logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଖବର ଆଜିର* ତାରିଖ:୨୧/୦୪/୨୬, ମଙ୍ଗଳବାର ୧-ଭୁବନେଶ୍ୱର:ଅକ୍ଷୟ ତୃତୀୟା ବଜାରରେ ସାରା ରାଜ୍ୟରେ ୨୦୦ କୋଟିର ସୁନା ବିକ୍ରି ହେଲା। ୨-ଭୁବନେଶ୍ୱର:ବିଶ୍ବ ଦକ୍ଷତା କେନ୍ଦ୍ରରେ ୧ ବର୍ଷିଆ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ, ଆବେଦନର ଶେଷ ତାରିଖ ୩୦ ଅପ୍ରେଲ। ୩-ପୁରୀ:ସୁନା କୁରାଢିରେ ଆରମ୍ଭ ହେଲା ରଥ ନିର୍ମାଣର ଶୁଭାରମ୍ଭ; ମନ୍ତ୍ରଧ୍ୱନିରେ ଗୁଞ୍ଜିରି ଉଠିଲା ବଡ଼ଦାଣ୍ଡ। ୪-ଓଡ଼ିଶାରେ ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ନାଁ କଟିବା ପରେ ଚିନ୍ତାରେ ଗୃହ ଵିଭାଗ। ୫-ଭୁବନେଶ୍ୱରରେ ବସ୍ତି ଦଲାଲ ମାଲେ ମାଲ୍,ଉଛେଦ ଅଭିଯାନ ସତ୍ୱେ ଥମୁନି ବେଆଇନ ଜମି କାରବାର। ୬-ଆଜି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ। ୭-ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ୮-କେଶଦୁରାପାଳ:ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର। ୯-କେନ୍ଦ୍ରାପଡା ଓ ଜଗତସିଂହପୁରରେ ଆଜି ଠାରୁ ସକାଳ ୬.୩୦ ରୁ୯ଟା ପର୍ଯ୍ୟନ୍ତ ଖୋଲିବ ସ୍କୁଲ୍। ୧୦-କୋରାପୁଟ:ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ; ୫ ଜଣ ଆହତ, ୬ ଜଣଙ୍କୁ ଅଟକ ରଖିଲା ପୋଲିସ। ୧୧-ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି, ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି। ୧୨-ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା: ଶୁଣାଣୀରୁ ଓହରିବାକୁ ମନା କଲେ ଜଷ୍ଟିସ ସ୍ବର୍ଣ୍ଣକାନ୍ତା। ୧୩-ନୂଆ ଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨।୨୬ ପରୀକ୍ଷାର୍ଥୀ ରଖିଲେ ୧୦୦ ପର୍ସେଣ୍ଟାଇଲ୍। ୧୪-ଇସଲାମାବାଦ: ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ବିଫଳ, ବୈଠକକୁ ଆସିଲା ନାହିଁ ଇରାନ। ୧୫-ଦିଦିଙ୍କ ଗଡ଼ରେ କଳିଙ୍ଗ ଯୋଦ୍ଧା; ଓଡ଼ିଶା ନେତାଙ୍କ କାନ୍ଧରେ `ବଙ୍ଗ' ଦଖଲ ମଙ୍ଗ।କ୍ୟାମ୍ପେନ୍ ଦାୟିତ୍ବରେ ୮ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର୍ କ୍ୟାମ୍ପେନର୍। ୧୬-ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ୧୭-ଆଜି IPLରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ହେବ ମୁକାବିଲା। ୧୮-ବେଙ୍ଗଲରେ ୬୩୦ ଜଣ କୋଟି ପତି ପ୍ରାର୍ଥୀ।୨୩% ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା। ୧୯-ଯୁଦ୍ଧ ପରେ ଇରାନରେ ବିମାନଯାତ୍ରା ସ୍ୱଭାବିକ, ପୁଣି ଖୋଲିଲା ଇମାମ ଖୁମେନି ଓ ମେହରାବାଦ ଏୟାରପୋର୍ଟ।

