Shuru
Apke Nagar Ki App…
ଏସିଏଫ ସୌମୟରଞ୍ଜନ ହତ୍ୟା ମାମଲାରେ କଣ ସତରେ ବଡ଼ ବଡ଼ିଆ ଅଛନ୍ତି ନ ହେଲେ ଏତେ ବଡ଼ ଅଫିସର ମାନେ ଘୁଞ୍ଚିବାର କାରଣ କାହିଁକି ? ପୋଲିସ ବିନା ସହାୟତାରେ ଆସାମୀ କେମିତି ଲୋଚୀବ ? କିଏ ସେ ବଡ଼ ବଡ଼ିଆ ? ଯିଏ ଲୋଚେଇଲେ ବି ଜଣକ ପାଇଁ ହେଉ କି ଅନେକଙ୍କ ପାଇଁ ଓଡ଼ିଶା ବାସୀ ଛାଡ଼ିବୁ ନାହିଁ ପୋଲିସ ଖାଲି ଜାଣିଛି ନା ମିଶିଛି ? ଆଜି କାଲି ଚୋର ଲକ୍ଷଣ ଈଶ୍ୱର ଭକ୍ତି ( ଶୀଘ୍ର କାହାକୁ ବିଶ୍ୱାସ କରନ୍ତୁ ନାହିଁ) ଇସ୍ତଫା ଦେଲେ ପରେ ଚାକିରୀ କରି ପାରିବେ କିନ୍ତୁ ଦୋଷ ଧରା ପଡ଼ିଲେ କି ଅବହେଳା କରିଥିଲେ କି ମିଶିଥିଲେ ଚାକିରୀ ମିଳିବ ନାହିଁ। ଏଇ ସରକାର ଯିବା ପରେ ଚାକିରୀ ପୁଣି କରିବେ ଭାବୁଥିଲେ କି ?
Haybusha Hr
ଏସିଏଫ ସୌମୟରଞ୍ଜନ ହତ୍ୟା ମାମଲାରେ କଣ ସତରେ ବଡ଼ ବଡ଼ିଆ ଅଛନ୍ତି ନ ହେଲେ ଏତେ ବଡ଼ ଅଫିସର ମାନେ ଘୁଞ୍ଚିବାର କାରଣ କାହିଁକି ? ପୋଲିସ ବିନା ସହାୟତାରେ ଆସାମୀ କେମିତି ଲୋଚୀବ ? କିଏ ସେ ବଡ଼ ବଡ଼ିଆ ? ଯିଏ ଲୋଚେଇଲେ ବି ଜଣକ ପାଇଁ ହେଉ କି ଅନେକଙ୍କ ପାଇଁ ଓଡ଼ିଶା ବାସୀ ଛାଡ଼ିବୁ ନାହିଁ ପୋଲିସ ଖାଲି ଜାଣିଛି ନା ମିଶିଛି ? ଆଜି କାଲି ଚୋର ଲକ୍ଷଣ ଈଶ୍ୱର ଭକ୍ତି ( ଶୀଘ୍ର କାହାକୁ ବିଶ୍ୱାସ କରନ୍ତୁ ନାହିଁ) ଇସ୍ତଫା ଦେଲେ ପରେ ଚାକିରୀ କରି ପାରିବେ କିନ୍ତୁ ଦୋଷ ଧରା ପଡ଼ିଲେ କି ଅବହେଳା କରିଥିଲେ କି ମିଶିଥିଲେ ଚାକିରୀ ମିଳିବ ନାହିଁ। ଏଇ ସରକାର ଯିବା ପରେ ଚାକିରୀ ପୁଣି କରିବେ ଭାବୁଥିଲେ କି ?
