Shuru
Apke Nagar Ki App…
ପତୋରା ଠାରେ ଜିଲ୍ଲା କଂଗ୍ରେସର ଜଳ ସତ୍ୟାଗ୍ରହ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ଘାସିରାମ ମାଝି ଆଜି ଜିଲ୍ଲାର ପତୋରା ଠାରେ ଜିଲ୍ଲା କଂଗ୍ରେସର ଅଭିନବ ପ୍ରତିବାଦ କରଯାଇଛି। ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ।
HEMANTA KUMAR BEHERA
ପତୋରା ଠାରେ ଜିଲ୍ଲା କଂଗ୍ରେସର ଜଳ ସତ୍ୟାଗ୍ରହ ଅନୁଷ୍ଠିତ; ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ଘାସିରାମ ମାଝି ଆଜି ଜିଲ୍ଲାର ପତୋରା ଠାରେ ଜିଲ୍ଲା କଂଗ୍ରେସର ଅଭିନବ ପ୍ରତିବାଦ କରଯାଇଛି। ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ।
More news from Nabarangpur and nearby areas
- Post by Mihir sankar patro7
- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରୀ ଗ୍ରାମ ନିକଟରେ ଖୁଲମ ଖୁଲା ଖୁଡ଼ଖୁଡି ଖେଳ ଓ କୁକୁଡ଼ା ଲଢ଼େଇ ଚାଲିଛି। ଏହି ବେଆଇନ କାର୍ଯ୍ୟକଳାପ ଉପରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।1
- ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ନିଖୁଲ ହତ୍ୟା ମାମଲାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାୟଗଡ଼ା ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମାମଲାର ତଦନ୍ତ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।1
- ଓଡ଼ିଶାରେ ଏକ ମିଥ୍ୟା ଦୁଷ୍କର୍ମ ମାମଲା ଗ୍ୟାଙ୍ଗ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମିଳିତ ଭାବେ ଏକ ଜାଲ୍ ଦୁଷ୍କର୍ମ ବ୍ୟବସାୟ ଚଳାଉଥିଲା।1
- ସୋନପୁର ଜିଲ୍ଲା ବିନିକା ବ୍ଲକର ଡଭଲା ଗ୍ରାମର ଶତାଧିକ ମହିଳା ଅବକାରୀ ଥାନା ଘେରି ପ୍ରତିବାଦ କରିଛନ୍ତି। ପାରିବାରିକ ଜୀବନରେ ମଦ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ କରି ଏହାକୁ ତୁରନ୍ତ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଏହି ପଦକ୍ଷେପ ଜିଲ୍ଲା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରୟୋଗକୁ ପ୍ରୋତ୍ସାହିତ କରିବ।1
- Post by MSP TV (Reporter:-MiHiR)1
- ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ସୋନପୁର ଜିଲ୍ଲାରେ ଭାଜପା କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ତାଙ୍କ ପ୍ରେରଣାଦାୟକ ବକ୍ତବ୍ୟ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରହାରାଜପୁର ବ୍ଲକ୍ ଅନ୍ତର୍ଗତ ଖଣ୍ଡହତା ରେଞ୍ଜ ଅଫିସ ଅଧିନସ୍ଥ ବୁରୁବୁଡ଼ା କେନ୍ଦୁପତ୍ର ଫଡି ରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି #rishitv #birmaharajpur #khandahata #kenduleaf #childlabour #BreakingNews #forestdepartment #labourlaw #cmoodisha #childact1