logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରେମୁଣା ବନ୍ୟା କ୍ଷୟକ୍ଷତି ନେଇ ବିଧାୟକଙ୍କ ସମୀକ୍ଷା, ଶୀଘ୍ର ଆକଳନ ଓ ସହାୟତା ପାଇଁ ନିର୍ଦ୍ଦେଶ।

1 hr ago
user_Odisha News Express
Odisha News Express
ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
1 hr ago

ରେମୁଣା ବନ୍ୟା କ୍ଷୟକ୍ଷତି ନେଇ ବିଧାୟକଙ୍କ ସମୀକ୍ଷା, ଶୀଘ୍ର ଆକଳନ ଓ ସହାୟତା ପାଇଁ ନିର୍ଦ୍ଦେଶ।

More news from ଓଡ଼ିଶା and nearby areas
  • ବାଲେଶ୍ୱର: ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ରେମୁଣା ବିଧାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୁଁ ରାଗିନି, କାହା ପ୍ରତି ଅସନ୍ତୋଷ ବି ନାହିଁ। ଭିଡିଓକୁ ନେଇ ଯେଉଁଭଳି ପ୍ରଚାର ହେଉଛି, ତାହା ସଠିକ୍ ନୁହେଁ।" ବିଧାୟକଙ୍କ କହିବା ଅନୁସାରେ, ଘଟଣାକୁ ଭୁଲ୍ ଭାବରେ ଉପସ୍ଥାପନ କରାଯାଇଛି ଏବଂ ଏହାକୁ ନେଇ ଅନାବଶ୍ୟକ ଭ୍ରମ ସୃଷ୍ଟି କରାଯାଉଛି। ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ପ୍ରତି ତାଙ୍କର ଅସନ୍ତୋଷ କିମ୍ବା କ୍ଷୋଭ ନାହିଁ। ଏହି ପ୍ରତିକ୍ରିୟା ପରେ ଭାଇରାଲ ଭିଡିଓକୁ ନେଇ ଚାଲିଥିବା ଚର୍ଚ୍ଚାରେ ନୂଆ ମୋଡ଼ ଆସିଛି। ଏବେ ସମସ୍ତଙ୍କ ନଜର ଏହି ପ୍ରସଙ୍ଗର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
    1
    ବାଲେଶ୍ୱର: ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ରେମୁଣା ବିଧାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ମୁଁ ରାଗିନି, କାହା ପ୍ରତି ଅସନ୍ତୋଷ ବି ନାହିଁ। ଭିଡିଓକୁ ନେଇ ଯେଉଁଭଳି ପ୍ରଚାର ହେଉଛି, ତାହା ସଠିକ୍ ନୁହେଁ।"
ବିଧାୟକଙ୍କ କହିବା ଅନୁସାରେ, ଘଟଣାକୁ ଭୁଲ୍ ଭାବରେ ଉପସ୍ଥାପନ କରାଯାଇଛି ଏବଂ ଏହାକୁ ନେଇ ଅନାବଶ୍ୟକ ଭ୍ରମ ସୃଷ୍ଟି କରାଯାଉଛି। ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ବ୍ୟକ୍ତିଙ୍କ ପ୍ରତି ତାଙ୍କର ଅସନ୍ତୋଷ କିମ୍ବା କ୍ଷୋଭ ନାହିଁ।
ଏହି ପ୍ରତିକ୍ରିୟା ପରେ ଭାଇରାଲ ଭିଡିଓକୁ ନେଇ ଚାଲିଥିବା ଚର୍ଚ୍ଚାରେ ନୂଆ ମୋଡ଼ ଆସିଛି। ଏବେ ସମସ୍ତଙ୍କ ନଜର ଏହି ପ୍ରସଙ୍ଗର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    1 hr ago
  • ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    1
    ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ 
ଗୋରୁ ବେପାର ବ୍ୟାନ ପରେ ମୁଁ ମଣିଷଙ୍କୁ କିପରି ବେପାର କରନ୍ତି ଦେଖିଲି।ମୁଣ୍ଡ ପିଛା 150 ଟଙ୍କାରେ ଲୋକଙ୍କୁ କିଣାବିକା ହୁଏ ବିଶ୍ୱାସ ସାମ୍ନାରେ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • ସିମୁଳିଆ ବ୍ଲକରେ ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ
    1
    ସିମୁଳିଆ ବ୍ଲକରେ ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ 
ଜିଲ୍ଲାପାଳ ଓ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି: ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।
