଡଯାତ୍ରା କରିବା ସମୟରେ  ଜୟ ଗୁପ୍ତେଶ୍ୱର ବାବା ଦଣ୍ଡପାଟି ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ
    1
    ଜନ ଗଣନା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    1
    ବୌଦ୍ଧ ଜିଲ୍ଲା ପାଇଁ କଣ୍ଟାମାଳ ବିଧାୟକ କହ୍ନlଇ ଚରଣ ଡାଙ୍ଗଙ୍କୁ ରାଜ୍ୟ ସରକାର ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ଼ର ନୂତନ ଅଧକ୍ଷ ରୂପେ ନିଯୁକ୍ତି ଦେଇଛନ୍ତି । ଏଖବର ସାମନାକୁ ଆସିବା ପରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ତାଙ୍କ ସାଥୀ ଭୁବନେଶ୍ୱର ବାସ ଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    5 hrs ago
  • 🌧️ 𝐀𝐬𝐬𝐚𝐦 𝐖𝐞𝐚𝐭𝐡𝐞𝐫 𝐅𝐨𝐫𝐞𝐜𝐚𝐬𝐭: Rain pouring? Crowd pouring! (at PM Modi's rally) 🚶‍♂️ 𝐑𝐚𝐡𝐮𝐥 𝐆𝐚𝐧𝐝𝐡𝐢'𝐬 𝐑𝐨𝐚𝐝𝐬𝐡𝐨𝐰: So empty, even Google Maps couldn’t find any traffic.
    1
    🌧️ 𝐀𝐬𝐬𝐚𝐦 𝐖𝐞𝐚𝐭𝐡𝐞𝐫 𝐅𝐨𝐫𝐞𝐜𝐚𝐬𝐭:  
Rain pouring?  
Crowd pouring! (at PM Modi's rally)
🚶‍♂️ 𝐑𝐚𝐡𝐮𝐥 𝐆𝐚𝐧𝐝𝐡𝐢'𝐬 𝐑𝐨𝐚𝐝𝐬𝐡𝐨𝐰:  
So empty, even Google Maps couldn’t find any traffic.
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    41 min ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator ସୋହେଲା, ବରଗଡ଼, ଓଡ଼ିଶା•
    9 hrs ago
  • #କୋଶଲ_ସେନା_ପାଳିଲା_କଳା_ଦିବସ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲିଠାରେ କୋଶଲ ସେନା ପକ୍ଷରୁ ଏପ୍ରିଲ ୧ ତାରିଖକୁ କଳା ଦିବସ ରୂପେ ପାଳନ କରାଯାଇଛି। କୋଶଲ ସେନାର ସଦସ୍ୟ ରାମପୁର ରୋଡ ସ୍ଥିତ ଛକରେ ଉପସ୍ଥିତ ହୋଇ ମୁଣ୍ଡରେ କଲା କପଡା ବାନ୍ଧି, ହାତରେ କଳା ବେଚ ଧରି ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିଥିଲେ। ସରୋଜ ପଧାନ, ଯଦୁମଣି କୁଦେଇ, କାନ୍ନୁଚରଣ ମହାରଣା, ଦିବ୍ୟ ମେହେର, ଯୁଧିଷ୍ଠିର ଭୁଏ, ସଚିନ ନାଏକ, ରିକି ଶତପଥି, ଧିରେନ ଭୋଇ, ରିକୁ ପଧାନ, ରତ୍ନାକର ସେଠ, ବିମଲ ପଧାନ, କରୁଣା ଭୁଏ ପ୍ରମୁଖ କୋଶଲବାଦି ଉପସ୍ଥିତ ହୋଇ କଳା ଦିବସ ପାଳନ କରିଥିଲେ।
    1
    #କୋଶଲ_ସେନା_ପାଳିଲା_କଳା_ଦିବସ 
ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲିଠାରେ କୋଶଲ ସେନା ପକ୍ଷରୁ ଏପ୍ରିଲ ୧ ତାରିଖକୁ କଳା ଦିବସ ରୂପେ ପାଳନ କରାଯାଇଛି। କୋଶଲ ସେନାର ସଦସ୍ୟ ରାମପୁର ରୋଡ ସ୍ଥିତ ଛକରେ ଉପସ୍ଥିତ ହୋଇ ମୁଣ୍ଡରେ କଲା କପଡା ବାନ୍ଧି, ହାତରେ କଳା ବେଚ ଧରି ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିଥିଲେ। ସରୋଜ ପଧାନ, ଯଦୁମଣି କୁଦେଇ, କାନ୍ନୁଚରଣ ମହାରଣା, ଦିବ୍ୟ ମେହେର, ଯୁଧିଷ୍ଠିର ଭୁଏ, ସଚିନ ନାଏକ, ରିକି ଶତପଥି, ଧିରେନ ଭୋଇ, ରିକୁ ପଧାନ, ରତ୍ନାକର ସେଠ, ବିମଲ ପଧାନ, କରୁଣା ଭୁଏ ପ୍ରମୁଖ କୋଶଲବାଦି ଉପସ୍ଥିତ ହୋଇ କଳା ଦିବସ ପାଳନ କରିଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.