Shuru
Apke Nagar Ki App…
https://youtu.be/UTO0B9bPvcM?si=ommXqT7yj2DeFLER
NEWS MANORANJAN
More news from Odisha and nearby areas
- ଓଡିଶା ସରକାର ଅନେକ ଗାଡି ଗୋଡ଼ିକ ରୁ ଫାଇନି ଆଦାୟ କରାଯାଉ ଅଛି, ଏଥିପାଇଁ ଅନେକ ଫାଇନି ଗୋଡ଼ିକ ବନ୍ଦ ହେଇ ରହିଥିଲା, ଏହି ଗୋଡ଼ିକ ଆଦାୟ କରାଯାଉଅଛି,1
- ଗଁଦିଆ ପଞ୍ଚାୟତ ସମିତି ବୈଠକ ରେ ରୀନାରାଣୀ ଖଟୁଆ ଙ୍କ ମତ ଗଁଦିଆ ପାଇଁ ଆମେ ଲଢ଼ୁଛୁ1
- Post by Subrat Behera1
- Post by Jay kala _ jay Kalinga1
- ପରିବହନ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପେଟ୍ରୋଲ ପମ୍ପରେ ତୈଳ ପକାଇବା ପାଇଁ ପୋଲ୍ୟୁସନ୍ ପ୍ରମାଣପତ୍ର ବାଧ୍ୟତାମୂଳକ #live_odisha_news_update #published_from #Brahamapur1
- ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।2
- Post by NEWS MANORANJAN1
- ଯୋରନ୍ଦା ମହିମାଗlଦି ରେ ଯୋରନ୍ଦା ମେଳlପାଇଁ ଅତୁଟ ଘଣ୍ଟି ମହିମାଲେଖା1
- ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।2