4 hrs ago
user_Bikram Mohapatra
Bikram Mohapatra
Artist ଏରସମା, ଜଗତସିଂହପୁର, ଓଡ଼ିଶା•
4 hrs ago
4fe240e0-ac57-491d-a3d6-a29a9d4a1354

*ଖବର ଆଜିର* ତାରିଖ:୨୧/୦୪/୨୬, ମଙ୍ଗଳବାର ୧-ଭୁବନେଶ୍ୱର:ଅକ୍ଷୟ ତୃତୀୟା ବଜାରରେ ସାରା ରାଜ୍ୟରେ ୨୦୦ କୋଟିର ସୁନା ବିକ୍ରି ହେଲା। ୨-ଭୁବନେଶ୍ୱର:ବିଶ୍ବ ଦକ୍ଷତା କେନ୍ଦ୍ରରେ ୧ ବର୍ଷିଆ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ, ଆବେଦନର ଶେଷ ତାରିଖ ୩୦ ଅପ୍ରେଲ। ୩-ପୁରୀ:ସୁନା କୁରାଢିରେ ଆରମ୍ଭ ହେଲା ରଥ ନିର୍ମାଣର ଶୁଭାରମ୍ଭ; ମନ୍ତ୍ରଧ୍ୱନିରେ ଗୁଞ୍ଜିରି ଉଠିଲା ବଡ଼ଦାଣ୍ଡ। ୪-ଓଡ଼ିଶାରେ ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ନାଁ କଟିବା ପରେ ଚିନ୍ତାରେ ଗୃହ ଵିଭାଗ। ୫-ଭୁବନେଶ୍ୱରରେ ବସ୍ତି ଦଲାଲ ମାଲେ ମାଲ୍,ଉଛେଦ ଅଭିଯାନ ସତ୍ୱେ ଥମୁନି ବେଆଇନ ଜମି କାରବାର। ୬-ଆଜି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ। ୭-ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ୨୩ ତାରିଖ ଯାଏଁ ଲାଗି ରହିବ ତାତିର ପ୍ରଭାବ। ୮-କେଶଦୁରାପାଳ:ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର। ୯-କେନ୍ଦ୍ରାପଡା ଓ ଜଗତସିଂହପୁରରେ ଆଜି ଠାରୁ ସକାଳ ୬.୩୦ ରୁ୯ଟା ପର୍ଯ୍ୟନ୍ତ ଖୋଲିବ ସ୍କୁଲ୍। ୧୦-କୋରାପୁଟ:ଦୁଇ ଶ୍ରମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ

e0a8340a-1ba4-4cae-a6c2-7ded6ecbd549

ମୃତ; ୫ ଜଣ ଆହତ, ୬ ଜଣଙ୍କୁ ଅଟକ ରଖିଲା ପୋଲିସ। ୧୧-ଗଞ୍ଜାମରେ ୩ ଦିନ ସ୍କୁଲ ଛୁଟି, ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି। ୧୨-ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା: ଶୁଣାଣୀରୁ ଓହରିବାକୁ ମନା କଲେ ଜଷ୍ଟିସ ସ୍ବର୍ଣ୍ଣକାନ୍ତା। ୧୩-ନୂଆ ଦିଲ୍ଲୀ:ପ୍ରକାଶ ପାଇଲା ଜେଇ ମେନ୍‌ ୨୦୨୬ ସେସନ-୨।୨୬ ପରୀକ୍ଷାର୍ଥୀ ରଖିଲେ ୧୦୦ ପର୍ସେଣ୍ଟାଇଲ୍। ୧୪-ଇସଲାମାବାଦ: ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି କଥାବାର୍ତ୍ତା ବିଫଳ, ବୈଠକକୁ ଆସିଲା ନାହିଁ ଇରାନ। ୧୫-ଦିଦିଙ୍କ ଗଡ଼ରେ କଳିଙ୍ଗ ଯୋଦ୍ଧା; ଓଡ଼ିଶା ନେତାଙ୍କ କାନ୍ଧରେ `ବଙ୍ଗ' ଦଖଲ ମଙ୍ଗ।କ୍ୟାମ୍ପେନ୍ ଦାୟିତ୍ବରେ ୮ ମନ୍ତ୍ରୀ, ୪୦ରୁ ଅଧିକ ବିଧାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର୍ କ୍ୟାମ୍ପେନର୍। ୧୬-ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ୧୭-ଆଜି IPLରେ ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ହେବ ମୁକାବିଲା। ୧୮-ବେଙ୍ଗଲରେ ୬୩୦ ଜଣ କୋଟି ପତି ପ୍ରାର୍ଥୀ।୨୩% ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା। ୧୯-ଯୁଦ୍ଧ ପରେ ଇରାନରେ ବିମାନଯାତ୍ରା ସ୍ୱଭାବିକ, ପୁଣି ଖୋଲିଲା ଇମାମ ଖୁମେନି ଓ ମେହରାବାଦ ଏୟାରପୋର୍ଟ।

