ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ପ୍ରରିପ୍ରେକ୍ଷୀରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଯାଇଛି l ବୈଠକରେ ଯୋଗଦେଇ ଜିଲ୍ଲାପାଳ କିଭଳି ଏହି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ସୁରୁଖୁରୁରେ ଅନୁଷ୍ଠିତ ହେବା ସେ ନେଇ ସମ୍ପୃକ୍ତ ବିଭାଗର ସହଯୋଗ କାମନା କରିଥିଲେ l ଏହି ବର୍ଷ ପଲ୍ଲିଶ୍ରୀ ମେଳା, ମହିଷାପାଟ ସ୍ଥିତ ପଡିଆରେ ଅକ୍ଟୋବର ୮ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ମେଳା ସକାଳ ୧୦ ଘଟିକା ରୁ ସଂଧ୍ୟା ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ l ଏହି ମେଳା ରେ ଏହି ବର୍ଷ ୩୦ ଜିଲ୍ଲାର ବ୍ୟବସାୟୀଙ୍କ ସମେତ ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ସାମିଲ ହେଉଛନ୍ତି l ମୋଟ ୨୦୦ ଟି ଷ୍ଟଲ ଏହି ବର୍ଷ ମେଳରେ ନିର୍ମାଣ କରାଯିବ l ଏଥି ସହିତ ଲୋକମାନେ ଏଥର ଖାଦ୍ୟ ଷ୍ଟଲରେ ଓଡିଶାର ପାରମ୍ପରିକ ଖାଦ୍ୟ ସହ ବାହାର ରାଜ୍ୟର ଖାଦ୍ୟର ମଜା ନେଇପାରିବେ l #dhenkanalshuru

- କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru1
- ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 83289683021
- ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter1
- Post by User5115 Susanta Kumar Pattnaik1
- ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର1
- nayagarh ର vloger ହବା ପାଇଁ ଚାଁହୁଛି 👉 https://youtu.be/jfUJmJvWhYE1
- Jay Jagannath 🙏1
- ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।1