logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମୁଦ୍ର ରେ ଭାସିଆସିଲେ ବଜରଙ୍ଗବାଲି, ଖବର ପ୍ରଚାରିତ ହେବାପରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ଭିଡ... ସମୁଦ୍ର ରେ ଭାସି ଆସିଲେ ବଜରଙ୍ଗବାଲି, ଢେଉ ଭିତରେ ବଜରଙ୍ଗବାଲି ଙ୍କ ମୁହଁ ଦେଖାଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ରେ ପୋତି ହୋଇଯାଇଛି, ସମୁଦ୍ର ର ଉତ୍ତାଳ ତରଙ୍ଗ ରେ କେତେବେଳେ ବଜରଙ୍ଗବାଲି ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ତ କେତେବେଳେ ପୁଣି ସମୁଦ୍ର ତାର ଜଳରାଶି ରେ ସମ୍ପୂର୍ଣ ଢାଙ୍କି ଦେଉଛି, ବଡ଼ ବିଚିତ୍ର ଲୀଳା ଏହି କଳିଯୁଗ ର ପ୍ରତ୍ୟେକ୍ଷ ଦେବତା ଙ୍କର,ଏତେବଡ ମୂର୍ତ୍ତି କିଭଳି ସମୁଦ୍ର ଜଳରାଶି ରେ ଭାସିଆସି ଷଣ୍ଢକୁଦ ନିକଟରେ ରହିଥିବା ମା ଗଙ୍ଗା ଙ୍କ ମନ୍ଦିର ନିକଟରେ ଆବିର୍ଭାବ ହେଲେ ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ତେଲୁଗୁ ସମ୍ପ୍ରଦାୟ ର ମତ୍ସ୍ୟଜୀବୀ l

23 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
23 hrs ago

ସମୁଦ୍ର ରେ ଭାସିଆସିଲେ ବଜରଙ୍ଗବାଲି, ଖବର ପ୍ରଚାରିତ ହେବାପରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ଭିଡ... ସମୁଦ୍ର ରେ ଭାସି ଆସିଲେ ବଜରଙ୍ଗବାଲି, ଢେଉ ଭିତରେ ବଜରଙ୍ଗବାଲି ଙ୍କ ମୁହଁ ଦେଖାଯାଉଥିବା ବେଳେ ଅବଶିଷ୍ଟ ଶରୀର ବାଲି ରେ ପୋତି ହୋଇଯାଇଛି, ସମୁଦ୍ର ର ଉତ୍ତାଳ ତରଙ୍ଗ ରେ କେତେବେଳେ ବଜରଙ୍ଗବାଲି ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ତ କେତେବେଳେ ପୁଣି ସମୁଦ୍ର ତାର ଜଳରାଶି ରେ ସମ୍ପୂର୍ଣ ଢାଙ୍କି ଦେଉଛି, ବଡ଼ ବିଚିତ୍ର ଲୀଳା ଏହି କଳିଯୁଗ ର ପ୍ରତ୍ୟେକ୍ଷ ଦେବତା ଙ୍କର,ଏତେବଡ ମୂର୍ତ୍ତି କିଭଳି ସମୁଦ୍ର ଜଳରାଶି ରେ ଭାସିଆସି ଷଣ୍ଢକୁଦ ନିକଟରେ ରହିଥିବା ମା ଗଙ୍ଗା ଙ୍କ ମନ୍ଦିର ନିକଟରେ ଆବିର୍ଭାବ ହେଲେ ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ତେଲୁଗୁ ସମ୍ପ୍ରଦାୟ ର ମତ୍ସ୍ୟଜୀବୀ l

