logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କପାସିରା ଗୁରୁହାଣ୍ଡି ଜୋର ପାଣିର ସୁଅରେ ଭାସିଗଲେ ବାଇକ ଚାଲକ,ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି ପାଣିର ସୁଅରେ ଭାସିଗଲେ ବାଇକ ଚାଲକ, ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ଲାଗି ପଡିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି l ଆଜି ଜିଲ୍ଲାର ସମସ୍ତେ ସରକାରୀ ଶିକ୍ଷ୍ୟାନୁଷ୍ଠାନ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ l ପ୍ରବଳ ବର୍ଷା ହେବାରୁ ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ତିନିଫୁଟର ପାଣି ପ୍ରବାହିତ l ଯେଉଁଥି ପାଇଁ ଯାତାୟାତ ବାଧାପ୍ରାପ୍ତ ହେଉଛି l ଜଣେ ବାଇକ ଚାଲକ ବିପଦ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ଏକ ବାଇକ ଚାଲକ ଭାସି ଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି l

6 hrs ago
user_BINKA KHABAR
BINKA KHABAR
ବିନିକା, ସୋନପୁର, ଓଡ଼ିଶା•
6 hrs ago

ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କପାସିରା ଗୁରୁହାଣ୍ଡି ଜୋର ପାଣିର ସୁଅରେ ଭାସିଗଲେ ବାଇକ ଚାଲକ,ସ୍ଥାନୀୟ ଲୋକେ ସୁରକ୍ଷିତ ଉଦ୍ଧାର କରିଛନ୍ତି ପାଣିର ସୁଅରେ ଭାସିଗଲେ ବାଇକ ଚାଲକ, ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ଲାଗି ପଡିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି l ଆଜି ଜିଲ୍ଲାର ସମସ୍ତେ ସରକାରୀ ଶିକ୍ଷ୍ୟାନୁଷ୍ଠାନ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ l ପ୍ରବଳ ବର୍ଷା ହେବାରୁ ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ତିନିଫୁଟର ପାଣି ପ୍ରବାହିତ l ଯେଉଁଥି ପାଇଁ ଯାତାୟାତ ବାଧାପ୍ରାପ୍ତ ହେଉଛି l ଜଣେ ବାଇକ ଚାଲକ ବିପଦ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ଏକ ବାଇକ ଚାଲକ ଭାସି ଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି l

