Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲା ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ ଆସିକା:(, ୩୧/୩/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଢ଼ଉଗାଁ ସ୍ଥିତ ଶ୍ରୀ ଶ୍ରୀ ଭୁବନେଶ୍ୱର ମହାଦେବ ଙ୍କ ମନ୍ଦିର ପୁନଃ ଉଦ୍ଧାର ଓ ସଂସ୍କାର ସହ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଆଜି ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ମନ୍ଦିର ନିକଟରେ ପଣ୍ଡିତ ମାନଙ୍କ ବେଦ ପାଠ ସହକାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆସନ୍ତା ମେ ମାସ 3 ତାରିଖ ଠାରୁ ଏହା ଆରମ୍ଭ ହୋଇ 8 ତାରିଖ ଦିନ ପୂର୍ଣ୍ଣାହୂତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମର ପୁରୁଷ ଓ ମହିଳା ମାନେ ହରିବୋଲ, ହୁଳହୁଳି,ଘଣ୍ଟ ,ମୃଦଙ୍ଗ ସହ ଗ୍ରାମ ପରିକ୍ରମା ପରେ ମନ୍ଦିର ନିକଟରେ ଉପସ୍ଥିତ ହେବାପରେ ଅତ୍ୟନ୍ତ ଅନୁକୂଳ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟ ସମାପନ ହୋଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl

More news from ଓଡ଼ିଶା and nearby areas
- ନୟାଗଡ ପଞ୍ଚାୟତରାଜ ବିଭାଗ ର ଏ. ପି. ଡ଼ି ମହେଶ୍ୱର ରଥ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ (ପାର୍ଟ 2) #spnewstvliveodia #brekingnews #jilaparisadnayagarh #cmoodisha #dmnayagarh #panchayatrajbibhag1
- #ଏ ତ ତେ ଭଲ ପାଇ ଲି ନ ଦୁଇ ହଜାର ଦ ଶ ଠା ନୁ 🌹🌹🇹🇯🇹🇯🇹🇯🌹🌹1
- ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.1
- Post by Manoj kumar baliyarsingh4
- ବୌଦ୍ଧ ଜ଼ିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଅବଦୁଲ କଲିମ ଖାଁ ଓରଫ ରାଜାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଏଭଳି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।1
- Post by Rajesh Samantaray1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସ୍ଥିତ ସରକାରୀ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କୁ ମଙ୍ଗଳବାର ଦିନ ଅପରାହ୍ନ ରେ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସର ରେ ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ଶିକ୍ଷାବିତ ଧରଣୀଧର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ1
- Post by Narendra Kumar Das1