logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମ୍ୟୁନିସିପାଲିତି ରେ ପରିମଳ ସମସ୍ୟା, ଅଭିଯୋଗ କଲେ ୮ନମ୍ବର ୱାର୍ଡ ବାସୀ ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ। ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି ର ଘରେ ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା" ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।

3 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
3 hrs ago
729cb63c-7bd3-4e20-a379-7097ee135b98

ମ୍ୟୁନିସିପାଲିତି ରେ ପରିମଳ ସମସ୍ୟା, ଅଭିଯୋଗ କଲେ ୮ନମ୍ବର ୱାର୍ଡ ବାସୀ ମାଲକାନଗିରି ଜିଲ୍ଲା ପୌରପରିଷଦ 8 ନମ୍ବର ୱାର୍ଡ ବୁଟିଗୁଡା ଗ୍ରାମରେ ଡ୍ରେନ କୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜକୁ ଛଅ ମାସ ଅଧିକ ହେବ ଡ୍ରେନ ରୁ ପ୍ଲେଟ କାଡିଦିଆ ଯାଇଛି କିନ୍ତୁ ତାହା ପୁନର୍ବାର ଡ୍ରେନ ଉପରେ ପକା ଯାଇ ନାହିଁ।

ଯାହା ଫଳରେ ବୁଟିଗୁଡା ଗ୍ରାମବାସିଙ୍କୁ ଚଲା ବୁଲା କରିବାରେ ଅସୁବିଧା ହେଉଛି। ଡ୍ରେନ ଭିତରେ ବୃଦ୍ଧ ବାପା ମା ମାନେ ଛୋଟ ଛୋଟ ପିଲାମାନେ ପଡିଯିବା ସହିତ ଦିନକୁ ଦିନ ପିଲାଛୁଆ ମାନେ ମଧ୍ୟ ସେହି ଡ୍ରେନ ରେ ପଡ଼ିଯାଉଛନ୍ତି ଓ ଖଣ୍ଡିଆ ଖବରା ହେଉଛନ୍ତି । ଆଉ ଡ୍ରେନ ଭିତରୁ ଆସୁଥିବା ଦୁର୍ଗନ୍ଧ

ହେତୁ ବିଭିନ୍ନ ପ୍ରକାର ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସି, ଦୁର୍ଗନ୍ଧ ହେତୁ ସାହି ର ଘରେ ରହିବା କଷ୍ଟକର ହେଇଯାଉଛି । ଏ ନେଇ ୮ ନମ୍ବର ୱାର୍ଡ ମେମ୍ବର କିଅବା ମୁନିସିପାଲିଟି ଚେଇରମେନ ଙ୍କୁ ଅବଗତ କରି ଲିଖିତ ଭାବେ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ

ବୋଲି ୮ ନମ୍ବର ୱାର୍ଡବାସି ମନ୍ତବ୍ୟ ଦେଇଛନ୍ତି। ଯେହେତୁ ଜିଲ୍ଲା ପ୍ରଶାସନ କୁ ଗ୍ରାମ ବାସୀଙ୍କ ତରଫରୁ ଅନୁରୋଧ କରାଯାଉଅଛି ଯେ "ବୁଟି ଗୁଡା" ୮ ନମ୍ବର ୱାର୍ଡବାସି ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରାଗଲେ ଗ୍ରାମବାସୀ ଙ୍କ ଉନ୍ନତି ହୁଅନ୍ତା ଏବଂ ପ୍ରକୃତରେ ଭଗବାନ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଆଶୀର୍ବାଦ କରନ୍ତେ।

