Shuru
Apke Nagar Ki App…
ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
Apananka Khabara
ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା ଓରନାଳ ଗ୍ରାମରେ ଘଟିଛି ଅଘଟଣା । ଗଣେଶ ପୂଜା ଭସାଣି ବେଳେ ନଦୀରେ ଭାସିଯାଇ ୪ ଜଣ ଯୁବକ ମୃତ୍ୟୁ ବରଣ କରିଥିବା ସୂଚନା #LatestNews #UpdateNews #apanankakhabara #jagatsinghpur #news #OdishaNews #odisha
More news from ଓଡ଼ିଶା and nearby areas
- ପ୍ରଭାରୀ ଶ୍ରୀ ଦେଶାଇ ଉପସ୍ଥିତ କର୍ମୀ ତଥା ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ଶକ୍ତିଶାଳୀ ହେଉଛି, ଆଜିର କାର୍ଯ୍ୟକ୍ରମ ତାହାର ଏକ ଉଦାହରଣ1
- ବେୟ ବହୁଳ ଅର୍ଥ ବିନିଯୋଜରେ ହଂସପାଳ ଠାରୁ ଅଭୟମୁଖୀ ଗୋପବ୍ରାଞ୍ଚ କେନାଲ ରାସ୍ତା ନିର୍ମାଣ ଏବେ ବିପର୍ଯୟ ଅବସ୍ଥାରେ1
- ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।1
- GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।1
- ବନମାଳୀ ପ୍ରସାଦ ଗ୍ରାମରୁ ଏକ ଘରୁ ନାଗ ସାପ ସ୍ନେକେ ହେଲ୍ପଲାଇନ ଦ୍ୱାରା ଉଦ୍ଧାର1
- Hyderabad Dholpet Ganesh in Dhenkanal Bajrang Club’s Grand Ganesh Puja ganesh puja dhenkanal dhenkanalnewsodisha1
- ଲୁଆଲୋଇ ଗଣେଶ ପୂଜା କମିଟି ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗିତା, ଲଡୁ ଲଟେରୀ ଓ ନିଲାମ ଲୁଆଲୋଇ ଗଣେଶ ପୂଜା କମିଟି ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗିତା, ଲଡୁ ଲଟେରୀ ଓ ନିଲାମ #LatestNews #UpdateNews #apanankakhabara #ganeshpuja #news #OdishaNews #odisha1
- ବ୍ରହ୍ମପୁର - ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ବଢ଼ିଲା ଅଡୁଆ । ସାକ୍ଷୀଙ୍କୁ ଧମକ ଚମକ ଦେବା ନାମରେ ବିକ୍ରମ ପଣ୍ଡାଙ୍କ ନାମରେ ଗୋଷାଣୀନୂଆଗାଁ ଥାନାରେ ମାମଲା ରୁଜୁ ସୂଚନା ଦେଲେ ଏସପି1
- ଶିବା ଲଷ୍ମୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟ ଦେବ କୃଷକସମ୍ମାନ ସଭା ଅନୁଷ୍ଠିତ ହୋଇଯାଇଛି1