logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୁଯୋମୁରା ପୋଲିସ ର ନିଷ୍କ୍ରିୟତା, ତିନି ମାସ ହୋଇଗଲା ନିଖୋଜ ନାବାଳିକା ଖୋଜି ପାଉନି ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅଞ୍ଚଳରୁ ଗତ ଡିସେମ୍ବର 10 ତାରିଖରୁ ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ନାବାଳିକା ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ଜୁଯୁମୁରା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ର ଖାମଖିଆଲି ମନବୃତି ଯୋଗୁଁ ନାବାଳିକା ଜଣକ ଆଜି ପର୍ଯ୍ୟନ୍ତ ଠାବ ହୋଇପାରିନାହାନ୍ତି l ଏନେଇ ନାବାଳିକା ଙ୍କ ପରିବାର ଲୋକ ଜୁଯୁମୁରା ଥାନା କୁ ବାରମ୍ବାର ଦୌଡି ନିରାଶ ହେବା ପରେ ଆଜି ସମ୍ବଲପୁର ଏସପି ଙ୍କ କାର୍ଯ୍ୟାଳୟ କୁ ଆସି ଏସପି ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଙ୍କୁ ଏନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ନାବାଳିକା ଙ୍କୁ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକ ମିଛସତ କହି କୁଆଡେ ନେଇଯାଇଛନ୍ତି l ତେବେ ଜୁଯୁମୁରା ଥାନା ଏ ବିଷୟରେ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ତେବେ ଆଜି ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବ ଓ ଯଥାଶୀଘ୍ର ନାବାଳିକା ଙ୍କୁ ଠାବ କରିବା ବୋଲି ଆଶ୍ବସନା ଦେଇଛନ୍ତି l

on 13 March
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
on 13 March

ଜୁଯୋମୁରା ପୋଲିସ ର ନିଷ୍କ୍ରିୟତା, ତିନି ମାସ ହୋଇଗଲା ନିଖୋଜ ନାବାଳିକା ଖୋଜି ପାଉନି ସମ୍ବଲପୁର ଜିଲ୍ଲା ଜୁଯୁମୁରା ଥାନା ଅଞ୍ଚଳରୁ ଗତ ଡିସେମ୍ବର 10 ତାରିଖରୁ ଜଣେ ଦଶମ ଶ୍ରେଣୀ ପଢ଼ୁଥିବା ନାବାଳିକା ଘରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ଜୁଯୁମୁରା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ର ଖାମଖିଆଲି ମନବୃତି ଯୋଗୁଁ ନାବାଳିକା ଜଣକ ଆଜି ପର୍ଯ୍ୟନ୍ତ ଠାବ ହୋଇପାରିନାହାନ୍ତି l ଏନେଇ ନାବାଳିକା ଙ୍କ ପରିବାର ଲୋକ ଜୁଯୁମୁରା ଥାନା କୁ ବାରମ୍ବାର ଦୌଡି ନିରାଶ ହେବା ପରେ ଆଜି ସମ୍ବଲପୁର ଏସପି ଙ୍କ କାର୍ଯ୍ୟାଳୟ କୁ ଆସି ଏସପି ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଙ୍କୁ ଏନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି l ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ନାବାଳିକା ଙ୍କୁ ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକ ମିଛସତ କହି କୁଆଡେ ନେଇଯାଇଛନ୍ତି l ତେବେ ଜୁଯୁମୁରା ଥାନା ଏ ବିଷୟରେ ଜାଣି ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି l ତେବେ ଆଜି ଏନେଇ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବ ଓ ଯଥାଶୀଘ୍ର ନାବାଳିକା ଙ୍କୁ ଠାବ କରିବା ବୋଲି ଆଶ୍ବସନା ଦେଇଛନ୍ତି l

