Shuru
Apke Nagar Ki App…
ବାରିପଦାରେ ଅଗଷ୍ଟ 15 ଓ ଜନ୍ମାଷ୍ଟମୀରେ ଖୁଲମଖୁଲା ଗୋମାଂସା ବିକ୍ରୀ 6 ଗିରଫ https://youtube.com/@themayurbhanjnews?si=ViXiz6fd_td0pnug
MN.NEWS ODIA
ବାରିପଦାରେ ଅଗଷ୍ଟ 15 ଓ ଜନ୍ମାଷ୍ଟମୀରେ ଖୁଲମଖୁଲା ଗୋମାଂସା ବିକ୍ରୀ 6 ଗିରଫ https://youtube.com/@themayurbhanjnews?si=ViXiz6fd_td0pnug
More news from Mayurbhanj and nearby areas
- ନାରାୟଣ ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଅଧ ରାତିରେ କମ୍ବଳ ଦାନ କଲେ1
- ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ୍ ଅନ୍ତର୍ଗତ ମୋରଡା ବଣିକ ସଂଘ ତରଫର ମୋରଡା ବଜାର ର ଦୁର୍ଘଟଣା ନୀୟତ୍ରଣ ପାଇଁ ପୋଲିସ ବିଭାଗ କୁ ପ୍ରଦାନ କଲେ। ଏ ନେଇ କଣ କହୁଛନ୍ତି ବଣିକ ସଂଘ ସଭାପତି ଓ ସଂପାଦକ ଶୁଣନ୍ତୁ1
- #ଦନ୍ତାକୁ_ମାରିଲା_କିଏ? ମୁହଁରେ ବାଣ ଫୁଟି ଗୁରୁତର ହେଲା ହାତୀ, ମୟୂରଭଞ୍ଜରେ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ ଏକ ଅଭାବନୀୟ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ମୁହଁରେ ବିସ୍ଫୋରକ (ବାଣ) ଫୁଟି ଯିବାରୁ ଏକ ମାଈ ହାତୀ ଗୁରୁତର ଆହତ ହୋଇଥିଲା। ଗତ ଗୁରୁବାର ଗୋଠରୁ ଅଲଗା ହୋଇ କ୍ଷତାକ୍ତ ଅବସ୍ଥାରେ ଏଣେତେଣେ ଘୁରୁଥିବା ହାତୀକୁ ବନ ବିଭାଗ ଉଦ୍ଧାର କରିଛି। ଘଟଣା ସୂଚନା ପାଇ ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀର ଚିକିତ୍ସା ଆରମ୍ଭ କରିଛନ୍ତି। ହାତୀର ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ବେଳେ, ଏହା ପଛରେ କେଉଁମାନେ ଦାୟୀ—ସେନେଇ ପ୍ରଶ୍ନ ଉଠିଛି। ଏହା ସହିତ ବନ୍ୟପ୍ରାଣୀ ଉପରେ ଏପରି ନିର୍ମମତା ସାଧାରଣ ଲୋକମାନଙ୍କ ମଧ୍ୟରେ ଭାରି ଆକ୍ରୋଶ ସୃଷ୍ଟି କରିଛି। ଦୋଷୀଙ୍କୁ ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସାଧାରଣ ଲୋକ ଓ ପଶୁପ୍ରେମୀ ସଂଗଠନମାନେ ଦାବି କରୁଛନ୍ତି। #ElephantBombInjury_Mayurbhanj #BangiriposiElephantCase #WildlifeCruelty #SaveElephants #ForestInvestigation1
- Post by Mangu Mallik1
- ସୁକିନ୍ଦା ଗଡ଼ରେ ବିଜେପି ଆଗେଇ ଚାଲୁଥିବା ବେଳେ ବିଜେଡି ର ଦୃଗ ଭୁଶୁଡି ଯାଉଛି1
- Post by Anwar ali khan1
- କଟକ ଖପୁରୀୟା ଠାରେ ମେଳା ଆୟୋଜନ2
- ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର1