logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କ୍ୱିଣ୍ଟାଲ ପ୍ରତି ୮୦୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ FAQ ମାନ ବହନ କରୁଥିବା ହରଡ଼ କ୍ରୟ ପାଇଁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଛି। ଗତ ଫେବୃଆରୀ ୧୪ ତାରିଖ ଠାରୁ ଆସନ୍ତା ମଇ ୧୪ ତାରିଖ ପର୍ଯ୍ୟନ୍ତ ଏହି ମଣ୍ଡିଗୁଡିକ ଖୋଲା ରହିବ। ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଜମିର ଦସ୍ତାବିଜ, ଫଟୋ ପରିଚୟ ପତ୍ର ଓ ବ୍ୟାଙ୍କ ଖାତାର ନକଲ ଦାଖଲ କରି ନିଜ ଗ୍ରାମ ନିକଟସ୍ଥ ସେବା ସମବାୟ ସମିତି ବା କୃଷକ ଉତ୍ପାଦକ ସଂସ୍ଥାରେ ପଞ୍ଜୀକୃତ କରି ପାରିବେ କିମ୍ବା ଇ-ସମୃଦ୍ଧି ମୋବାଇଲ ଆପ୍ ମାଧ୍ୟମରେ ସ୍ଵ - ପଞ୍ଜୀକରଣ କରି ଏହି ସୁବିଧାର ଲାଭ କ୍ୱିଣ୍ଟାଲ ପ୍ରତି ୮୦୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ FAQ ମାନ ବହନ କରୁଥିବା ହରଡ଼ କ୍ରୟ ପାଇଁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଛି। ଗତ ଫେବୃଆରୀ ୧୪ ତାରିଖ ଠାରୁ ଆସନ୍ତା ମଇ ୧୪ ତାରିଖ ପର୍ଯ୍ୟନ୍ତ ଏହି ମଣ୍ଡିଗୁଡିକ ଖୋଲା ରହିବ। ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଜମିର ଦସ୍ତାବିଜ, ଫଟୋ ପରିଚୟ ପତ୍ର ଓ ବ୍ୟାଙ୍କ ଖାତାର ନକଲ ଦାଖଲ କରି ନିଜ ଗ୍ରାମ ନିକଟସ୍ଥ ସେବା ସମବାୟ ସମିତି ବା କୃଷକ ଉତ୍ପାଦକ ସଂସ୍ଥାରେ ପଞ୍ଜୀକୃତ କରି ପାରିବେ କିମ୍ବା ଇ-ସମୃଦ୍ଧି ମୋବାଇଲ ଆପ୍ ମାଧ୍ୟମରେ ସ୍ଵ - ପଞ୍ଜୀକରଣ କରି ଏହି ସୁବିଧାର ଲାଭ ନେଇପାରିବେ। CMO Odisha Information & Public Relations Department, Government of Odisha Kanak Vardhan Singh Deo

6 hrs ago
user_ବସନ୍ତ ମେହେର
ବସନ୍ତ ମେହେର
Farmer ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•

More news from Odisha and nearby areas
  • Post by Giri sahu
    1
    Post by Giri sahu
    user_Giri sahu
    Giri sahu
    Artist Balangir, Odisha•
    6 hrs ago
  • ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_
    1
    ଏହି_ମିଶାଇଲକୁ_ଭୟ_କରନ୍ତି_୧୨୦ରୁ_ଅଧିକ_ଦେଶ_
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by KOSAL TIMES
    2
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।
    1
    #କଥା_ଆପଣଙ୍କର, #ବ୍ୟଥା_ଲୋକଙ୍କର
ସୁବର୍ଣ୍ଣପୁର: ଗତ ଅକ୍ଟୋବର ମାସରେ ବୁଲା ଗାଈଗୋରୁ ରାସ୍ତାରେ ଦୃଷ୍ଟି ଗୋଚର ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲପାଳ ଡ ନୃପାରାଜ୍ ସାହୁ ପ୍ରତିଶ୍ରୁତି ଏବଂ ଚେତାବନୀ ଦେଇଥିଲେ। ହେଲେ ପାଞ୍ଚମାସ ବିତିଯାଇଥିଲେ ହେଁ ପୁରାଣ ହୋଇପାରିନାହିଁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    ଜଗୁଆଳି Sonapur, Sonepur•
    3 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ
    1
    ସୁବର୍ଣ୍ଣପୁର ଜିଲ୍ଲାରେ ଅଫିମ ଚାଷ l ଖବର ପାଇ ଏସପିଙ୍କ ନେତୃତ୍ୱରେ ଚଢ଼ାଉ କଲା ପୋଲିସ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ମୋଦିଙ୍କ_ଗୋଟେ_କଲ୍‌ରେ_ବନ୍ଦ_ହେବ_ଯୁଦ୍ଧ
    1
    ମୋଦିଙ୍କ_ଗୋଟେ_କଲ୍‌ରେ_ବନ୍ଦ_ହେବ_ଯୁଦ୍ଧ
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.