logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ଜନ୍ମଦିବସ ଅବସରରେ ନିଆଳି ବିଜେପି ତରଫରୁ ସୁସ୍ଥ ଜୀବନ କାମନା କରିବା ସହିତ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ଜନ୍ମଦିବସ ଅବସରରେ ନିଆଳି ବିଜେପି ତରଫରୁ ସୁସ୍ଥ ଜୀବନ କାମନା କରିବା ସହିତ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #niali #bjp #news #OdishaNews #odisha

1 hr ago
user_Apananka Khabara
Apananka Khabara
Video Creator Cuttack (M.Corp.) P.S, Odisha•
1 hr ago

ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ଜନ୍ମଦିବସ ଅବସରରେ ନିଆଳି ବିଜେପି ତରଫରୁ ସୁସ୍ଥ ଜୀବନ କାମନା କରିବା ସହିତ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ଜନ୍ମଦିବସ ଅବସରରେ ନିଆଳି ବିଜେପି ତରଫରୁ ସୁସ୍ଥ ଜୀବନ କାମନା କରିବା ସହିତ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ #LatestNews #UpdateNews #apanankakhabara #niali #bjp #news #OdishaNews #odisha

More news from ଓଡ଼ିଶା and nearby areas
  • ଭାରତୀୟ ସେନା ଅପରେସନ କରି ଦୁଇ ଆତଙ୍କବାଦୀଙ୍କୁ ଉଡେଇ ଦେଲେ , ସେନାର ଅପରେସନ ଜାରୀ
    1
    ଭାରତୀୟ ସେନା  ଅପରେସନ କରି  ଦୁଇ ଆତଙ୍କବାଦୀଙ୍କୁ ଉଡେଇ ଦେଲେ , ସେନାର ଅପରେସନ ଜାରୀ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l
    1
    ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଜୟଦେବ ବିଜେପି ସଂଗଠନ ପକ୍ଷରୁ କିଲ ଲଡ଼ୁ ବଣ୍ଟନ l
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026 ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି -ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ -ଯଶୋଭୂମିରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ PM ମୋଦି -କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ -ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି -ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି -ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି -ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି -ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ -ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ -ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ -ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ -AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି -ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia2026
    1
    ନୂଆଦିଲ୍ଲୀ ରେ ସେମିକନ୍ଇଣ୍ଡିଆ 2026  ର ଶୁଭରାମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି
-ନୂଆଦିଲ୍ଲୀରେ ‘ସେମିକନ୍ ଇଣ୍ଡିଆ-୨୦୨୬’ର ଶୁଭାରମ୍ଭ
-ଯଶୋଭୂମିରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ PM ମୋଦି
-କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ବିକଶିତ ଭାରତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି
-ଭାରତରେ ଜିଡିପି ୭.୪ ପ୍ରତିଶତ ବୃଦ୍ଧି ହୋଇଛି
-ବିଶ୍ବରେ ଭାରତ ଉପରେ ଲୋକଙ୍କ ଭରସା ବଢୁଛି
-ଅର୍ଥନୀତି କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି
-ଛାତ୍ରଛାତ୍ରୀଙ୍କୁ ସେମିକଣ୍ଡକ୍ଟର ପାଇଁ ତାଲିମ ଦିଆଯିବ
-ଏଯାବତ୍ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଛୁ
-ଭାରତରେ ଇଞ୍ଜିନିୟରିଂ ପ୍ରତିଭାର କୌଣସି ଅଭାବ ନାହିଁ
-ବିଶ୍ବ ସେମିକଣ୍ଡକ୍ଟର କ୍ଷେତ୍ରର ଅଭିବୃଦ୍ଧି ୨୦%ରୁ ଅଧିକ
-AI ଆସିବା ପରେ ନୂଆ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି
-ଭାରତ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି #SemiconIndia2026
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • ଡକାୟତକରିବା ଉଦ୍ୟମବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇଁ ପାଞ୍ଚଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି
    1
    ଡକାୟତକରିବା ଉଦ୍ୟମବେଳେ କୌଣସି ସୂତ୍ରରୁ ପୋଲିସ ଖବରପାଇଁ ପାଞ୍ଚଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    13 hrs ago
  • ଧର୍ମଶାଳାରୁ ୫ ହଜାର ଲୋକ ରକ୍ତଦାନ କରିଛନ୍ତି,ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ , : ଲିକୁ ସାହୁ,ବିଧାୟକ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏବଂ ଜନସାଧାରଣ ସାମିଲ ହୋଇ ରକ୍ତଦାନ କରିଛନ୍ତି। ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ ଏହି ବୃହତ ମହତ କାର୍ଯ୍ୟର ଆୟୋଜନ କରାଯାଇଛି।
    1
    ଧର୍ମଶାଳାରୁ ୫ ହଜାର ଲୋକ ରକ୍ତଦାନ କରିଛନ୍ତି,ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ , : ଲିକୁ ସାହୁ,ବିଧାୟକ
ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ହଜାର ହଜାର ସଂଖ୍ୟାରେ ସମର୍ଥକ ଏବଂ ଜନସାଧାରଣ ସାମିଲ ହୋଇ ରକ୍ତଦାନ କରିଛନ୍ତି। ରାଜ୍ୟରେ ଥିବା ରକ୍ତ ସଙ୍କଟ ଏବଂ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ ଏହି ବୃହତ ମହତ କାର୍ଯ୍ୟର ଆୟୋଜନ କରାଯାଇଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • କର୍ମ ହିଁ ଭଗବାନ। ଆମକୁ ଆମର ଏଠି କାମ କରିବା ଦିଗରେ ଆଗେଇ ଆସିବା। ଫଳ ପ୍ରତି ଆଶା ନ ରଖି ସଠିକ୍ ଭାବରେ କାର୍ଯ୍ୟ କରି ଚାଲ।
    1
    କର୍ମ ହିଁ ଭଗବାନ। ଆମକୁ ଆମର ଏଠି କାମ କରିବା ଦିଗରେ ଆଗେଇ ଆସିବା। ଫଳ ପ୍ରତି ଆଶା ନ ରଖି ସଠିକ୍ ଭାବରେ କାର୍ଯ୍ୟ କରି ଚାଲ।
    user_Prasanta Kumar Nayak
    Prasanta Kumar Nayak
    Graphic designer ନିମାପଡା, ପୁରୀ, ଓଡ଼ିଶା•
    3 hrs ago
  • ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha
    1
    ୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । 
୯ ଦିନ ବିତିଲାଣି । ଏପର୍ଯ୍ୟନ୍ତ ବଣମଣିଷ ରହସ୍ୟରୁ ହଟିନି ପରଦା । ରହସ୍ଯ ଭେଦିବାକୁ ତନାଘନା ତଦନ୍ତ କରୁଛି ରାଇମବ୍ରାଞ୍ଚ ଏସଟିଏଫ । #LatestNews #UpdateNews #apanankakhabara #orangutanrescue #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    13 hrs ago
  • ଦୁବାଇ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ କରାଗଲା
    1
    ଦୁବାଇ ଠାରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ କରାଗଲା
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    1
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.