More news from ଓଡ଼ିଶା and nearby areas
  • ଚମତ୍କାର ହେଇଚି ଡବା ଭିତରେ ପଶ୍ ଗୀତ ପପ୍ପୁ ପ୍ରଶଂସା କଲେ ଅମୀୟ ପଟ୍ଟନାଏକ ପ୍ରଡକ୍ସନ୍ ହାଉସର #Entertainment #OdiaCinema
    1
    ଚମତ୍କାର ହେଇଚି ଡବା ଭିତରେ ପଶ୍ ଗୀତ ପପ୍ପୁ ପ୍ରଶଂସା କଲେ ଅମୀୟ ପଟ୍ଟନାଏକ ପ୍ରଡକ୍ସନ୍ ହାଉସର
#Entertainment #OdiaCinema
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    7 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • #Niali_Anual_Function_2026_Diganta_Residntial_School #jindabadniali #LatestNews #nialiblock
    1
    #Niali_Anual_Function_2026_Diganta_Residntial_School
#jindabadniali #LatestNews #nialiblock
    user_Kabi Prasad Mohanty
    Kabi Prasad Mohanty
    ନିଆଳି, କଟକ, ଓଡ଼ିଶା•
    18 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    20 hrs ago
  • ଯଦି ତୁମ କାନରେ ଚୁଟି ଅଛି ତେବେ ଜାଣନ୍ତୁ ଏହି ସବୁ ଗୁପ୍ତ କଥା #LatestNews #UpdateNews #apanankakhabara #news #OdishaNews #Odisha
    1
    ଯଦି ତୁମ କାନରେ ଚୁଟି ଅଛି ତେବେ ଜାଣନ୍ତୁ ଏହି ସବୁ ଗୁପ୍ତ କଥା #LatestNews #UpdateNews #apanankakhabara #news #OdishaNews #Odisha
    user_Apananka Khabara
    Apananka Khabara
    Local News Reporter Cuttack (M.Corp.) P.S, Odisha•
    2 hrs ago
  • କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା ଓ ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    1
    କଟକରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ।ସମଗ୍ର ଭାରତରେ ଗୋ-ହତ୍ୟା ସମାପ୍ତ କରିବା  ଓ ଗୋମାତାଙ୍କୁ  ରାଷ୍ଟ୍ର-ମାତା ଘୋଷଣା ଦାବି। ଏକ ଶୋଭାଯାତ୍ରା କଟକର ମା ଚଣ୍ଡୀ ଙ୍କ ମନ୍ଦିର ନିକଟରୁ ବାହାରି ତହସିଲ ଅଫିସରେ ପହଞ୍ଚିଥିଲା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଅମାନବୀୟ ଘଟଣା,ପାରାଦୀପ ନଗର ବିଜେଡି ତରଫରୁ ତୀବ୍ର ନିନ୍ଦା,କୋଉ ବିଭାଗ ର ଜାଗା ତାହା ପଛକଥା, ମୂର୍ତ୍ତି କୁ ସ୍ଥାନାନ୍ତର କରାଯାଇ ପାରିଥାନ୍ତା,କିନ୍ତୁ ଦିନ ଦ୍ବିପ୍ରହର ରେ ବାଡେଇ ବାଡେଇ ଗୁଣ୍ଡ ହେବା ପର୍ଯ୍ୟନ୍ତ ଭାଙ୍ଗିବା ଏହା କେଉଁ ସଭ୍ୟ ସମାଜର କଥା ବୋଲି କହିଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ....
    1
    ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଅମାନବୀୟ ଘଟଣା,ପାରାଦୀପ ନଗର ବିଜେଡି ତରଫରୁ ତୀବ୍ର ନିନ୍ଦା,କୋଉ ବିଭାଗ ର ଜାଗା ତାହା ପଛକଥା, ମୂର୍ତ୍ତି କୁ ସ୍ଥାନାନ୍ତର କରାଯାଇ ପାରିଥାନ୍ତା,କିନ୍ତୁ ଦିନ ଦ୍ବିପ୍ରହର ରେ ବାଡେଇ ବାଡେଇ ଗୁଣ୍ଡ ହେବା ପର୍ଯ୍ୟନ୍ତ ଭାଙ୍ଗିବା ଏହା କେଉଁ ସଭ୍ୟ ସମାଜର କଥା ବୋଲି କହିଛନ୍ତି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    23 hrs ago
  • ଇଏ କି ଯୁଗ ହେଲା କେଜାଣି ସାମାନ୍ୟ କଥା କଟା କାଟି ରୁ ପୁରୁଷ କୁ ପିଟିଲା ମହିଳା #Viralnews #viralvideo
    1
    ଇଏ କି ଯୁଗ ହେଲା କେଜାଣି 
ସାମାନ୍ୟ କଥା କଟା କାଟି ରୁ ପୁରୁଷ କୁ ପିଟିଲା ମହିଳା 
#Viralnews #viralvideo
    user_Purnima Biswal
    Purnima Biswal
    Artist ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
    8 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.