Shuru
Apke Nagar Ki App…
ଓଡ଼ିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ପାଇଁ ପ୍ରାୟ ₹୯୪୭ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ୨୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲି। ଆଜି ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ସଡ଼କ, ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗୋଦାମ ଗୃହ, ଅଟଳ ବସ୍ଷ୍ଟାଣ୍ଡ, ଛାତ୍ରୀନିବାସ, ପର୍ଯ୍ୟଟନ ବିକାଶ, ପାନୀୟ ଜଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଆଦି ରହିଛି । ଏହିସବୁ ପ୍ରକଳ୍ପ ସମ୍ବଲପୁରର ପ୍ରଗତିରେ ଏକ ନୂଆ ଅଧ୍ୟାୟ ଯୋଡ଼ିବା ସହ ସମ୍ବଲପୁରବାସୀଙ୍କ ଜୀବନ ଧାରଣ ମାନକୁ ଦ୍ଵିଗୁଣିତ କରିବ। 'ଶାସକ' ନୁହେଁ ବରଂ 'ସେବକ' ଭାବେ ଲୋକଙ୍କ ସେବାରେ ଆମେ ସଦା ତତ୍ପର। 'ସବ୍କା ସାଥ୍, ସବ୍କା ବିକାଶ' ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଆମେ ୨୦୩୬ ସୁଦ୍ଧା ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆଗେଇ ଚାଲିଛୁ। ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ) କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରମେଶ ଜେନା ବିଧାୟକ ସାନଖେମୁଣ ବିଧାୟକ କାର୍ଯ୍ୟକ୍ରମରେ ଯୋଗଦାନ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ ଏକର ଧାନ ପୋଡ଼ି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ବର୍ଷକର ଖାଦ୍ୟ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ଦାବି।1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ବ୍ଲକ ସ୍ତରୀୟ ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ & ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ରେ ବ୍ଲକ ସ୍ତରୀୟ ମେଗା ନାମଲେଖା ଓ ଅନୁସ୍ଥାପନ ପାଠ୍ୟକ୍ରମ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ 60 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତ ରେ ସାମିଲ ହୋଇଛନ୍ତି l ଯେଉଁମାନେ ଅଧାରୁ ପାଠ ଛାଡି ଦେଇଥିଲେ ସେହି ଛାତ୍ର ଛାତ୍ରୀ ମାନେ ସରକାର ଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ମାଟ୍ରିକ & ଯୁକ୍ତ ୨ ଶିକ୍ଷାରେ ନାମ ଲେଖାଇ ପୁଣି ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ରହିଛି l ଏନେଇ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ଶତାଧିକ ଅବିଭାବକ ଙ୍କୁ ଅବଗତ କରାଇଥିଲେ ଅତିଥି ମାନେ l ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ.ଗିରିଧର, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରା, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାଏକ ଯୋଗଦେଇଥିବା ବେଳେ ଅଧାରୁ ପାଠ ଛାଡିଥିବା ଚତୁର୍ଥ ଶ୍ରେଣୀ ପାସ କରିଥିବା ଛାତ୍ର ଛାତ୍ରୀ ଚନ୍ଦ୍ରଗିରି ସ୍ଥିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସିଧାସଳଖ ଦଶମ & ଯୁକ୍ତ ୨ ଶ୍ରେଣୀ ରେ ନାମ ଲେଖାଇ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁନିତା ଭୂୟାଁ ପରିଚାଳନା କରିଥିବା ବେଳେ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସିଲୁ ପ୍ରଧାନ, ଗୌତମୀ ପରିଡ଼ା, ଚିନୁସ୍ମିତା ପ୍ରଧାନ, ରଶ୍ମିତା କାର୍ଜୀ, ସୁଶାନ୍ତ କୁମାର ପ୍ରଧାନ, ବିଶ୍ଵନାଥ ପାଇକ, ମଦନ ମୋହନ ଦଣ୍ଡସେନା, ଜିତେନ ନାୟକ,ମୋନାଲିସା ବିଶ୍ଵାଳ,କେଦାର ଗୌରୀ ସାହୁ, ଅଶୋକ କୁମାର ବୈଠାରୁ,ଗାୟତ୍ରୀ ପାଇକ ସହଯୋଗ କରିଥିଲେ l1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- ଗଞ୍ଜାମ ଧରାକୋଟ ବରଡାବିଲି ବଡ଼ ଭାଇକୁ ପ୍ରେଟ୍ରୋଲ ପକାଇ ପୋଡି ଦେଲା ସାନ ଭାଇ ଗଣେଶ ପାଣିଗ୍ରାହୀ ରିପୋର୍ଟ1