Shuru
Apke Nagar Ki App…
ପବିତ୍ର ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ନେଇଆସୁ, ଏହା ମା’ଙ୍କ ପାଖରେ ପ୍ରାର୍ଥନା କଲେ ପୂର୍ବତନ ମନ୍ତ୍ରୀ ।
Kishore nagar Shuru
ପବିତ୍ର ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ନେଇଆସୁ, ଏହା ମା’ଙ୍କ ପାଖରେ ପ୍ରାର୍ଥନା କଲେ ପୂର୍ବତନ ମନ୍ତ୍ରୀ ।
More news from Sambalpur and nearby areas
- 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏 🎙️ न्यूज़ एंकर इंट्रो “बामड़ा स्टेशन बस्ती में गणेश पूजा को लेकर स्थानीय लोगों में खासा उत्साह देखने को मिल रहा है। आखिर गणेश पूजा के आयोजन और तैयारियों को लेकर स्थानीय लोगों का क्या कहना है—सुनिए, P24 News Express के पत्रकार अनिल शर्मा की खास रिपोर्ट।” 📰🙏1
- କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.1
- ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ଗୋବିନ୍ଦ ନାଗ, ସମାଜସେବୀ, ବରଗଡ଼1
- *💦💫🇦🇮💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।* - ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l *💦💫🇦🇮💫ମଣିଷ ତିଆରି କରିଥିଲା, ହେଲେ ଏବେ ସିଏ ଭଷ୍ମାଶୁର ହେବାକୁ ଯାଉଛି।* - ଦ୍ରୁତ ଗତିରେ ମାଡି ଚାଲିଥିବା ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା AIକୁ ନେଇ ବିଶ୍ବବ୍ୟାପି ଛନକା 💦l1
- ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା1
- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.27 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 15/09/2026 #jagannathpuri #JagannathDham #jagannathpuritemple #jagannathpremi1
- 🎙️ P24 NEWS EXPRESS — गणेश पूजा विशेष रिपोर्ट बामड़ा स्टेशन बस्ती में गणेश पूजा के अवसर पर बच्चों के लिए विभिन्न प्रकार की मनोरंजक एवं रोचक प्रतियोगिताओं का आयोजन किया गया। 🙏 आयोजन समिति की ओर से सभी प्रतिभागी बच्चों को हार्दिक बधाई एवं शुभकामनाएं। बामड़ा स्टेशन बस्ती से गणेश पूजा की यह थी P24 NEWS EXPRESS की खास रिपोर्ट। P24 NEWS EXPRESS आपकी खबर, आपकी आवाज़। 📰🙏🏷️ Tags / Hashtags #P24NewsExpress #P24NEWS #बामड़ा #बामड़ा_स्टेशन_बस्ती #गणेशपूजा #गणेशउत्सव #गणपति_बप्पा_मोरया #गणेशविसर्जन #बच्चोंकीप्रतियोगिता #स्लोसाइकिलरेस #बोरीजंप #चम्मचबाटीरेस #दरबारबैंड #राउरकेला #ओडिशा #OdishaNews #SundargarhNews #LocalNews #GaneshPuja #GaneshUtsav #GaneshVisarjan #P24NewsExpress 🎙️ P24 NEWS EXPRESS — गणेश पूजा विशेष रिपोर्ट बामड़ा स्टेशन बस्ती में गणेश पूजा के अवसर पर बच्चों के लिए विभिन्न प्रकार की मनोरंजक एवं रोचक प्रतियोगिताओं का आयोजन किया गया। 