ଆମ ଆଦମୀ ପାର୍ଟି ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧାରଣାରୁ ଓହରିବାପାଇଁ କହିଥିଲେ, ସନ୍ତୋଷ ଜନକ ଉତ୍ତର ମିଳିଲlନାହିଁ, ଧାରଣା ଜାରି ରହିବ ଦ୍ୱିତୀୟ ଦିନରେ ପହଞ୍ଚିଲା ଚିକିତ୍ସାଳୟ ଗଣଧାରଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଧାରଣାରୁ ଓହରିବାପାଇଁ ଅନୁରୋଧ କରିଥିଲେ l ମାତ୍ର ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଧାରଣା ଜାରି ରଖିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଗଲା l ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡିକାଲ ପରିଚାଳନା ଅଧିକାରୀ ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ଆପ୍ କର୍ମକର୍ତ୍ତା ମାନଙ୍କୁ ଧାରଣାରୁ ଓହରି ଯିବାପାଇଁ ଅନୁରୋଧ କରିଥିଲେ l ସନ୍ତୋଷ ଜନକ ଉତ୍ତର ଲିଖିତ ଭାବେ ଦେଇପାରିନଥିଲେ l ଦେଖିବାକୁ ମିଳିଲା ଅନେକ ରୋଗୀଙ୍କୁ ଚିକିତ୍ସା ନମିଳିବାରୁ ବାହାରକୁ ଯାଉଛନ୍ତି l ସେମାନଙ୍କ ମଧ୍ୟରୁ ଅନେକ ସରକାରଙ୍କ ଗୋପବନ୍ଧୁ ଜନକଲ୍ଯାଣ ଯୋଜନା ବା ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ନଥିବା ଜାଣିବାକୁ ମିଳିଥିଲା। ମେଡିକାଲରେ ସାଧାରଣ ଲୋକ ଫଟୋ ବା ଭିଡିଓ ଉତ୍ତୋଳନ କରି ପାରିବେ ନାହିଁ ବୋଲି ବାରମ୍ବାର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଇଶାନି ମୈତ୍ର ପ୍ରକାଶ କରିଥିଲେ। ଏହାଦ୍ବାରା ରୋଗୀ ମାନଙ୍କର ପ୍ରାଇଭେସି ଲିକ ହେବ ବୋଲି ବାହାନା ଦେଖାଇଥିଲେ। କିନ୍ତୁ ଗତ ଦୁଇମାସ ପୂର୍ବରୁ ସବୁ ଫଟୋ ଓ ଭିଡ଼ିଓ ହେଉଥିଲା l ଡବଲ ଇଂଜିନ ସରକାର ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କର ବାଟମାରଣା ଓ ଚୋରିର ପର୍ଦାଫାଶ ହୋଇଯିବ ବୋଲି ଏହା ଏକ ବାହାନା କରାଯାଉଛି l ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର କହିବା ସତ୍ୱେ ମେଡିକାଲର ସମସ୍ୟା ସମାଧାନ କରି ପାରି ନାହାଁନ୍ତି। ଆଜି ଚିକିତ୍ସାଳୟର ଅଧିକାରୀମାନେ କେବଳ ଧାରଣାରୁ ଉଠାଇବା ପାଇଁ ଅନୌପଚାରିକ ଭାବେ କର୍ମକର୍ତ୍ତାମାନଙ୍କୁ କହିଥିଲେ। ଆଜିର ଧାରଣାସ୍ଥଳରେ ରାଜ୍ୟ ସୋସିଆଲ ମିଡ଼ିଆ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଅନୁଗୁଳ ଜିଲ୍ଲା ସଭାପତି ବିକ୍ରମ ରାଉତ, ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଉପସ୍ଥିତ ରହି ମେଡିକାଲରୁ ମୁହଁ ଫେରାଇ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ଦୁଃଖ ଶୁଣିଥିଲେ ଓ ଧାରଣାରତ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ସଭାପତି ରମେଶ ପଣ୍ଡା ନେତୃତ୍ୱରେ ଦ୍ୱିତୀୟ ଦିନର ଧାରଣା ସ୍ଥଳରେ ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ଚିତ୍ତରଞ୍ଜନ ପାଣି, ଶାନ୍ତନୁ ନନ୍ଦ, ପିତାମ୍ବର ସାମନ୍ତରାୟ, ଦେବାଶିଷ ନାଏକ, ସନ୍ତୋଷ ଖୁଣ୍ଟିଆ, ରାଜେଶ ସରକାର, ପ୍ରସନ୍ନ ତ୍ରିପାଠୀ, ସଦର ବ୍ଲକ ଉପସଭାପତି ପ୍ରସନ୍ନ ବରାଳ, ଜୟନ୍ତ ଦାସ

- ଆସିଗଲା ପୁଣି ଭାଇରଲ ଭିଡ଼ିଓ 😱 ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- Jay Jagannath 🙏1
- ନିଯୁକ୍ତି ମେଳାକୁ ନେଇ କଣ କହିଲେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର I Nijukti Mela 2025 I @ranjankumardash #boudhnews #ntvodia1
- ବାରିପଦା ସମ୍ବାଦ ମା ଙ୍କ ଶ୍ରାଦ୍ଧ ବାର୍ଷିକୀରେ ରକ୍ତ ଦାନ କଲେ ପୁତ୍ର।1
- ନେସନାଲ ହରେଲ୍ଡ ମିଛ ମାମଲା ରେ ଦିଲ୍ଲୀ ଅଦାଲତ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କ୍ଲିନ୍ ଚିଟ୍ ଦେବାପରେ, କଂଗେସ ଦଳର ନୈତିକ ବିଜୟ ହୋଇଛି,, ବିଜେପି ର ଏହି ମିଛ ମାମଲା ଓ ଚକ୍ରାନ୍ତ ବିରୋଧରେ କଂଗ୍ରେସ ଦଳ ବାରିପଦା ବିଜେପି ର କାର୍ଯ୍ୟ।ଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରିଛି।1
- उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh1
- ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia1
- 155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ1
- Post by Banshidhar Bemal1