    1
    ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି:
ନାରାୟଣ ମହାନ୍ତି ପଡିଆ ଅରୁଣି ନାଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଜାରି:
ଭୋଗରାଇ,୩୧/୭ ପ୍ରଚଳ ବର୍ଷା ଯୋଗୁଁ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର କୀର୍ତ୍ତନିଆ ପାହି ଅଞ୍ଚଳର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ଏଠାରେ ଥିବା ଆରୁଣି ନାଳରୁ ଜଳ ନିଷ୍କାସନ ହେଉ ନ ଥିବାରୁ ପରିସ୍ଥିତି ଅଧିକ ସଂଗିନ ହେବାରୁ  ସରପଞ୍ଚ ରାଧାରାଣୀ ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ତଥା ବିଜେଡି ବ୍ଲକ ସଭାପତି ପ୍ରଦୀପ ବେହେରାଙ୍କ ସହ ସ୍ଥାନୀୟ ଅଧିବାସୀ ମାନେ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସଙ୍କୁ ଅବଗତ କରାଇଥିଲେ। ବିଧାୟକ ଡ୍ରେନେଜ୍ ବିଭାଗକୁ ଏ ସମ୍ପର୍କରେ ଜଣାଇ ତୁରନ୍ତ ନାଳ ସଫା କରିବାକୁ ଜଣାଇବା ପରେ  ଏହି କାମ ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଧିବାସୀ ଶିକ୍ଷାବିତ ନନ୍ଦଦୁଲାଲ ବେଜ, ରବିନ୍ଦ୍ର ପରିଡା, ମତ୍ସ୍ୟ ବ୍ୟବସାୟୀ ସଂଘର ସଭାପତି ମାଧବ ପ୍ରଧାନ, କୃଷକ ଯଜ୍ଞେଶ୍ଵର ସାହୁ, ବିନୋଦ ପାତ୍ର, ଭୂବନ ପ୍ରମାଣିକ ସମେତ ଶତାଧିକ ଚାଷୀ ସାଧୁବାଦ ଜ୍ଞାପନ କରିଛନ୍ତି ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    23 hrs ago
  • ସାମ୍ବାଦିକ ପରିଚୟର ଅପବ୍ୟବହାର -ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି -ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି। ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍‌ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି । ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି। ଏଣୁ, ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।
    4
    ସାମ୍ବାଦିକ ପରିଚୟର ଅପବ୍ୟବହାର
 -ଗଣମାଧ୍ୟମର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି
-ଜିଲ୍ଲାପାଳଙ୍କୁ ଭେଟିଲା ମୟୂରଭଞ୍ଜ ସାମ୍ବାଦିକ ପରିବାର
ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ସଦସ୍ୟ ଶନିବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟି ନିଜର ସମସ୍ୟା ଜଣାଇବା ସହିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ ପତ୍ର ପ୍ରଦାନ କରିଛନ୍ତି । 
ଜିଲ୍ଲାରେ କିଛି ବ୍ୟକ୍ତି ସାମ୍ବାଦିକ କିମ୍ବା ୱେବ୍ ଚ୍ୟାନେଲର ପ୍ରତିନିଧି/ସମ୍ପାଦକ/ମାଲିକ ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅବାଧରେ ପ୍ରବେଶ କରୁଥିବା ଏବଂ ସାମ୍ବାଦିକତାର ନାମରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ପତ୍ରରେ ଦର୍ଶାଇଛନ୍ତି ।