More news from ଓଡ଼ିଶା and nearby areas
  • ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ଉଦ୍ୟମରେ ସମସ୍ତ ୨୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
    1
    ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀର ଉଦ୍ୟମରେ ସମସ୍ତ ୨୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹* *🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹* *🌹୨୯-୭-୨୦୨୬((ବୁଧବାର))🌹* 🪷🪷🪷🪷🪷🪷🪷🪷🪷 *ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।* 🪷🪷🪷🪷🪷🪷🪷🪷🪷 *ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)* *କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।* *ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।* 🪷🪷🪷🪷🪷🪷🪷🪷🪷 *ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।* 🪷🪷🪷🪷🪷🪷🪷🪷🪷 *(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।* 🪷🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷 *ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।* *ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।* *ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।* *କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।* *ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।* *କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।* *ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।* *ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।* *ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।* *ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।* *କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।* *ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*
    1
    *🌹{{ଶ୍ରୀ ମହାବୀର ପଞ୍ଚାଙ୍ଗ}}🌹*
*🌹[[ବ୍ୟାସ ଓ ଗୁରୁ ପୂର୍ଣ୍ଣିମା]]🌹*
*🌹୨୯-୭-୨୦୨୬((ବୁଧବାର))🌹*
🪷🪷🪷🪷🪷🪷🪷🪷🪷
*ଅଦ୍ଯ କର୍କଟ ଦି୧୩ନ, ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦ୩୭।୦ ରାଘ୮।୧୩,ଉତ୍ତରାଷାଢ଼ା ଦ୨୭।୪୦ ଦିଘ୪।୨୯,ମକର ଚନ୍ଦ୍ର ୬୦।*
🪷🪷🪷🪷🪷🪷🪷🪷🪷
*ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*
*କର୍କଟ ଦ ୧/୫୮/୨୫ ଇଂଘ ୫/୨୪/୫୨ ଗତେ ଉଦୟ।*
*ମକର ଦ ୧/୫୩/୩୦ ଇଂଘ ୬/୨୧/୩୪ ଗତେ ଅସ୍ତ।*
🪷🪷🪷🪷🪷🪷🪷🪷🪷
*ଯୋଗିନୀ ବାୟବ୍ୟେ । ରାତ୍ରି ଘ୮।୧୩ ଗତେ ପୂର୍ବେ ।ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୪।୨୯ ଗତେ ଧନିଷ୍ଠା,ଶତଭିଷା, ଉତ୍ତରଭାଦ୍ର, ଅଶ୍ବିନୀ ,କୃତ୍ତିକା ,ମୃଗଶିରା, ଆର୍ଦ୍ର ପୁଷ୍ୟା ମଘା ଉତ୍ତରାଫାଃ ,ଚିତ୍ରା, ସ୍ଵାତୀ, ଅନୁରାଧା ମୂଳା ଉତ୍ତରାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୩୯ ଗତେ ଘ୧୦।୧୬ ମଧ୍ୟେ କାଳବେଳା । ଘ୧୧।୫୩ ଗତେ ଘ୧।୩୦ ମଧ୍ୟେ ବାରବେଳା* *। ରାତ୍ରି ଘ୨।୩୯ ଗତେ ଘ୪।୨ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୪।୨୯ ମଧ୍ୟେ ପାଦଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରଜଶ୍ଚକ୍ରେ ବିଧବା । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ସ୍ତ୍ରୀ ତୈଳବର୍ଜନ । ମତ୍ସ୍ୟ ମାଂସ ରାତ୍ରି ଘ୮।୧୩ ଗତେ କୁଷ୍ମାଣ୍ଡ(ପାଣି କଖାରୁ) ଭକ୍ଷଣ ନିଷେଧ । ଅଦ୍ୟ ବ୍ୟାସ ଓ ଗୁରୁପୂର୍ଣ୍ଣିମା । ବ୍ୟାସଦେବଙ୍କ ଜୟନ୍ତୀ ।ଶରଣଂ ।*
🪷🪷🪷🪷🪷🪷🪷🪷🪷 
*(ଅମୃତ)-ଦିବା ଘ୭।୧ ମଧ୍ୟେ ଘ୧୧।୪୯ ଗତେ ଘ୧।୨୫ ମଧ୍ୟେ । ରାତ୍ରି ଘ୭।୧୦ ଗତେ ଘ୯।୩୪ ମଧ୍ୟେ ଘ୨।୨୨ ଗତେ ଘ୫।୨୫ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୩।୪୯ ଗତେ ଘ୫।୨୪ ମଧ୍ୟେ ରାତ୍ରି ଘ୯।୩୪ ଗତେ ଘ୧୧।୧୦ ମଧ୍ୟେ ।*
🪷🪷🪷🪷🪷🪷🪷🪷🪷
🪷🪷🪷🪷🪷🪷🪷🪷🪷

*ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।*

*ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।*

*ମିଥୁନ: ବାପା ମାଆଙ୍କ ସାହାଯ୍ୟରେ ଗୁରୁତ୍ବପୂର୍ଣ୍ଣ କାମ ସ˚ପୂର୍ଣ୍ଣ ହେବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।*

*କର୍କଟ: ବିଶେଷ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବନ୍ଧୁ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯାଇପାରନ୍ତି। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।*

*ସି˚ହ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶ˚ସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ।*

*କନ୍ୟା: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। କୌଣସି ନୂଆ କାମ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସୁଖକର ହେବ।*

*ତୁଳା: ନିଜର ଭବିଷ୍ୟତ ସମ୍ବନ୍ଧରେ ଚିନ୍ତା କରିବେ। ଆପଣଙ୍କର ଆୟ ବୃଦ୍ଧି ହେବାର ସ˚କେତ ମିଳିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।*

*ବିଛା: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନିଜର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ।*

*ଧନୁ: ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରେ ମାଙ୍ଗଳିକ କାର୍ଯ୍ୟ ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ପାଖ ସହରକୁ ଯାଇପାରନ୍ତି।*

*ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବାଲ୍ୟବନ୍ଧୁଙ୍କ ସହିତ ଭେଟ ହୋଇପାରେ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ।*

