Shuru
Apke Nagar Ki App…
Slug : ସ୍ବର୍ଣ୍ଣପଦକ ହାସଲ କଲେ ଓଡିଆ ପୁଅ । Anchor : ଇଷ୍ଟ ଜନ୍ ସଟ୍ ଗନ୍ ସୁଟିଙ୍ଗ ଚାମ୍ପିୟନ ସିପ୍ ରେ ସ୍ବର୍ଣ୍ଣପଦକ ହାସଲ କଲେ ଓଡିଆ ପୁଅ । ସେ ଓଡିଆ ପୁଅ ଜଣକ ହେଉଛନ୍ତି । ରାୟଗଡା ଜିଲ୍ଲା ବିଷମକଟକ ସହରର ଭି. ସିମାଞ୍ଚଳ ପଟ୍ଟନାୟକଙ୍କ ସୁପୁତ୍ର ବିଜୟ କିଶର ପଟ୍ଟନାୟକ। ସେପ୍ଟେମ୍ବର ୨୯ ତାରିଖରୁ ପଶ୍ଚିମବଙ୍ଗର ମେଦିନପୁର ଠାରେ ନେସନାଲ ରାଇଫଲ୍ ଆସୋସିଏସନ(NRA) ତରଫରୁ ଏହି ସଟ୍ ଗନ୍ ସୁଟିଙ୍ଗ ଚାମ୍ପିୟନ ସିପ୍ ଆୟୋଜିତ ହୋଇଥିଲା । ଏଥିରେ ଛଅଟି ରାଜ୍ୟର ୧୮ ଜଣ ଟପ୍ ସୁଟର ଭାଗ ନେଇଥିଲେ । ଏ ସମସ୍ତ ସୁଟରଙ୍କୁ ପଛରେ ପକାଇ ଆଜି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ବିଜୟ କିଶର ପଟ୍ଟନାୟକ । ରାୟଗଡ ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ୍
Narattam Kumar padhy

- User2761Balangir, Odisha👏on 7 November
More news from Rayagada and nearby areas
- Post by Gouranga Sabar1
- bahut Sundar Kavita te1
- #ଡରଭ ଏ ନେ ଇ ନବ ଛ ଇ ଲା ରାତି ବୁଲୁଛ ଏ କେ ଲା ଗୋ ନବ ଛ ଏ ଲା #🇹🇯🇹🇯🇹🇯🇹🇯💋💋💋🇹🇯🇹🇯🇹🇯1
- କଣ୍ଟାବାଞ୍ଜି ଲୋକ ମହୋତ୍ସବ ୨୦୨୫1
- Post by Ajaya Kumar khemundu1
- ନୂଆବର୍ଷ ଯାଏ କମିବନି ଶୀତ ପ୍ରକୋପ, ୧୦ ସହର ୧୦ ଡିଗ୍ରୀ ତଳେ ପାରଦ ଥଣ୍ଡା ଲାଗି ରହିବ । ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା କମ୍ ।1
- ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia1
- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1