More news from ଓଡ଼ିଶା and nearby areas
- MMDR ଖଣି ନିୟମକୁ ବିରୋଧ କଲା ଇଣ୍ଡିଆ ମେଣ୍ଟ।1
- ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୧ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର l1
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।1
- ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।1
- ୨୮ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ମତ୍ସ୍ୟଜୀବୀ ପଶ୍ଚମବଙ୍ଗ ଦୀଘା ସମୁଦ୍ର ଉଦ୍ଧାର ୨୮ ଦିନ ପରେ ସମୁଦ୍ରରୁ ୮ ମତ୍ସ୍ୟଜୀବୀ ଉଦ୍ଧାର ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ନିଖୋଜ ଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଡଙ୍ଗା ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ କରାଯାଇଥିଲା। ଆନ୍ଧ୍ରପ୍ରଦେଶରୁ ସମୁଦ୍ରକୁ ବାହାରିଥିବା ଟ୍ରଲରର ଇଞ୍ଜିନ ଖରାପ ହୋଇଯିବାରୁ ଦୀର୍ଘଦିନ ଧରି ଏହା ସମୁଦ୍ରରେ ଭାସି ଭାସି ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲା। ଶେଷରେ ଅନ୍ୟ ଏକ ମାଛଧରା ଟ୍ରଲର ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଛି।ଆନ୍ଧ୍ରପ୍ରଦେଶରୁ ୨୮ ଦିନ ପୂର୍ବରୁ ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲା ଏହି ଟ୍ରଲର। ହେଲେ ସମୁଦ୍ର ମଧ୍ୟରେ ହଠାତ୍ ଟ୍ରଲରର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ଟ୍ରଲରଟି ନିଜ ନିୟନ୍ତ୍ରଣରେ ନଥାଇ ସମୁଦ୍ରରେ ଭାସିବାକୁ ଲାଗିଥିଲା। ଧୀରେ ଧୀରେ ଭାସି ଭାସି ଟ୍ରଲରଟି ଓଡ଼ିଶା ସୀମାନ୍ତ ଦିଗକୁ ଚାଲି ଆସିଥିଲା। ଟ୍ରଲରରେ ଥିବା ୮ ଜଣ ମତ୍ସ୍ୟଜୀବୀ ଦୀର୍ଘଦିନ ଧରି ସମୁଦ୍ର ମଧ୍ୟରେ ଅସହାୟ ଅବସ୍ଥାରେ ରହିଥିଲେ। ଇଞ୍ଜିନ ଅଚଳ ହୋଇଯିବା ପରେ ସେମାନେ ଅନ୍ୟ ଏକ ମାଛଧରା ଟ୍ରଲରକୁ ଦେଖି ସାହାଯ୍ୟ ମାଗିଥିଲେ। ପରେ ଦିଘା ମୁହାଣରୁ ସମୁଦ୍ରକୁ ଯାଇଥିବା ଅନ୍ୟ ମତ୍ସ୍ୟଜୀବୀମାନେ ଏହି ଟ୍ରଲରକୁ ଠାବ କରିଥିଲେ। ଟ୍ରଲରଟି ଠାବ ହେବା ପରେ ମତ୍ସ୍ୟଜୀବୀମାନେ ୱାୟାରଲେସ୍ ଯୋଗେ ଦିଘା ମୁହାଣରେ ଥିବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ମାଛଧରା ଡଙ୍ଗା ସହିତ ୮ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଦୀର୍ଘ ୨୮ ଦିନ ଧରି ସମୁଦ୍ରରେ ରହିବା ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ଦୁର୍ଦ୍ଦଶା କେତେ ଯେ ଭୟଙ୍କର ଥିଲା, ତାହା ସେମାନଙ୍କ କଥାରୁ ସ୍ପଷ୍ଟ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବା ଅନୁସାରେ, ଡଙ୍ଗାରେ ଥିବା ପାଣି ଶେଷ ହୋଇଯାଇଥିଲା। ପ୍ରାୟ ୩ ଦିନ ଧରି ସେମାନେ ବରଫ ତରଳ କରି ପାଣି ଭାବେ ବ୍ୟବହାର କରି ଜୀବନ ରକ୍ଷା କରିଥିଲେ। ଏହି ଘଟଣା ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଇଞ୍ଜିନ ଖରାପ ହୋଇଯିବା ପରେ ଦୀର୍ଘଦିନ ଧରି ସମୁଦ୍ରରେ ଭାସିବା ଏବଂ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଫଳରେ ୮ ଜଣ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ିଥିଲା। ତେବେ ଅନ୍ୟ ମତ୍ସ୍ୟଜୀବୀଙ୍କ ସହଯୋଗ ଏବଂ ସମୟୋଚିତ ଭାବେ ୱାୟାରଲେସ୍ ଯୋଗେ ଖବର ପହଞ୍ଚିବାରୁ ଶେଷରେ ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୮ ଦିନର ଦୁର୍ଦ୍ଦଶା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ପରିବାର ଲୋକଙ୍କ ମଧ୍ୟରେ ଏବେ ଆଶ୍ୱସ୍ତିର ମାହୋଲ। ସମୁଦ୍ରରୁ ଜୀବନ ଯୁଦ୍ଧରେ ଜିତି ଫେରିଥିବା ଏହି ୮ ମତ୍ସ୍ୟଜୀବୀଙ୍କ ଘଟଣା ଏବେ ଚର୍ଚ୍ଚାରେ।ପୋଲିସ 8 ଜଣ ମତ୍ସ୍ୟ ଯିବି ଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇ ଥିଲେ!4
- ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ ପବିତ୍ର ଇଦ-ଏ-ମିଲାଦ-ଉନ-ନଵୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା l ସିମୁଳିଆ1
- ବାଲେଶ୍ବର ଅରଡ଼ ବଜାରରେ କର୍ମଜୀବୀ ମହିଳା ଓ ଛାତ୍ରୀଙ୍କ ପାଇଁ ଖୋଲିଲା ଦେବଦୀପ ଅତ୍ୟାଧୁନିକ ଲେଡିଜ ହଷ୍ଟେଲ।1