logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Rahul

on 7 August
user_Rahul Putel
Rahul Putel
Odisha•
on 7 August

Rahul

More news from ଓଡ଼ିଶା and nearby areas
  • Post by User3032
    2
    Post by User3032
    user_User3032
    User3032
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • ୨୦୦୨ ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    1
    ୨୦୦୨  ବ୍ୟାଚ୍ ବୈଷୟିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମୋଟ ଙ୍ଗା, ସାଙ୍ଗ ଏକତ୍ରିତ ହୋଇ ନାଧେରା ମା ରାମଚଣ୍ଡି ପୀଠ ଠାରେ, ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ।ଏଠାରେ ସମସ୍ତ ସାଙ୍ଗ ଏକତ୍ରିତ ହୋଇ ପୁରୁଣା ସୃତି ମନେପକାଇବା ସହ ଏକ ଭୋଜି ର ଆୟୋଜନ କରିଥିଲେ। ୨୭ବର୍ଷ ପରେ ଏଫଳି ଏକ ସ୍କୁଲ ସାଙ୍ଗ ଙ୍କୁ ନେଇ ,ଭୋଜି ର୍ ଆଯୋଜନ ହୋଇଥିବାରୁ ସମସ୍ତେ ଅନେକ ଖୁସି ବ୍ୟକ୍ତ କରିଥିଲେ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber ମୋଟୁଙ୍ଗା, ଢେଙ୍କାନାଳ, ଓଡ଼ିଶା•
    17 hrs ago
  • ଗଁଦିଆ ପଞ୍ଚାୟତ ସମିତି ବୈଠକରୁ ସାମ୍ବାଦିକ ବାଦ୍ ଢେଙ୍କାନାଳ(ତାପସଦାସ): ଗଁଦିଆ ପଂଚାୟତ ସମିତିର ସଦସ୍ୟ ଓ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମ୍ବାଦିକମାନଙ୍କୁ ବାରଣ କରାଯାଇଛି। ବ୍ଲକ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ​କାହିଁକି ଏହି ନିଷ୍ପତ୍ତି? ସୂଚନା ଅନୁଯାୟୀ, ଅନେକ ସମୟରେ ବୈଠକର ଭିତର କଥା ବାହାରକୁ ଆସିବା କିମ୍ବା କୌଣସି ବିବାଦୀୟ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରଶ୍ନ କରିବା ଭୟରେ ପ୍ରଶାସନ ପକ୍ଷରୁ ଏପରି କଟକଣା ଲଗାଯାଇଥାଏ। ତେବେ ଜନପ୍ରତିନିଧିମାନେ ଲୋକଙ୍କ ସମସ୍ୟା ବିଷୟରେ କ’ଣ ଆଲୋଚନା କରୁଛନ୍ତି, ତାହା ଜାଣିବାର ଅଧିକାର ସାଧାରଣ ଜନତାଙ୍କର ରହିଛି। ସାମ୍ବାଦିକମାନଙ୍କୁ ବାହାରେ ରଖିବା ଦ୍ୱାରା ବୈଠକର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ​ମୁଖ୍ୟ ପ୍ରଶ୍ନ: ​ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବୈଠକରୁ ଦୂରେଇ ରଖିବା ପଛରେ ରହସ୍ୟ କ’ଣ? ​ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନାକୁ କାହିଁକି ଗୋପନୀୟ ରଖାଯାଉଛି? ​ଏହା କ'ଣ ପ୍ରଶାସନର ମନମୁଖୀ ଶାସନ ନୁହେଁ କି? ​
    1
    ଗଁଦିଆ ପଞ୍ଚାୟତ ସମିତି ବୈଠକରୁ ସାମ୍ବାଦିକ ବାଦ୍
ଢେଙ୍କାନାଳ(ତାପସଦାସ): ଗଁଦିଆ ପଂଚାୟତ ସମିତିର ସଦସ୍ୟ ଓ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମ୍ବାଦିକମାନଙ୍କୁ ବାରଣ କରାଯାଇଛି। ବ୍ଲକ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
​କାହିଁକି ଏହି ନିଷ୍ପତ୍ତି?
ସୂଚନା ଅନୁଯାୟୀ, ଅନେକ ସମୟରେ ବୈଠକର ଭିତର କଥା ବାହାରକୁ ଆସିବା କିମ୍ବା କୌଣସି ବିବାଦୀୟ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରଶ୍ନ କରିବା ଭୟରେ ପ୍ରଶାସନ ପକ୍ଷରୁ ଏପରି କଟକଣା ଲଗାଯାଇଥାଏ। ତେବେ ଜନପ୍ରତିନିଧିମାନେ ଲୋକଙ୍କ ସମସ୍ୟା ବିଷୟରେ କ’ଣ ଆଲୋଚନା କରୁଛନ୍ତି, ତାହା ଜାଣିବାର ଅଧିକାର ସାଧାରଣ ଜନତାଙ୍କର ରହିଛି। ସାମ୍ବାଦିକମାନଙ୍କୁ ବାହାରେ ରଖିବା ଦ୍ୱାରା ବୈଠକର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
​ମୁଖ୍ୟ ପ୍ରଶ୍ନ:
​ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ବୈଠକରୁ ଦୂରେଇ ରଖିବା ପଛରେ ରହସ୍ୟ କ’ଣ?
​ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ଆଲୋଚନାକୁ କାହିଁକି ଗୋପନୀୟ ରଖାଯାଉଛି?
​ଏହା କ'ଣ ପ୍ରଶାସନର ମନମୁଖୀ ଶାସନ ନୁହେଁ କି?
​
    user_Tapasdas 6372788705
    Tapasdas 6372788705
    Journalist ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ଏହି ଲୋକ ଟି କୁକୁର ପ୍ରତି ପ୍ରେମ ଅଛି, Share please subscribe Trendingreels odisha news su Pravat News live
    1
    ଏହି ଲୋକ ଟି କୁକୁର ପ୍ରତି ପ୍ରେମ ଅଛି,
Share please subscribe 
Trendingreels odisha news 
su Pravat News live
    user_SU-PRAVAT-NEWS
    SU-PRAVAT-NEWS
    Job Centre Cuttack (M.Corp.) P.S, Odisha•
    4 hrs ago
  • ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହରେ କୃତି ପ୍ରତିଭାଙ୍କୁ ସମ୍ମାନିତ କରାଗଲା
    1
    ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହରେ କୃତି ପ୍ରତିଭାଙ୍କୁ ସମ୍ମାନିତ କରାଗଲା
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Morning News in English and Hindi.
    2
    Morning News in English and Hindi.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।
    2
    ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ -
ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- 
ଜି.ଉଦୟଗିରି, ୨୭/୧୨
ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।
    user_CHINMAYA KUMAR SETHI
    CHINMAYA KUMAR SETHI
    Journalist ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    8 hrs ago
  • ଗଁଦିଆ ପଞ୍ଚାୟତ ସମିତି ବୈଠକ ରେ ରୀନାରାଣୀ ଖଟୁଆ ଙ୍କ ମତ ଗଁଦିଆ ପାଇଁ ଆମେ ଲଢ଼ୁଛୁ
    1
    ଗଁଦିଆ ପଞ୍ଚାୟତ ସମିତି ବୈଠକ ରେ ରୀନାରାଣୀ ଖଟୁଆ ଙ୍କ ମତ ଗଁଦିଆ ପାଇଁ ଆମେ ଲଢ଼ୁଛୁ
    user_Tapasdas 6372788705
    Tapasdas 6372788705
    Journalist ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.