Shuru
Apke Nagar Ki App…
ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଗଞ୍ଜାମ : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜନ କରାଯାଇଥିଲା। ଏହି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ନିକଟରୁ ଆସିଥିବା ଅଭିଯୋଗଗୁଡ଼ିକୁ ଶୁଣିଥିଲେ ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ହୋଇ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜିଲ୍ଲା ପ୍ରଶାସନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ
Utkal Gourav

More news from ଓଡ଼ିଶା and nearby areas
- ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ପ୍ରାଇଭେଟ୍ ହାତରେ ଜନତା ବିକ୍ରି ହୋଇଯିବେ #Privet #People #Government #Viral #Update #latest #Recent #odisha #India #news1
- Post by Ansubhai Pandey1
- କୁକୁଡ଼ାଖଣ୍ତି ବ୍ଳକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି #live_odisha_news_update #published_from #kukudakhandi #block1
- ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa1
- Post by Samanta Sekhar Nayak1
- sad shyari 😥1
- ମରଣଯନ୍ତା ସାଜିଛି ବାଲେଶ୍ଵରର ମୁଖଶାଳା, ପ୍ରଶାସନ ବିରୋଧରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା.. ଅଚଳ ହେଲା ରାଜପଥ... ଗଣେଶ ପାଣିଗ୍ରାହୀ ରିପୋର୍ଟ1