logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ଟାଉନ୍‌ ହଲ୍‌ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଚାକିରି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ଉପସ୍ଥିତ ହୋଇଥିଲେ। ନିଯୁକ୍ତି ମେଳାର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ଶ୍ରୀ ବିଭୂତି ଭୂଷଣ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୁଗଳ କିଶୋର ସାମଲ, ବୌଧ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଏବଂ ଜେଏସଏସ୍‌, ବୌଧର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ। ନିଯୁକ୍ତି ମେଳାରେ ୨୮ଟି ବିଭିନ୍ନ କ୍ଷେତ୍ରର ନିଯୁକ୍ତି ଦାତା ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଜିଲ୍ଲା ଭିତରେ, ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଚାକିରି ସୁଯୋଗ ପ୍ରଦାନ କରିଥିଲେ। ନିଯୁକ୍ତି ମେଳାରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଚାକିରି ଆଶାୟୀ ଯୋଗଦେଇଥିଲେ। ମୋଟ ୭୯୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ, ସାକ୍ଷାତ୍କାର ଓ ଚୟନ ପ୍ରକ୍ରିୟା ପରେ ୫୫୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିଆଯାଇଥିଲେ। ଏଥିରୁ ୨୮ ଜଣ ପ୍ରାର୍ଥୀଙ୍କୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ।

7 hrs ago
user_Ranjan Kumar Dash
Ranjan Kumar Dash
Journalist Boudh•
7 hrs ago
8ccb93e7-8d22-42f0-80f3-72fc49ebf268

More news from Boudh and nearby areas
  • ବୌଦ୍ଧରେ ମହିଳା ସକ୍ଷୀ ନିଯୁକ୍ତି, କିଏ ହେଲେ ଶୁଣନ୍ତୁ I @ranjankumardash
    1
    ବୌଦ୍ଧରେ ମହିଳା ସକ୍ଷୀ ନିଯୁକ୍ତି, କିଏ ହେଲେ ଶୁଣନ୍ତୁ I @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Boudh•
    14 hrs ago
  • ମୋବାଇଲ ଚୋରକୁ ଲୋକେ ଧରି ଜିମା ଦେଲେ ପୋଲିସ ହାତେ ।
    1
    ମୋବାଇଲ ଚୋରକୁ ଲୋକେ ଧରି ଜିମା ଦେଲେ ପୋଲିସ ହାତେ ।
    user_Ajira Samachar
    Ajira Samachar
    Journalist Sonepur•
    12 hrs ago
  • ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    1
    ଗୁପ୍ତ ରୋଗ ଅକାଳ ବୀର୍ଯ୍ୟପାତ ଶୁକ୍ରାଣୁ ରାତିସାରା ନିର୍ଗମନ ପୁରୁଷ ଶକ୍ତି ଡାକ୍ତର ପଙ୍କଜ କୁମାରଙ୍କ ସହିତ ଯୋଗାଯୋଗ କରନ୍ତୁ 9572291304, 7091077898
    user_Tulla tulsi
    Tulla tulsi
    Doctor Anugul•
    1 hr ago
  • सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    1
    सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है।
#ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    user_द संक्षेप
    द संक्षेप
    Media company Bargarh•
    10 hrs ago
  • Jai Maa Samaleswari Today Darshan 18/12/25 #samaleswari_temple_opening_darshan #sambalpurtemple #sambalpur #todaydarshantemple #Apnasambalpur #P24newsexpress
    1
    Jai Maa Samaleswari Today Darshan 18/12/25
#samaleswari_temple_opening_darshan #sambalpurtemple #sambalpur #todaydarshantemple #Apnasambalpur #P24newsexpress
    user_Anuj Shrma
    Anuj Shrma
    Voice of people Sambalpur•
    21 hrs ago
  • ଆନୱାଲ କାର୍ଯ୍ୟକ୍ରମ ପଧାନପାଟ ଦେବଗଡ଼
    1
    ଆନୱାଲ କାର୍ଯ୍ୟକ୍ରମ ପଧାନପାଟ ଦେବଗଡ଼
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) Sambalpur•
    16 hrs ago
  • #ଗୁଣୁଗୁଣୁ କଳିଆ ଭମର ଚୂମୁ ଥୀ ଲେ ଫୁ ଉ ଲେ ଫୁ ଉଲେ 🌹🌹🌹🌹🌹♥️
    1
    #ଗୁଣୁଗୁଣୁ କଳିଆ ଭମର ଚୂମୁ ଥୀ ଲେ ଫୁ ଉ ଲେ ଫୁ ଉଲେ 🌹🌹🌹🌹🌹♥️
    user_Bighne Rana
    Bighne Rana
    Dancer Kalahandi•
    22 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.