*କୁମ୍ଭ: କୌଣସି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ।*

*ମୀନ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ରହିବ। କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ।*
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ତୁହା କୁ ତୁହା ବର୍ଷା ହେଉଥିବା ବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ଲଗାଣ ବର୍ଷା ଲାଗି ରହିଛି। ତୁହା କୁ ତୁହା ବର୍ଷା ହେଉଥିବା ବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    1
    ଚେରୁପାଲି ଅଙ୍ଗ ନଦୀ ରେ ବନ୍ଯା ଜଳ ଚାରି ଆଡ଼େ ଦେଖିବାକୁ ମିଳିଛି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    13 hrs ago
  • ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ । ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜlବହୁଲ ଗାଁ କୁମ୍ଭାରୀରେ ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ । ପୂର୍ବ ଦିଗରେ ଜିରା ନଦୀ,ଦକ୍ଷିଣରେ ରାଞ୍ଜ ନଦୀ,ପଶ୍ଚିମରେ ବୁରୋଗାଢ଼ ନଦୀ ଓ ଉତ୍ତରରେ ପୁଣି ଜିରା ନଦୀ ପ୍ରବାହିତ । କୁମ୍ଭାରୀ ସମ୍ପୂର୍ଣ୍ଣ ଟାପୁ ଟାଏ ବୋଲି ଲୋକେ କହୁଛନ୍ତି । ହୋ ୟାଙ୍ଗ ହୋ ନଦୀ ଚୀନର ଦୁଃଖ ପରି କୁମ୍ଭାରୀ - ରେମତା ସଙ୍ଗମ ସ୍ଥଳରେ ଥିବା ବ୍ୟୁରୋଗାଢ଼ ନଦୀ ବ୍ରିଜ କୁମ୍ଭାରୀ ତଥା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇ ନଳ ଦ୍ଵାରା ବ୍ରିଜ ହୋଇଥିବାରୁ ପାଞ୍ଚ ଫୁଟରୁ ଦଶ ଫୁଟ ପର୍ଯ୍ୟନ୍ତ ପାଣି ଆସୁଛି । ଫଳରେ ଚାଷୀ ଶ୍ରମିକ ମାନଙ୍କର କୋଟି କୋଟି ଟଙ୍କାର କ୍ଷତି ହେଉଛି । ବର୍ଷା ବାରମ୍ବାର ଲଗାଣ ବର୍ଷାରେ ଦଶ ବlରଥର ବ୍ରିଜ ଉପରେ ପାଣି ମାଡି ଆସିଥିବାରୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ପାଇଁ ୧୦ ହଜାରରୁ ଉର୍ଦ୍ଧ୍ବ ଯାତl ଯାତ କରୁଥିବା ଲୋକେ ଉଭୟ ସରକାରଙ୍କୁ ଦୃଢ଼ ଦାବୀ କରିଛନ୍ତି ।
    1
    ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ ।
ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜlବହୁଲ ଗାଁ କୁମ୍ଭାରୀରେ ଏ ବର୍ଷର ବଡ଼ ବନ୍ୟା ,ଗାଁର ଚାରି ପାଖରେ ନଦୀ ନାଳ ପୋଖରୀ ଖେତ ଖଳା ଜମିବାଡ଼ି ସବୁ ଜଳାର୍ଣ୍ଣବରେ ପରିଣତ । ପୂର୍ବ ଦିଗରେ ଜିରା ନଦୀ,ଦକ୍ଷିଣରେ ରାଞ୍ଜ ନଦୀ,ପଶ୍ଚିମରେ ବୁରୋଗାଢ଼ ନଦୀ ଓ ଉତ୍ତରରେ ପୁଣି ଜିରା ନଦୀ ପ୍ରବାହିତ । କୁମ୍ଭାରୀ ସମ୍ପୂର୍ଣ୍ଣ ଟାପୁ ଟାଏ ବୋଲି ଲୋକେ କହୁଛନ୍ତି । ହୋ ୟାଙ୍ଗ ହୋ ନଦୀ ଚୀନର ଦୁଃଖ ପରି କୁମ୍ଭାରୀ - ରେମତା ସଙ୍ଗମ ସ୍ଥଳରେ ଥିବା ବ୍ୟୁରୋଗାଢ଼ ନଦୀ ବ୍ରିଜ କୁମ୍ଭାରୀ ତଥା ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖ ହୋଇପଡିଛି । ସାମାନ୍ୟ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇ ନଳ ଦ୍ଵାରା ବ୍ରିଜ ହୋଇଥିବାରୁ ପାଞ୍ଚ ଫୁଟରୁ ଦଶ ଫୁଟ ପର୍ଯ୍ୟନ୍ତ ପାଣି ଆସୁଛି । ଫଳରେ ଚାଷୀ ଶ୍ରମିକ ମାନଙ୍କର କୋଟି କୋଟି ଟଙ୍କାର କ୍ଷତି ହେଉଛି ।  