Shuru
Apke Nagar Ki App…
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଚାଲିଥିବା ଯୁଦ୍ଧକୁ ନେଇ ଢେଙ୍କାନାଳ ଜିଲ୍ଲାରେ ଗ୍ୟାସ ସମସ୍ୟା ଦେଖା ଦେଇଛି । ଇନ୍ଧନ ଗ୍ୟାସ ମିଳୁନଥିବାରୁ ଗତ କିଛି ଦିନ ହେବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଛବି ରାଜ ବିଶ୍ୱାଳଙ୍କ ତତ୍ବାବଧାନରେ କଂଗ୍ରେସର ଜିଲ୍ଲାସ୍ତରୀୟ ନେତୃ ବୃନ୍ଦ ମାନଙ୍କ ସହ ଯୋଗରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଗ୍ୟାସ ଟାଙ୍କି ନେଇ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
Amani Sahoo

More news from Odisha and nearby areas
- Post by Dhenkanal News1
- Post by News odia odisha1
- Post by Dipak Kumar Nayak1
- ୫୯ ମୁସଲିମ୍ ନାବାଳକଙ୍କୁ ଉଦ୍ଧାର କଲା କଟକ ରେଲୱେ ପୋଲିସ୍। ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସରେ ଆସିଲେ କଟକରେ ଓଲ୍ହାଇଲେ। କାହିଁକି ଆସିଲେ କଟକ ? କିଏ ଆଣିଛି କଟକ ? ଏତେ ମୁସଲିମ୍ ନାବାଳକଙ୍କର କଟକରେ କାମ କ'ଣ ?1
- ଦୁର୍ଘଟଣା ପରେ ଆହାତ ଟ୍ରକ ଡ଼୍ରାଇଭରକୁ କିଭଳି ଭାବରେ ମାଡ଼ ମାରି ଲୁଟି ନେଲେ ଶୁଣନ୍ତୁ1
- Post by NEWS MANORANJAN1
- Post by Gagan Bhoi1
- Post by Dhenkanal News1