logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲତାଦେଇପୁର ନିକଟ ଊନ୍ନକୋଟିଶ୍ୱର ମନ୍ଦିରରେ ହଜାରେ ସଂଖ୍ୟାରେ କାଉଡ଼ିଆ କଲେ ଜଳଲାଗି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ : ବଣସିଂହ ଅଞ୍ଚଳ ଲତାଦେଇପୁର ନିକଟରେ ଥିବା ପ୍ରଭୁ ମହାଦେବଙ୍କ ଊନ୍ନକୋଟିଶ୍ଵର ମନ୍ଦିରରେ ହଜାର ହଜାର ସଂଖ୍ୟାର କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରି କୋଟି ପୁଣ୍ୟ ଅର୍ଜନ କରିଛନ୍ତି । ଆଜି ଶ୍ରାବଣର ଶେଷ ସୋମବାରରେ କାଉଡିଆ ଭକ୍ତମାନେ ବ୍ରାହ୍ମଣୀ ନଦୀରେ ବିଭିନ୍ନ ପୂଜାପାଠ କରି ଜଳ ଉଠାଇ ପ୍ରଭୁ ଊନ୍ନକୋଟିଶ୍ଵର ମନ୍ଦିରରେ ଜଳ ଲାଗି କରିଛନ୍ତି । ଦେଖନ୍ତୁ କିଭଳି ଭାବରେ ଲମ୍ବା ଲାଇନରେ ଠିଆ ହୋଇ ପ୍ରୁଭୁଙ୍କୁ ଜଳଲାଗି କରୁଥିବା ବେଳର ଏହି ଦୃଶ୍ୟ ।

on 4 August
user_Tapasdas
Tapasdas
Journalist Dhenkanal•
on 4 August

ଲତାଦେଇପୁର ନିକଟ ଊନ୍ନକୋଟିଶ୍ୱର ମନ୍ଦିରରେ ହଜାରେ ସଂଖ୍ୟାରେ କାଉଡ଼ିଆ କଲେ ଜଳଲାଗି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ : ବଣସିଂହ ଅଞ୍ଚଳ ଲତାଦେଇପୁର ନିକଟରେ ଥିବା ପ୍ରଭୁ ମହାଦେବଙ୍କ ଊନ୍ନକୋଟିଶ୍ଵର ମନ୍ଦିରରେ ହଜାର ହଜାର ସଂଖ୍ୟାର କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରି କୋଟି ପୁଣ୍ୟ ଅର୍ଜନ କରିଛନ୍ତି । ଆଜି ଶ୍ରାବଣର ଶେଷ ସୋମବାରରେ କାଉଡିଆ ଭକ୍ତମାନେ ବ୍ରାହ୍ମଣୀ ନଦୀରେ ବିଭିନ୍ନ ପୂଜାପାଠ କରି ଜଳ ଉଠାଇ ପ୍ରଭୁ ଊନ୍ନକୋଟିଶ୍ଵର ମନ୍ଦିରରେ ଜଳ ଲାଗି କରିଛନ୍ତି । ଦେଖନ୍ତୁ କିଭଳି ଭାବରେ ଲମ୍ବା ଲାଇନରେ ଠିଆ ହୋଇ ପ୍ରୁଭୁଙ୍କୁ ଜଳଲାଗି କରୁଥିବା ବେଳର ଏହି ଦୃଶ୍ୟ ।

More news from Mayurbhanj and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj•
    6 hrs ago
  • ଆଜି ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ମୁଖ୍ୟ ଦୁଇ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
    1
    ଆଜି ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ମୁଖ୍ୟ ଦୁଇ ଦାବି ନେଇ  ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
    user_Shiba Shankar
    Shiba Shankar
    Journalist Mayurbhanj•
    18 hrs ago
  • MGNREGA ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଉପିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମୁଖରେ ଧର୍ଣ୍ଣ ଓ ବିକ୍ଷୋଭ ପ୍ରଦର୍ଶନ,
    1
    MGNREGA ଯୋଜନା ରେ ମହାତ୍ମା ଗାନ୍ଧୀଙ୍କ ନାମ କୁ ପରିବର୍ତନ କରିବା କୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଉପିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସମୁଖରେ ଧର୍ଣ୍ଣ ଓ ବିକ୍ଷୋଭ ପ୍ରଦର୍ଶନ,
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Mayurbhanj•
    17 hrs ago
  • #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹
    1
    #ଲହରିଲତମ ର ଚାନ୍ଦୀ ନୀ ରାନୀ 🌹🇹🇯♥️💋🌹🇹🇯🇹🇯🇹🇯🇹🇯🇹🇯🌹
    user_Bighne Rana
    Bighne Rana
    Dancer Kalahandi•
    7 hrs ago
  • Mid_Night_Mashup_26_Organize_By_Mehfiil_Restaurant_Full_Details_video_Food_Fun_Masti
    1
    Mid_Night_Mashup_26_Organize_By_Mehfiil_Restaurant_Full_Details_video_Food_Fun_Masti
    user_SB Balangiria
    SB Balangiria
    Graphic designer Balangir•
    18 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Sundargarh•
    7 hrs ago
  • Post by MOR KHABAR
    4
    Post by MOR KHABAR
    user_MOR KHABAR
    MOR KHABAR
    Balangir•
    1 day ago
  • କଣ୍ଟାବାଞ୍ଜି ତୁରକେଲା ରେଲୱେଏ ଲାଇନ ଉପରେ ହାତୀ ଦଳ ପାରିହେଉଛନ୍ତି।
    1
    କଣ୍ଟାବାଞ୍ଜି ତୁରକେଲା ରେଲୱେଏ ଲାଇନ ଉପରେ ହାତୀ ଦଳ ପାରିହେଉଛନ୍ତି।
    user_Sritam Ranjan Panda
    Sritam Ranjan Panda
    Photographer Balangir•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.