Shuru
Apke Nagar Ki App…
ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
Basant Kumar Nayak
ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଅସହାୟ ଲୋକମାନଙ୍କୁ ବସ୍ତ୍ର ଏବଂ କମ୍ବଳ ପ୍ରଦାନ କରିଥିଲେ #mrudulathakur #DharmendraPradhan #bibhutisahoo #blanketdonate #talcherbulletin
More news from Boudh and nearby areas
- ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ1
- କୁଚିଣ୍ଡା ନଗର ବିଜେପି ମଣ୍ଡଳ ପକ୍ଷ ରୁ ଝୁଲେନ ପୋଲ ପାଖ ସ୍ଥିତ ବାବା ବିଶେଶ୍ୱର ଶିବ ମନ୍ଦିର ରେ ସୋମନାଥ ମନ୍ଦିର ର ୧୦୦୦ ବର୍ଷ ପୂର୍ତ୍ତି ଏବଂ ପୁନର୍ନିରମାଣ ର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀପ ଜାଲି ପୂଜାର୍ଚନା କରାଯାଇଛି ।ଏଥିରେ କୁଚିଣ୍ଡା ନଗର ବିଜେପି ସଭାପତି ପ୍ରାଣବନ୍ଧୁ ନାଥ, ରାଣପ୍ରତାପ ସିଂ,ମହିଳା ମୋର୍ଚ୍ଚା ସଭାନେତ୍ରୀ କୁଂଜଲତା ନାଏକ, କାର୍ଯ୍ୟକର୍ତା ବାବୁଲୁ ଖଣ୍ଡା, ବରିଷ୍ଟ କାର୍ଯ୍ୟକର୍ତ୍ତା,ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।1
- Post by Meena1
- ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଯୁବକ ଙ୍କ ରାସ୍ତାରୋକ4
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଅନ୍ଧାରିବାଞ୍ଜୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅନ୍ଧାରିବାଞ୍ଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳାଙ୍କ ପାଇଁ ନୂତନ ଭାବେ ନିର୍ମିତ ମାଆ ଓ ମମତା କକ୍ଷକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଉଦ୍ଘାଟନ କରିଥିଲେ। ପରେ ଜିଲ୍ଲାପାଳ ଡ଼ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୫୨ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ।1
- Post by User5115 Susanta Kumar Pattnaik1
- ସିରିଜ ଦୁର୍ଘଟଣା ବୋଲେରୋ ଧକ୍କା ରେ ୩ ଗୁରୁତ୍ତର କରଞ୍ଜିଆ ସହର ରେ ସିରିଜ ଦୁର୍ଘଟଣା ରେ ୩ ଜଣ ବ୍ୟକ୍ତି ଗୁରୁତ୍ତର ହୋଇଥିବା ସୂଚନା ହସ୍ତଗତ ହୋଇଛି ମିଳିଥିବା ସୂଚନା ଅନୁଯାୟୀ ଯଶିପୁର ପଟୁ ଆସୁଥିବା ଏକ ବୋଲେରୋ ବାମନାଶାଳ ନିକଟରେ ଜଣେ ବାଟୋଇ ଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ କରଞ୍ଜିଆ ବଜାର ପଟକୁ ଆସୁଥିଲା ହିରୋ ଶୋ ରୁମ ନିକଟରେ କରଞ୍ଜିଆ ବଜାର ପଟୁ ଯଶିପୁର ପଟକୁ ଯାଉଥିବା ବାଇକ କୁ ଧକ୍କା ଦେବା ଫଳରେ ବାଇକ ରେ ଥିବା ୨ ଜଣ ଗୁରୁତ୍ତର ହୋଇଛନ୍ତି ଗୁରୁତ୍ତର ଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା ରେ ଭର୍ତି କରାଯାଇଛି1
- Post by User5115 Susanta Kumar Pattnaik1
- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1