ଅଭିଯୋଗ ଅନୁଯାୟୀ, କେତେକ ବ୍ୟକ୍ତି ନାମକୁ ଖବରକାଗଜ ସହ ଜଡ଼ିତ ଥିଲେ ମଧ୍ୟ ସେମାନଙ୍କ ଖବର ପ୍ରକାଶ ପାଉନଥିବା ସତ୍ତ୍ୱେ ସାମ୍ବାଦିକ ପରିଚୟକୁ ବ୍ୟବହାର କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ନିକଟତା ସୃଷ୍ଟି କରିବାର ପ୍ରୟାସ କରୁଛନ୍ତି। ଏପରିକି ନିଜସ୍ୱ ବୁମ୍ ଓ ମାଇକ୍ ବ୍ୟବହାର କରି ୱେବ୍ ରିପୋର୍ଟର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟାଳୟ ବୁଲି ବିଜ୍ଞାପନ ଆଳରେ ଅର୍ଥ ଦାବି କରିବା ଏବଂ ଅର୍ଥ ନମିଳିଲେ ସୋସିଆଲ ମିଡିଆରେ ମିଥ୍ୟା କିମ୍ବା ଅପମାନଜନକ ପ୍ରଚାର କରିବାର ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।
ସେହିପରି, ରାସ୍ତାଘାଟରେ ଯାନବାହନ/ପରିବହନ ଯାଞ୍ଚକରିବା, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ତ୍ରୁଟି ଖୋଜିବା ନାଁରେ ଅନୈତିକ ଭାବେ ଅର୍ଥ ଆଦାୟ କରିବାର ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି।
ଏହାବ୍ୟତୀତ, କିଛି ଅପରାଧିକ ପୃଷ୍ଠଭୂମି ଥିବା କିମ୍ବା ବିଭିନ୍ନ ଥାନାରେ ମାମଲା ରହିଥିବା ବ୍ୟକ୍ତିମାନେ ମଧ୍ୟ ସାମ୍ବାଦିକ, ୱେବ୍ ଚ୍ୟାନେଲ ରିପୋର୍ଟର କିମ୍ବା କ୍ୟାମେରାମ୍ୟାନ୍ ପରିଚୟ ଦେଇ ସରକାରୀ ଓ ବେସରକାରୀ ପ୍ରେସ୍ ମିଟ୍‌ରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସାମ୍ବାଦିକ ନଥାଇ ନିଜ ଦୁଇ/ଚାରି ଚକିଆ ଯାନରେ ପ୍ରେସ୍ ଲେଖି କିଛି ବ୍ୟକ୍ତି ବେଆଇନ କାର୍ଯ୍ୟର ଫାଇଦା ହାସଲ କରୁଛନ୍ତି ।
ଏପରି କାର୍ଯ୍ୟକଳାପ ଫଳରେ ଜିଲ୍ଲାର ପ୍ରକୃତ ଓ ମୁଖ୍ୟଧାରାର ସାମ୍ବାଦିକମାନଙ୍କର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ସହ ସାମ୍ବାଦିକତା ପେଶାର ବିଶ୍ୱସନୀୟତା ମଧ୍ୟ ପ୍ରଭାବିତ ହେଉଛି।
ଏଣୁ,  ଉପରୋକ୍ତ ବିଷୟରେ ଏକ ନିରପେକ୍ଷ ତଦନ୍ତ ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ପ୍ରକୃତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପରିଚୟ  ଯାଞ୍ଚ କରାଯାଇ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଗଣମାଧ୍ୟମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ବଜାୟ ରହିବ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l
    1
    ବନ୍ୟା ପରିଚାଳନାରେ ପ୍ରଶାସନକୁ ଦୋଷାରପ୍ କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    4 hrs ago
  • Breaking News BREAKING Headlines Today
    1
    Breaking News
BREAKING
Headlines
Today
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    34 min ago
  • ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୨ରୁ ଉର୍ଦ୍ଧ୍ୱ ପ୍ରଭାବିତ ବ୍ଲକର ସ୍ଥିତି ଅନୁଧ୍ୟାନ କରିଛନ୍ତି।
    1
    ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଆକାଶମାର୍ଗରୁ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୧୨ରୁ ଉର୍ଦ୍ଧ୍ୱ ପ୍ରଭାବିତ ବ୍ଲକର ସ୍ଥିତି  ଅନୁଧ୍ୟାନ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.