Shuru
Apke Nagar Ki App…
ବାଙ୍କୀ ବୈଦେଶ୍ଵର ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା!!!ଅଳ୍ପ କେ ବର୍ତ୍ତିଲେ ପଥଚାରୀ!!!GNewsBharat534
Sangram Nayak
ବାଙ୍କୀ ବୈଦେଶ୍ଵର ଇଣ୍ଡିଆନ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା!!!ଅଳ୍ପ କେ ବର୍ତ୍ତିଲେ ପଥଚାରୀ!!!GNewsBharat534
More news from Khordha and nearby areas
- Cartoon Boy 🥰1
- Chi chi lo💔💞💔1
- #ସମସ୍ତ ପରିବାର ମିଶିକି ଫତେଗଡ ରାମମନ୍ଦିର ବୁଲିବାକୁ ଗଲୁ # ଜୟ ଶ୍ରୀ ରାମ1
- ଭାପୁର ମହୋତ୍ସବ ଓ ପଲ୍ଲିଶୀ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ବାହାରୁ ୧୦ରୁ ୧୨ଜଣ ଅଫିସର, ଓଡ଼ିଶା ଭାପୁର ଡ୍ରାଇଭର ମହସଂଘ , ଭାପୁର ଯୁବକ ସ°ଘ ଓ ବେଣୁଧର ସେନାଙ୍କ ସହଯୋଗ ରହିବ ବୋଲି ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡା ପ୍ରସ୍ତୁତି ବୈଠକରେ ଅଭିଭାଷଣରେ କହିଥିଲେ।1
- ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଧୀନ ବାଇପାସ ନିକଟସ୍ଥ ଶ୍ରୀରାମ ବିହାର କଲ୍ୟାଣମଣ୍ଡପ ପରିସରରେ ଆଜି ପୂର୍ବାହ୍ନ ବାରଟା ବେଳେ ଭାପୁର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମୋ ମାଟି ଭାପୁର ଅନୁଷ୍ଠାନ ତରଫରୁ ଆୟୋଜିତ ଭାପୁର ମହୋତ୍ସବ ଜାନୁଆରୀ ୧୦,୧୧, ୧୨ ଏବଂ ୧୩ ଚାରିଦିନ ଧରି ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ବେଳେ ପଲ୍ଲୀଶ୍ରୀ ମେଳା, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଵନାମଧନ୍ୟ କଳାକାର ନୃତ୍ୟ ସଙ୍ଗୀତ ପରିବେଷଣ କରିବେ ବୋଲି ଆୟୋଜକଙ୍କ ଠାରୁ ଜଣାପଡିଛି। ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକରେ ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ମହୋତ୍ସବ କମିଟିର ସ୍ଥାୟୀ ସଭାପତି ବେଣୁଧର ପ୍ରଧାନ,ଭାପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରଶନ୍ନ ପଣ୍ଡା, ତହସିଲଦାର ଅର୍ଜୁନ କୁମାର ପ୍ରଧାନ, ପ୍ରଧ୍ୟାପକ , ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡ଼ା, ଫାଣ୍ଡି ଅଧିକାରୀ ସଞ୍ଜୟ କୁମାର ପରିଡ଼ା , ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର କୁମାର ଧଳ , ଭାପୁର କ୍ରିୟାନୁଷ୍ଠାନ କମିଟିର ସଭାପତି ରବିନ୍ଦ୍ର କୁମାର ପଟ୍ଟନାୟକ, ବ୍ଲକ ବିଜେଡ଼ି ସଭାପତି ଶିବ ପ୍ରସାଦ ଷଡ଼ଙ୍ଗୀ, ଉପଦେଷ୍ଟା ସନ୍ତୋଷ କୁମାର ତ୍ରିପାଠୀ, ମହୋତ୍ସବ କମିଟିର ସମ୍ପାଦକ ଭରତ କୁମାର ବେହେରା, ମଧୁସୂଦନ ରଥ, ଭାପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଶ୍ୱନାଥ ସାହୁ, ଅଗ୍ନିଶମ ବିଭାଗର ଅଧିକାରୀ ନୀଳକଣ୍ଠ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ସ୍ୱାଧୀନ ପାଣିଗ୍ରାହୀ, ବନପାଳ ବନମାଳୀ ରାଉତ, ସିଡିପିଓ ତୃପ୍ତି ମହାପାତ୍ର, ଭାପୁର ଡ୍ରାଇଭର ମହସଂଘର ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ସମୀର କୁମାର ବେହେରା ମିଶନ ଶକ୍ତିର କୋର୍ଡିନେଟର ଭାରତୀ ପଟ୍ଟନାୟକ,ଭାପୁର ବ୍ଲକର ସମସ୍ତ ସାମ୍ବାଦିକ , ଭାପୁର ପଞ୍ଚାୟତ ସମିତିର ଜନପ୍ରତିନିଧି ,ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ମହୋତ୍ସବରେ ସମସ୍ତ ସହଯୋଗ କରିବେ ବୋଲି ମତ ଦେଇଥିଲେ।ମହୋତ୍ସବରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ। ମହୋତ୍ସବ ପାଇଁ ପ୍ରବେଶ ପାଇଁ ପାଞ୍ଚ ଗୋଟି ଗେଟ୍, ବ୍ୟବସାୟ ପାଇଁ ୨ଶହରୁ ଉର୍ଦ୍ଧ୍ବ ଷ୍ଟଲ୍ ଖୋଲିବା, ଅସ୍ଥାୟୀ ପରିଶ୍ରାଗାର ନିର୍ମାଣ, ମହୋତ୍ସବ ପଡିଆ ସଫାସୁତୁରା କରିବା, ପଡ଼ିଆରେ ଅସ୍ଥାୟୀ ଭାବେ ନେଟୱର୍କ ବ୍ୟବସ୍ଥା, ପାନୀୟ ଜଳର ସୁବ୍ୟବସ୍ଥା କରିବା ନିମନ୍ତେ ଆଲୋଚନା ହୋଇଥିଲା। ଶେଷରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ ଦେଇ ସଭାସଙ୍ଗ୍ କରିଥିଲେ।1