Shuru
Apke Nagar Ki App…
କାକଟପୁର ବାସିନୀ ମା ମଙ୍ଗଳାଙ୍କ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା ପୁରୀ ଜିଲ୍ଲାର ଆଜି ହେଉଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ଚୈତ୍ରମାସ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା । ଆଜି ମାଆ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ମଙ୍ଗଳବାର ମନ୍ଦିରରେ ଆଜି ମା ମଙ୍ଗଳାଙ୍କ ନୀତିକାନ୍ତି ସହ ପୂଜା ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କମଣୀୟ ବେଶକୁ ଦର୍ଶନ କରୁଛନ୍ତି । ରାତ୍ର ଚାରିଟା ପରଠୁ ଦ୍ୱାର ଫିଟା ନୀତି ପରେ ଭକ୍ତମାନେ ବ୍ୟାରିକେଡ ଭିତରେ ଧାଡିରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।ହରିବୋଲ ହୁଳୁହୁଳିରେ କମ୍ପି ଉଠୁଛି ମନ୍ଦିର । ଆଜି ମାଙ୍କ ପାଖରେ ପ୍ରସିଦ୍ଧ ଚୂଡା ଘସା ଭୋଗ ଲାଗିବାର ପରମ୍ପରା ରହିଛି । ଆଜି ଦିନରେ ମନ୍ଦିର ବେଢା ଭିତରେ ଘଣ୍ଟ ପାଟୁଆ ନୃତ୍ୟ ସହ ବିଳମ୍ବିତ ରାତିରେ କାଳିକା ନୃତ୍ୟର ପରମ୍ପରା ରହିଛି ।
SOUMYA RANJAN

More news from ଓଡ଼ିଶା and nearby areas
- Post by Manoj kumar baliyarsingh4
- Post by Rajesh Samantaray1
- Post by NEWS MANORANJAN1
- କଣାସ ବ୍ଲକ କଣାସ ପାୟତ ଜଳିଆପଡା ଗ୍ରାମରେ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ମା ମଙ୍ଗଳାଙ୍କ ପୀଠରେ ଗତକାଲି ଠାରୁ ଚୈତିପର୍ବ ଆରମ୍ଭ ହେବା ସଂଙ୍ଗେ ସଂଙ୍ଗେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଆଜି କଳସ ଯାତ୍ରା ଉତ୍ସବ ଥିବାରୁ ମାଙ୍କ ପୀଠରୁ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା 10 ହଜାରରୁ ଉର୍ଦ୍ଧ ଭକ୍ତ ଯଜ୍ଞ ସ୍ଥଳରୁ ବାହାରି ଜଳିଆପଡା,କଣାସ,ଗୋଲାବଜାର ଦେଇ ଦୋକନ୍ଦା ଦୟାନଦୀ ତୁଠରେ ପହଁଚିଥିଲେ । କଳସ ଯାତ୍ରା ଆଗେ ଆଗେ ବିଭିନ୍ନ ବାଦ୍ୟ ଘଣ୍ଟି ,ଘିଣ୍ଟ ,ତଗାନାଚ, ପଶୁପକ୍ଷି ନାଚ,ଭଲୁନାଚ,କଣ୍ଢଇ ନାଚ ଚାଲିଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କଣାସ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଦୟା ନଦୀ ତୁଠରେ ପୂଜା ଅର୍ଚ୍ଚନା ସାରିବା ପରେ ଭକ୍ତମାନେ କଳସ ବୁଢାଇ ପୁନଶ୍ଚ ଯଜ୍ଞ ସ୍ଥଳକୁ ଫେରି ଆସିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚାରିଦିନ ଧରି ଅଙ୍କୁରୋପଣ,ମଣ୍ଡଳକରଣ,ଜଳଯାତ୍ରା,ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା,ଚଣ୍ଡୀପାଠ,ଯଜ୍ଞଆହୁତି,ଅଳତା ସେବା ଅନୁଷ୍ଠିତ ହେବା ସହ ୨ ତାରିଖ ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ଅନୁଷ୍ଠିତ ହେବ । ଚାରି ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।3
- Post by Gagan Bhoi1
- Post by Sibanava Panda1
- ୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର।1
- ଧାନ କିଣାରେ ବିରାଟ ଘୋଟଲାର ପର୍ଦାଫାଶ କଲା କଂଗ୍ରେସ ସମସ୍ତ ଚାଷୀଙ୍କ ଠାରୁ ଧାନ ସରକାର ନକିଣିଲେ ଆନ୍ଦୋଳନ କରିବ:କଂଗ୍ରେସ*1