More news from ଓଡ଼ିଶା and nearby areas
  • ସରକାରୀ ଦଳ ଆଲୋଚନା କରିବା ପାଇଁ ଭୟ କରୁଛନ୍ତି କହିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
    1
    ସରକାରୀ ଦଳ ଆଲୋଚନା କରିବା ପାଇଁ ଭୟ କରୁଛନ୍ତି କହିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    22 hrs ago
  • ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
    1
    ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସଉରା ଲ୍ୟାମ୍ପ ଠାରେ ସଉରା ବୃହଦାକାର ଆଦିବାସୀ କୃଷି ବହୁମୁଖୀ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସଉରା ଲ୍ୟାମ୍ପ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ,ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଲ୍ୟାମ୍ପ ଉପସଭାପତି ବୃନ୍ଦାବନ ମଲ୍ଲିକ,ନିର୍ଦ୍ଦେଶକ ଲମ୍ବୋଦର ବିଶୋଇରତ୍ନବନପାଳ ସୁଧାକର କଣ୍ଡାଲୁ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ସମସ୍ତ ଆଟିଥ୍ୟାଙ୍କୁ ସମ୍ମାନିତ କରିବାପରେ ଦିପାପ୍ରୋଜ୍ଵଳନ କରିଥିଲେ ସଭାପତି ଶ୍ରୀମତୀ ନର୍ମଦା ଦଳାଇ ।ଗଜପତି ଜିଲ୍ଲା ଏକ ଅନୁନ୍ନତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ହେତୁ ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହୋଜଗର ହାତ ବଢ଼ାଇ ଆସିଛି । ଚାଷ ଋତୁରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ବିନା ସୁଧରେ ଲକ୍ଷାଧିକ ଟଙ୍କା ଦେଇ ଆସୁଥିବାବେଳେ ତାହାକୁ ଚାଷୀମାନେ ସଦୁପଯୋଗ କରି ଲାଭବାନ୍ ହୋଇପାରିଛନ୍ତି । ଏହି ସଂସ୍ଥାଟି ମୋହନା ବ୍ଲକ ର ଚନ୍ଦ୍ରଗିରି , ଜିରାଙ୍ଗ,ଲବାରସିଂ,ଧାଡ଼ିଆମ୍ବ ,ବାଘମାରି ସମୁଦାୟ ପାଞ୍ଚୋ ଗୋଟି ପଞ୍ଚାୟତ ର ସମୁଦାୟ 2603 ଚାଷୀ ଓ ଲୋନ୍ ହିତାଧିକାରୀ ସମୁଦାୟ 792 ଜଣକୁ ନେଇ କାମ କରି ଆସିଛି । ପ୍ରତ୍ୟେକ ବର୍ଷ ଭଳି ଏହି 2025-26 ଆର୍ଥିକ ବର୍ଷର ମଧ୍ୟ ନିଜର ସାକାରର୍ତ୍ମକ କାର୍ଯ୍ୟର ସଫଳତା କୁ ନେଇ ଚାଷୀମାନଙ୍କୁ ଉତ୍ସାହିତ କରିବା ଓ ଆଗାମୀଦିନରେ ଚାଷୀ ମାନଙ୍କ ସହୋଜଗ ରେ ଏହି ସ୍ଥାନରେ ମାଣ୍ଡିଆ ମଣ୍ଡି ମକାମଣ୍ଡି ଓ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାର ଓ କୀଟନାଶକ କିଭଳି ମିଳିପାରିବ ସେ ନେଇ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ କୁମାର ଦଳାଇ ଉପସ୍ଥାପନା କରିଥିଲେ। ଏପରିକି ଏହି ବର୍ଷ ର ସଫଳ ଚାଷୀ ଓ ସଫଳ ଋଣ ପରିଶୋଧ କରି ଚାଷୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    11 hrs ago
  • ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ପାଳନ ପୂର୍ବକ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୬ ସ୍ଥାନୀୟ ସମ୍ମିଳନୀ କକ୍ଷ-୦୪, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଠାରେ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଅତିରିକ୍ତ ତହସିଲଦାର କିଶାନ ବେହେରା , ଜିଲ୍ଲା ସଂଯୋଜିକା ତଥା ପରାମର୍ଶଦାତା, ଓ. ଏଲ୍. ଏମ୍ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ, ଶ୍ରୀମତୀ ପି.ସୁନିତା, ଜସ୍ମିନ ଶେଖ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଏଲ୍ . ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।
    1
    ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ତୃତୀୟ ଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ପାଳନ ପୂର୍ବକ 
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୬ ସ୍ଥାନୀୟ ସମ୍ମିଳନୀ କକ୍ଷ-୦୪, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଠାରେ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଅତିରିକ୍ତ ତହସିଲଦାର କିଶାନ ବେହେରା , ଜିଲ୍ଲା ସଂଯୋଜିକା ତଥା ପରାମର୍ଶଦାତା, ଓ. ଏଲ୍. ଏମ୍ ଶ୍ରୀମତୀ ଶିବାନୀ ପାଣିଗ୍ରାହୀ, ଶ୍ରୀମତୀ ପି.ସୁନିତା, ଜସ୍ମିନ ଶେଖ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା । ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ, ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ, ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ  ଦେଇଥିଲେ । ଶେଷରେ ଶ୍ରୀ ଏଲ୍ . ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ  କରିଥିଲେ ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    1 day ago
  • YouTube channel yashsahu7325
    1
    YouTube channel 
yashsahu7325
    user_Yash Sahu
    Yash Sahu
    Actor Bangomunda, Balangir•
    7 hrs ago
  • Post by ABHIMANYU BHOI
    1
    Post by ABHIMANYU BHOI
    user_ABHIMANYU BHOI
    ABHIMANYU BHOI
    Bangomunda, Balangir•
    13 hrs ago
  • ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି
    1
    ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
  • Post by Yash Sahu
    1
    Post by Yash Sahu
    user_Yash Sahu
    Yash Sahu
    Actor ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    13 hrs ago
  • ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ମାନ୍ୟବର ବିଧାୟକ ନୂଆପଡା, ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି, ସଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଥିବାବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।
    5
    ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି।
ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। 
ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ମାନ୍ୟବର ବିଧାୟକ ନୂଆପଡା,  ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି, ସଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।
ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ  ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା।
ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ  ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଥିବାବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ  ଆୟୋଜିତ ହୋଇଥିଲା।
ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା   ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.