More news from Sambalpur and nearby areas
  • बामरा में लखपति दीदी के तहत कई महिलाओं को आर्थिक सहायता
    1
    बामरा में लखपति दीदी के तहत कई महिलाओं को आर्थिक सहायता
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    20 hrs ago
  • ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    1
    ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଲ ରେ ଚାଲିଥିବା ରାମାୟଣ ନାଟକ ରେ ମହିରାବଣ ବଧ ଗିତିନାଟ୍ୟ ଅଭିନିତ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    23 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୧୫/୦୪/୨୦୨୬ ଵୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୧୫/୦୪/୨୦୨୬ ଵୁଧଵାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଗତକାଲି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସବଡେଗା ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଓ ନବବର୍ଷ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ,  ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ  ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ସବଡେଗା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ପବନ ସୁତ୍ ହନୁମାନ କମିଟି ର ସଭାପତି ବିଶ୍ୱଜିତ୍ ପଟେଲଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସଦସ୍ୟ  ରବୀନ୍ଦ୍ର ସାହୁ, ଗଣେଶ ପ୍ରଧାନ, ଜାନକୀ ନନ୍ଦନ ଭୋଇ , ତପୋଧନ ବିଶି, ରମେଶ ଶତପଥୀ, ଈଶ୍ୱର ଚନ୍ଦ୍ର ପଟେଲ, ରାଜୁ ପଟେଲ,ଜଟ ନାନା ସହିତ ଅଞ୍ଚଳର ମାଆ ମାନଙ୍କ ଏଥିରେ ସମ୍ପୂର୍ଣ ସହଯୋଗ ରହିଥିଲା ।
    1
    ଗତକାଲି ପବିତ୍ର ମହା ବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ସ୍ଥିତ ପ୍ରସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସବଡେଗା ହନୁମାନ ମନ୍ଦିରରେ ଆଜି ଭୋର ସମୟରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହାବୀର ହନୁମାନଙ୍କ ଜନ୍ମୋତ୍ସବ ଓ ନବବର୍ଷ ଅବସରରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ-ଯଜ୍ଞ,  ପଣା ଓ ଭୋଗର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ କରିବା ସହ ପାରମ୍ପରିକ ପଣା ସହିତ ଭୋଗ  ସେବନ କରି ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଉଛନ୍ତି। ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ସବଡେଗା ଅଞ୍ଚଳ ଏବେ ଭକ୍ତିମୟ ହୋଇଉଠିଛି। ପବନ ସୁତ୍ ହନୁମାନ କମିଟି ର ସଭାପତି ବିଶ୍ୱଜିତ୍ ପଟେଲଙ୍କ ପ୍ରତ୍ୟେକ ତତ୍ତ୍ଵାବଧାନରେ ହୋଇଥିବା ବେଳେ କମିଟିର ସଦସ୍ୟ  ରବୀନ୍ଦ୍ର ସାହୁ, ଗଣେଶ ପ୍ରଧାନ, ଜାନକୀ ନନ୍ଦନ ଭୋଇ , ତପୋଧନ ବିଶି, ରମେଶ ଶତପଥୀ, ଈଶ୍ୱର ଚନ୍ଦ୍ର ପଟେଲ, ରାଜୁ ପଟେଲ,ଜଟ ନାନା ସହିତ ଅଞ୍ଚଳର ମାଆ ମାନଙ୍କ ଏଥିରେ ସମ୍ପୂର୍ଣ ସହଯୋଗ ରହିଥିଲା ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    13 hrs ago
  • ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।
    1
    ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    19 hrs ago
  • बामरा में रेलवे ओवर ब्रिज ओर अंडर पास समस्या पर केंद्र शिक्षा मंत्री धर्मेंद्र प्रधान ने क्या कहा #bamra #railwayoverbridge #underpass #dharmendrapradhan #rabinarayannaik #P24NEWSEXPRESS #bamrablock #ministerprogrambamra #Dharmendrapradhannews #dmsambalpur #MohanMajhi #bdobamra #panchayatirajministerodisha
    1
    बामरा में रेलवे ओवर ब्रिज ओर अंडर पास समस्या पर केंद्र शिक्षा मंत्री धर्मेंद्र प्रधान ने क्या कहा #bamra #railwayoverbridge #underpass #dharmendrapradhan #rabinarayannaik #P24NEWSEXPRESS #bamrablock #ministerprogrambamra #Dharmendrapradhannews #dmsambalpur #MohanMajhi #bdobamra #panchayatirajministerodisha
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    21 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.