Shuru
Apke Nagar Ki App…
Sandeep Barla
More news from Sambalpur and nearby areas
- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାରେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓମସା କୁଚିଣ୍ଡା ଶାଖା (ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ସକାଳ ୧୦ ଟା ରୁ ଦିନ ୧୧ ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରିଛନ୍ତି। ବିଭିନ୍ନ ଦାବୀ ନେଇ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରିଛନ୍ତି।1
- kete sundar songs bhaimankar kete sundar song bhai mankar1
- ଜିଲ୍ଲା ଓକିଲ ସଙ୍ଘ ଓ ବିଚାର ବିଭାଗ ମଧ୍ଯରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଛି ।।1
- ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।1
- #follower #bjdpatanagarh ଚାଷୀ ଭାଇଙ୍କର ବିଭିନ୍ନ ସମସ୍ୟା କୁ ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଚିଠି।1
- ଗାଧୋଇବା ବେଳେ ଶିତାକୁଣ୍ଡ ରେ ବୁଡ଼ିଗଲେ ଦୁଇ ଭାଇ...😭😢 ସମସ୍ତଙ୍କୁ ଅନୁରୋଧ' ପହଁରିବା ଶିଖିନଥିଲେ କୌଣସି ଜଳଭଣ୍ଡାରରେ ଗାଧୋଇବା ପାଇଁ ଦୟାକରି ଇଛା କରନ୍ତୁ ନାହିଁ.....🙏😭😥1
- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବିଜେଡି ପକ୍ଷରୁ ବିଜେଡିର ୨୯ତମ ପ୍ରତିଷ୍ଟା ଦିବସ ପାଳିତ।ଏହି ପ୍ରତିଷ୍ଠା ଦିବସରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡିର ବରିଷ୍ଟ ପଦାଧିକାରୀ ମାନେ ଯୋଗ ଦେଇଥିଲେ।1
- ବନମାଲ ପଞ୍ଚାୟତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ।1
- ଗଁଦିଆ ପଞ୍ଚାୟତ ସମିତି ବୈଠକ ରେ ରୀନାରାଣୀ ଖଟୁଆ ଙ୍କ ମତ ଗଁଦିଆ ପାଇଁ ଆମେ ଲଢ଼ୁଛୁ1