More news from Odisha and nearby areas
  • ଜଗତସିଂହପୁର ୨୧/୪- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୫୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୩ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୫ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ଯୋଜନା ସମ୍ପର୍କୀୟ ୭ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୮ ଟି, ଭତ୍ତା ପାଇବା ପାଇଁ ୪ ଟି, ପୋଲିସ ସହାୟତା ପାଇବା ପାଇଁ ୪ ଟି ଏବଂ ଅନ୍ୟାନ୍ୟ ୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅକ୍ଷୟ କୁମାର ପିଲ୍ଲେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାଶ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବ୍ଲକ୍ ଉନ୍ନୟନ ଅଧିକାରୀ, ଜଗତସିଂହପୁର, ଆଶୁତୋଷ ମିଶ୍ର, ତହସିଲଦାର,ଜଗତସିଂହପୁର, ଅଜୟ କୁମାର ମହାନ୍ତି,ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌର ପରିଷଦ, ଜଗତସିଂହପୁର, ସନ୍ଦିପ ସିଂ,କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ ।
    1
    ଜଗତସିଂହପୁର ୨୧/୪- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ  ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୫୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୩ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୫ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ ସମସ୍ୟା ସମ୍ପର୍କୀୟ ୩ ଟି, ଆବାସ ଯୋଜନା ସମ୍ପର୍କୀୟ ୭ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୮ ଟି, ଭତ୍ତା ପାଇବା ପାଇଁ ୪ ଟି, ପୋଲିସ ସହାୟତା ପାଇବା ପାଇଁ ୪ ଟି ଏବଂ ଅନ୍ୟାନ୍ୟ ୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୪ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅକ୍ଷୟ କୁମାର ପିଲ୍ଲେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ସତ୍ୟବ୍ରତ ଦାଶ,ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ବ୍ଲକ୍ ଉନ୍ନୟନ ଅଧିକାରୀ, ଜଗତସିଂହପୁର,  ଆଶୁତୋଷ ମିଶ୍ର, ତହସିଲଦାର,ଜଗତସିଂହପୁର, ଅଜୟ କୁମାର ମହାନ୍ତି,ଜିଲ୍ଲା ସ୍ତରୀୟ ଅଧିକାରୀ, ନିର୍ବାହୀ ଅଧିକାରୀ ପୌର ପରିଷଦ, ଜଗତସିଂହପୁର,  ସନ୍ଦିପ ସିଂ,କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ ।
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    8 hrs ago
  • କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।
    1
    କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    3 hrs ago
  • ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,
    1
    ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    13 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by P. madhu sudan rao dora
    2
    Post by P. madhu sudan rao dora
    user_P. madhu sudan rao dora
    P. madhu sudan rao dora
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା
    1
    କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.