🙏 आयोजन समिति की ओर से सभी प्रतिभागी बच्चों को हार्दिक बधाई एवं शुभकामनाएं। बामड़ा स्टेशन बस्ती से गणेश पूजा की यह थी P24 NEWS EXPRESS की खास रिपोर्ट। P24 NEWS EXPRESS आपकी खबर, आपकी आवाज़। 📰🙏🏷️ Tags / Hashtags #P24NewsExpress #P24NEWS #बामड़ा #बामड़ा_स्टेशन_बस्ती #गणेशपूजा #गणेशउत्सव #गणपति_बप्पा_मोरया #गणेशविसर्जन #बच्चोंकीप्रतियोगिता #स्लोसाइकिलरेस #बोरीजंप #चम्मचबाटीरेस #दरबारबैंड #राउरकेला #ओडिशा #OdishaNews #SundargarhNews #LocalNews #GaneshPuja #GaneshUtsav #GaneshVisarjan #P24NewsExpress1
- ନୁଆଁଖାଇ ଭାଇଚାରାର ତିହାର ଆଏ #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ନୁଆଁଖାଇ ଭାଇଚାରାର ତିହାର ଆଏ1
- ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ନୁଆଁଖାଇ ଯୋଗୁଁ ଆମ୍ବୁଲାନ୍ସ ସେବା ଠପ, ଏଡ୍ସ ଆକ୍ରାନ୍ତ ଅର୍ଥ ଅଭାବ ରୁ ମୃତ୍ୟୁ ସହ ସଂଗ୍ରାମ ରତ, ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସ୍ୱାସ୍ଥ୍ୟ ସେବା ଦିଗରେ ମାଇଲ ଖୁଣ୍ଟ ଥିବା ଆମ୍ବୁଲାନ୍ସ ସେବା ଠପ ହୋଇ ପଡି ଥିବା ବେଳେ ନୁଆଁଖାଇ ଯୋଗୁଁ ଜଣେ ଏଚ ଆଇ ଭି ଏଡ୍ସ ଆକ୍ରାନ୍ତ ଜୀବନ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଟିଟିଲାଗଡ଼ ରେ ନୂତନ ଡାକ୍ତର ଖାନା ଯାହା ସାତ କିମି ଦୁର, ସବିଶ ନାଗ (ଛଦ୍ମନାମ) ନାମକ ଜଣେ ଏଡ୍ସ ଆକ୍ରାନ୍ତ ଦୀର୍ଘ ତିନି ମାସ ଧରି ଏ ଆର ଟି ଔଷଧ ପାଇଁ ବଲାଙ୍ଗୀର ଅର୍ଥ ଅଭାବ ରୁ ଯାଇ ନ ପାରି ଆମ୍ବୁଲାନ୍ସ କୁ ଫୋନ କରି ଥିଲେ, ସୁଦ୍ଧା ଦୁଇ ଦିନ ଧରି ଡାକ୍ତରଖାନା ପହଁଚି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଦୁଇ ଘଣ୍ଟା ତିନି ଘଣ୍ଟା ଲାଗିବ ଅଟୋ ଭଡା କରି ଯାଅ ବୋଲି କହିବା ସହ ବର୍ତମାନ ତାଙ୍କୁ ଦୁର୍ବ୍ୟବହାର କରିବା ପଡିଶା ଲୋକେ ଅଭିଯୋଗ କରିଛନ୍ତି। ଜଣେ ଅସହାୟ ଭଦ୍ର ବ୍ୟକ୍ତି ଙ୍କ ଭଳି ବିଳମ୍ବିତ ରାତ୍ରି ରେ ହଉ କି ଦିନରେ ଅଟୋ କରିବା କୁହା ଯାଉଛି। ଟିଟିଲାଗଡ଼ ହାଟପଦା ର ଏହି ବ୍ୟକ୍ତି ଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିବା ବେଳେ ତୁରନ୍ତ ବିଭୀଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଇ ବାସୀ ଦାବୀ କରିଛନ୍ତି। ପ୍ରକାଶ ଯେ, ଏହି ଆମ୍ବୁଲାନ୍ସ ଵାଲା ଓ ଅଟୋ ଵାଲା ମିଶି ଡାକ୍ତରଖାନା ପ୍ରସ୍ଥାନ ଗେଟ ରେ ତାଲା ପକେଇ ଦେଇଛନ୍ତି। ଯାହା ଆରମ୍ଭ ରୁ ଏସ ଡ଼ି ଏମ ଓ ଙ୍କ ନିକଟରେ ଅଭିଯୋଗ ସତ୍ୱେ ଜାଣି ଶୁଣି ନିରବ ଥିବା ଲିଖିତ ଅଭିଯୋଗ ହୋଇଛି। ୫୦୦/୭୦୦ ଟଙ୍କା ଅଟୋ ଭଡା ପାଇଁ ଟଙ୍କା ଅଭାବ ରୁ ସାଧାରଣ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି। ଆଜି ନୂଆଁଖାଇ ଖାଇ ଯୋଗୁଁ ଏହି ସେବା ସମୁର୍ଣ ଠପ ହୋଇ ପଡିଛି। ବିଭାଗୀୟ ସଚିବ ନିଜେ ଏ ନେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସେବା ସିବିଓ ସଭାପତି ଲମ୍ବୋଦର ଛତ୍ରୀୟା ଦାବୀ କରିଛନ୍ତି।4