ବର୍ଷା ବାରମ୍ବାର ଲଗାଣ ବର୍ଷାରେ ଦଶ ବlରଥର ବ୍ରିଜ ଉପରେ ପାଣି ମାଡି ଆସିଥିବାରୁ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ପାଇଁ ୧୦ ହଜାରରୁ ଉର୍ଦ୍ଧ୍ବ ଯାତl ଯାତ କରୁଥିବା ଲୋକେ ଉଭୟ ସରକାରଙ୍କୁ ଦୃଢ଼ ଦାବୀ କରିଛନ୍ତି ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଜିଲ୍ଲାପାଳ ଜିଲ୍ଲାର ଅନେକ ସ୍ଥାନ ବୁଲି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି l ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା ତରଭା, ଡୁଙ୍ଗୁରିପାଲି, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ପ୍ରାୟ ବାହାରିବା ଅସମ୍ଭବ ହୋଇଯାଉଛି l ଜିଲ୍ଲା ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା, ତରଭା, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ତିନିଫୁଟର ପାଣି ପ୍ରବାହିତ l ଯେଉଁଥିପାଇଁ ଯାତାୟାତ ବାଧାପ୍ରାପ୍ତ l ଜଣେ ବାଇକ ଚାଲକ ବିପଦ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ଏକ ବାଇକ ଚାଲକ ଭାସି ଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ତରଭା ରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l ତରଭା ଏନ ଏ ସି ତଳିଆ ଘର ଭିତରମାନଙ୍କୁ ପାଣି ପଶି l ତରଭା -କଣ୍ଟାମାଲ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତାରେ 3 ଫୁଟ ପାଣି ପ୍ରବାହିତ ହେଉଛି ତରଭା ରୁ କଣ୍ଟାମାଲ ରାସ୍ତା ବନ୍ଦ ହୋଇ ପଡିଛି l ତରଭା ଅଂଚଳରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି l ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ତିନି ଫୁଟ ବର୍ଷା ଜଳ ଯୋଗୁଁ l ସିଆଳି ଜୁଲୁଣ୍ଡା ଯାତାୟତ ଠପ୍ l ସେପଟେ ବିନିକା ବିଜ୍ଞାପିତ ଅଞ୍ଚଳ କଇରାପାଳି 10 ନମ୍ବର ୱାର୍ଡରେ ଜଳ ବନ୍ଦୀ ସ୍ଥିତି ଦେଖାଦେଇଛି l ଲଗାଣ ବର୍ଷା ଜଳରେ ଉବୁଟୁବୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ଅନେକ ଘରେ ପାଣି ପଶିଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଲିକୁ ସୁରକ୍ଷିତ ଭାବେ ନେଉଥିବା ଦେଖିବାକୁ ମିଳିଛି ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ଯ ଦିଆଯାଇଛି l କେବଳ ସେତିକି ନୁହେଁ ବିନିକା ବ୍ଲକ ଘଣ୍ଟପାଲି ଗାଁ ନିକଟରେ ମହାନଦୀରୁ ମାଡ଼ି ଆସିଲା ବନ୍ୟା ପାଣି l ବନ୍ୟା ପାଣିରେ ଫସି ଯାଇଥିବା 7ଜଣକୁ ଉଦ୍ଧାର କରିଛି ବିନିକା ଅଗ୍ନୀଶମ ବାହୀନି l ଘଣ୍ଟପାଲି ନିକଟରେ ଜଣେ ବ୍ୟକ୍ତି ପାମ ଅଏଲ ଚାଷ କରିଛନ୍ତି l ସେଠାରେ ଦୁଇଟି ପରିବାର ରହି ଶ୍ରମିକ ଭାବରେ କାମ କରୁଥିଲେ l ପ୍ରବଳ ବର୍ଷା ହୋଇଥିବାରୁ ନିକଟରେ ନଦୀପାଣି ଓ ବର୍ଷା ପାଣି ଘେରି ଯାଇଥିଲା l ଗ୍ରାମବାସୀଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଗ୍ରାମବାସି 112କୁ କଲ କହିଥିଲେ l ବିନିକା ଅଗ୍ନୀଶମ ବାହୀନି ପହଞ୍ଚି ସାତ ଜଣକୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ଅପରପକ୍ଷରେ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳର ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କ ଜୀବନ ସୁରକ୍ଷିତ ପାଇଁ ପ୍ରଶାସନ ପକ୍ଷରୁ ସଜାକଥିବା କହିଛନ୍ତି l ବର୍ଷା ବିତ୍ପାତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ଅସମୟରେ କେବଳ ଯେ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବ ତା ନୂହେଁ ଲୋକଙ୍କୁ ସାହାଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତ୍ୟବ୍ୟ l
    1
    ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ଜିଲ୍ଲାପାଳ ଜିଲ୍ଲାର ଅନେକ ସ୍ଥାନ ବୁଲି ଦେଖିଲେ 
ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇଯାଉଛି l ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା ତରଭା, ଡୁଙ୍ଗୁରିପାଲି, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରବଳ ବର୍ଷ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ବର୍ଷଯୋଗୁ ଘରୁ ପ୍ରାୟ ବାହାରିବା ଅସମ୍ଭବ ହୋଇଯାଉଛି l ଜିଲ୍ଲା ସମସ୍ତ ଛଅଟି ବ୍ଲକ ରେ ପ୍ରବଳ ବର୍ଷହେଉଥିବା ଦେଖିବାକୁ ମିଳିଛି l ବିଶେଷକରୀ ଜିଲ୍ଲାର ବିନିକା,  ତରଭା, ବିରମହାରାଜପୁର ସୋନପୁର ରେ ସ୍ଥିତି ବିଗୁଡୁଥିବା ଦେଖାଯାଉଛି l ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ତିନିଫୁଟର ପାଣି ପ୍ରବାହିତ l ଯେଉଁଥିପାଇଁ ଯାତାୟାତ ବାଧାପ୍ରାପ୍ତ l ଜଣେ ବାଇକ ଚାଲକ ବିପଦ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ଏକ ବାଇକ ଚାଲକ ଭାସି ଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ତରଭା ରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି l ତରଭା ଏନ ଏ ସି ତଳିଆ ଘର ଭିତରମାନଙ୍କୁ ପାଣି ପଶି l ତରଭା -କଣ୍ଟାମାଲ ରାସ୍ତାର ବଡ଼ବନ୍ଧ ନିକଟ ରାସ୍ତାରେ 3 ଫୁଟ ପାଣି ପ୍ରବାହିତ ହେଉଛି ତରଭା ରୁ କଣ୍ଟାମାଲ ରାସ୍ତା ବନ୍ଦ ହୋଇ ପଡିଛି l ତରଭା ଅଂଚଳରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି l ବିନିକା ବ୍ଲକ ଜୁଲୁଣ୍ଡା ଜାମନାଲି ପୋଲ ଉପରେ ତିନି ଫୁଟ ବର୍ଷା ଜଳ ଯୋଗୁଁ l ସିଆଳି ଜୁଲୁଣ୍ଡା ଯାତାୟତ ଠପ୍ l  ସେପଟେ ବିନିକା ବିଜ୍ଞାପିତ ଅଞ୍ଚଳ କଇରାପାଳି 10 ନମ୍ବର ୱାର୍ଡରେ ଜଳ ବନ୍ଦୀ ସ୍ଥିତି ଦେଖାଦେଇଛି l ଲଗାଣ ବର୍ଷା ଜଳରେ ଉବୁଟୁବୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ l ଅନେକ ଘରେ ପାଣି ପଶିଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଲିକୁ ସୁରକ୍ଷିତ ଭାବେ ନେଉଥିବା ଦେଖିବାକୁ ମିଳିଛି ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ଯ ଦିଆଯାଇଛି l କେବଳ ସେତିକି ନୁହେଁ  ବିନିକା ବ୍ଲକ ଘଣ୍ଟପାଲି ଗାଁ ନିକଟରେ ମହାନଦୀରୁ ମାଡ଼ି ଆସିଲା ବନ୍ୟା ପାଣି l ବନ୍ୟା ପାଣିରେ ଫସି ଯାଇଥିବା 7ଜଣକୁ ଉଦ୍ଧାର କରିଛି ବିନିକା ଅଗ୍ନୀଶମ ବାହୀନି l ଘଣ୍ଟପାଲି ନିକଟରେ ଜଣେ ବ୍ୟକ୍ତି ପାମ ଅଏଲ ଚାଷ କରିଛନ୍ତି l ସେଠାରେ ଦୁଇଟି ପରିବାର  ରହି ଶ୍ରମିକ ଭାବରେ କାମ କରୁଥିଲେ l   ପ୍ରବଳ ବର୍ଷା ହୋଇଥିବାରୁ ନିକଟରେ ନଦୀପାଣି ଓ ବର୍ଷା ପାଣି ଘେରି ଯାଇଥିଲା l ଗ୍ରାମବାସୀଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଗ୍ରାମବାସି 112କୁ କଲ କହିଥିଲେ l ବିନିକା ଅଗ୍ନୀଶମ ବାହୀନି ପହଞ୍ଚି ସାତ ଜଣକୁ ଡଙ୍ଗା ସାହାଯ୍ୟରେ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ଅପରପକ୍ଷରେ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳର ବୁଲି ପରିସ୍ଥିତି ଉପରେ ନଜର ରଖିବା ସହିତ ଲୋକଙ୍କ ଜୀବନ ସୁରକ୍ଷିତ ପାଇଁ ପ୍ରଶାସନ ପକ୍ଷରୁ ସଜାକଥିବା କହିଛନ୍ତି l                                          
ବର୍ଷା ବିତ୍ପାତ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ଅସମୟରେ କେବଳ ଯେ ପ୍ରଶାସନ ପକ୍ଷରୁ ସାହାଯ୍ୟ କରାଯିବ ତା ନୂହେଁ ଲୋକଙ୍କୁ ସାହାଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତ୍ୟବ୍ୟ l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    6 hrs ago
  • *ଖବର ଆଜିର, ୨୯ ଜୁଲାଇ, ବୁଧବାର* ================= ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ। ଆଜି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ବିପଦ। କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଆଡକୁ ବଢୁଛି ବୈତରଣୀ ନଦୀ। ଭଦ୍ରକ ସହରର ରାସ୍ତାଘାଟ ଜଳମଗ୍ନ, ବୁଡ଼ିଗଲା ପରି ପରିସ୍ଥିତି। ଅବିରତ ବର୍ଷା ଫଳରେ ବୈତରଣୀ ନଦୀ ଦ୍ୱାରା ଯାଜପୁରରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ମୟୁରଭଞ୍ଜରେ ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ। ୩୦ ଜିଲ୍ଲାର ସମ୍ପ୍ରସାରଣ ଅଧିକାରୀଙ୍କ ସମ୍ମିଳନୀ। ସରକାରୀ ଗାଡ଼ି, ଓପିଏସସି ନିଯୁକ୍ତି ଓ ସ୍ୱାସ୍ଥ୍ୟ ବୀମା ବାବଦରେ ବ୍ୟାପକ ଆଲୋଚନା କଲେ। ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ବୋଲି ଅଭିଯାଗ। ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ମୟୁରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେରଳରେ କାମ କରୁଥିବା କନ୍ଧମାଳର ୩୪ ବର୍ଷୀୟ ଦାଦନ ଶ୍ରମିକ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଅକାଳ ମୃତ୍ୟୁ। ବି.ଏଡ୍‌ରେ ନାମ ଲେଖାଇଥିଲେ ପାରଳାଖେମୁଣ୍ଡିର ମୁନା ନାୟକ। ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୧୭ ବଉଳା କୁମ୍ଭୀର ବସା ଚିହ୍ନଟ। କଟକ ଆଠଗଡରେ ୨୦୧୯ ରେ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାରେ ଅଦାଲତ ପ୍ରକାଶ ପ୍ରଧାନଙ୍କୁ ୮ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜରିମାନା କରିଛନ୍ତି। କଟକ ମାହାଙ୍ଗା ଗୋବରୀ ନଦୀରେ ବୁଲୁଛି କୁମ୍ଭୀର, କରିସାରିଲାଣି ଅନେକ ଶିକାର। ଯାଜପୁର ବରମୁଣ୍ଡ ଅଣ୍ଡାଛକ ନିକଟସ୍ଥ ଯମୁନା ନାଳରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ଚାରି ବର୍ଷ ପରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ। ମୟୂରଭଞ୍ଜରୁ ଚୋରି, ବାଲେଶ୍ବରରେ ବିକ୍ରି। ନୀଳଗିରିରୁ ଗହଣା ଦୋକାନୀଙ୍କ ସମେତ ୫ଗିରଫ। ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଚକେଇସିଆଣି ରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ। ଆନ୍ଧ୍ରରେ କରୋନା ଭୁତାଣୁ ଚିହ୍ନଟ ପରେ ରାୟଗଡାରେ ଭୟର ବାତାବରଣ। ସୀମାରେ ପ୍ରତିବନ୍ଧକ ପାଇଁ ଦାବୀ। ଦିଲ୍ଲୀରେ ମହିଳାଙ୍କୁ ପ୍ରତି ମାସରେ ବିଜେପି ସରକାର ଦେବେ ୨୫୦୦ ଟଙ୍କା। ଉତ୍ତରାଖଣ୍ଡ ରେ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍‌ ରୋଡ୍‌। ୧୭ ଦିନ ପୂର୍ବରୁ ଉଦଘାଟନ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଭୁଲରେ ହଟାଇ ଦେଇଥିଲା ମେଟା। ଦିଲ୍ଲୀରେ କକ୍ରୋଚ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ମିଳୁଛି ବୋଲି ଅଭିଯୋଗ। ଦିଲ୍ଲୀ ଟ୍ୟାକ୍ସି ପରିବହନ ସଂଘ ପକ୍ଷରୁ ଇ-୨୦ ପେଟ୍ରୋଲ ନୀତି ବିରୋଧରେ ଅଗଷ୍ଟ ୪ରେ ସଂସଦ ଭବନ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା କରାଯିବ। ଆମେରିକା ଚାପରେ ପଡି, ବାଧ୍ୟ ହୋଇ ଭାରତ ୨୫% ଏଲପିଜି କିଣିବ ଆମେରିକାରୁ। ଜାପାନରେ ଶକ୍ତିଶାଳୀ ୭.୧ ଭୂକମ୍ପ,ସୁନାମି ଚେତାବନୀ ଜାରି। କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପାଇଥିଲା, ପୁଣି ଆଉ ୨ଟି ପଦକ ପାଇଛି। ଦୌଡ଼କୁଦ ପ୍ରଥମ ଦିନରେ ୩ ଜଣ ଭାରତୀୟ ଆଥ୍‌‌ଲେଟ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ତିନି ବକ୍ସିଂ ପ୍ରତିଯୋଗୀ ଅଙ୍କୁଶ ପାଙ୍ଘଲ, ସଚିନ ସିୱାଚ୍‌ ଓ ସାକ୍ଷୀ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ଈଶା ସିଂହ ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗତବର୍ଷ ଏଇ ସମୟରେ ସ୍କୁଲ ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇ-କାର୍ଡ ପକେଇବେ ବୋଲି ସମସ୍ତ ଜିଲ୍ଲାକୁ ଚିଠି ଲେଖିଥିଲେ ଶିକ୍ଷା ବିଭାଗ। 'ରାଜ୍ୟ ପଞ୍ଚାୟତ ପୁରସ୍କାର' ପର୍ବ ଆରମ୍ଭ ହୋଇଥିଲା। ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବୟାନ ବଦଳାଇ ଥିଲେ ୮୦ ଛାତ୍ରଛାତ୍ରୀ। ମହିଳା ଚେସ୍ ବିଶ୍ୱ କପ୍ ଜିତିବାରେ ଦିବ୍ୟା ଦେଶମୁଖ ହୋଇଥିଲେ ପ୍ରଥମ ଭାରତୀୟ ମହିଳା। ================= ଆଜି ବିଶ୍ୱ ବାଘ ଦିବସ ଆଜି ଜନ୍ମଦିନ: ଜେଆରଡି ଟାଟା, ଅନୁପ ଜଲୋଟା, ସଞ୍ଜୟ ଦତ୍ତ, ହର୍ଷଦ ମେହେଟା ଆଜି ତିରୋଧାନ: ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଅରୁଣା ଆସଫ ଅଲି, ଜନି ୱାକର ଇତିହାସରେ ଆଜି: (୧୯୫୮) ନାସା ପ୍ରତିଷ୍ଠା ହେଲା/ (୧୯୮୧) ପ୍ରିନ୍ସ ଚାର୍ଲସ ଓ ଡାଏନାଙ୍କ ବିବାହ ଅନୁଷ୍ଠିତ/ (୨୦୧୫) ମାଇକ୍ରୋସଫ୍ଟ ଦ୍ୱାରା ୱିଣ୍ଡୋସ 10 ଲଞ୍ଚ ହେଲା/ (୧୯୫୭) ଅନ୍ତର୍ଜାତୀୟ ଆଣବିକ ସଂସ୍ଥା ପ୍ରତିଷ୍ଠା ହେଲା/ (୨୦୦୬) ସାଙ୍ଗାକାରା ଓ ମାହେଲାଙ୍କ ୬୨୪ ରନ/ (୧୯୮୦) ମସ୍କୋ ଅଲିମ୍ପିକରେ ଭାରତ ହକି ସ୍ୱର୍ଣ୍ଣପଦକ ଜିତିଲା ================ ଗଛଟିଏ ଲଗାନ୍ତୁ 🙏
    1
    *ଖବର ଆଜିର, ୨୯ ଜୁଲାଇ, ବୁଧବାର*
=================

ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ। ଆଜି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ବିପଦ।

କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଆଡକୁ ବଢୁଛି ବୈତରଣୀ ନଦୀ।

ଭଦ୍ରକ ସହରର ରାସ୍ତାଘାଟ ଜଳମଗ୍ନ, ବୁଡ଼ିଗଲା ପରି ପରିସ୍ଥିତି।

ଅବିରତ ବର୍ଷା ଫଳରେ ବୈତରଣୀ ନଦୀ ଦ୍ୱାରା ଯାଜପୁରରେ ବଡ଼ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। 

ମୟୁରଭଞ୍ଜରେ ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ।

୩୦ ଜିଲ୍ଲାର ସମ୍ପ୍ରସାରଣ ଅଧିକାରୀଙ୍କ ସମ୍ମିଳନୀ। ସରକାରୀ ଗାଡ଼ି, ଓପିଏସସି ନିଯୁକ୍ତି ଓ ସ୍ୱାସ୍ଥ୍ୟ ବୀମା ବାବଦରେ ବ୍ୟାପକ ଆଲୋଚନା କଲେ।

 ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମ ରିଲିଜ୍ ଉପରେ ଶୁଣାଣି, ଧର୍ମୀୟ ଭାବନାକୁ ଆଘାତ ବୋଲି ଅଭିଯାଗ।

ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ମୟୁରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।

କେରଳରେ କାମ କରୁଥିବା କନ୍ଧମାଳର ୩୪ ବର୍ଷୀୟ ଦାଦନ ଶ୍ରମିକ ସାଗର ପ୍ରଧାନଙ୍କ ମୃତ୍ୟୁ ଘଟିଛି।

ଗୋଆକୁ ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଅକାଳ ମୃତ୍ୟୁ। ବି.ଏଡ୍‌ରେ ନାମ ଲେଖାଇଥିଲେ ପାରଳାଖେମୁଣ୍ଡିର ମୁନା ନାୟକ।

ଅଗଷ୍ଟ ୧ରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ୧୧୭ ବଉଳା କୁମ୍ଭୀର ବସା ଚିହ୍ନଟ।

କଟକ ଆଠଗଡରେ ୨୦୧୯ ରେ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲାରେ ଅଦାଲତ ପ୍ରକାଶ ପ୍ରଧାନଙ୍କୁ ୮ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜରିମାନା କରିଛନ୍ତି।

କଟକ ମାହାଙ୍ଗା ଗୋବରୀ ନଦୀରେ ବୁଲୁଛି କୁମ୍ଭୀର, କରିସାରିଲାଣି ଅନେକ ଶିକାର।

ଯାଜପୁର ବରମୁଣ୍ଡ ଅଣ୍ଡାଛକ ନିକଟସ୍ଥ ଯମୁନା ନାଳରେ କୁମ୍ଭୀର ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। 

ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁର ଚାରି ବର୍ଷ ପରେ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ।

ମୟୂରଭଞ୍ଜରୁ ଚୋରି, ବାଲେଶ୍ବରରେ ବିକ୍ରି। ନୀଳଗିରିରୁ ଗହଣା ଦୋକାନୀଙ୍କ ସମେତ ୫ଗିରଫ।

ରାଜଧାନୀରେ ପୁଣି ଚାଞ୍ଚଲ୍ୟ। ଚକେଇସିଆଣି ରେ ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ।

ଆନ୍ଧ୍ରରେ କରୋନା ଭୁତାଣୁ ଚିହ୍ନଟ ପରେ ରାୟଗଡାରେ ଭୟର ବାତାବରଣ। ସୀମାରେ ପ୍ରତିବନ୍ଧକ ପାଇଁ ଦାବୀ।

ଦିଲ୍ଲୀରେ ମହିଳାଙ୍କୁ ପ୍ରତି ମାସରେ ବିଜେପି ସରକାର ଦେବେ ୨୫୦୦ ଟଙ୍କା।

ଉତ୍ତରାଖଣ୍ଡ ରେ ଭୁଶୁଡ଼ିଲା ୧୬ କୋଟି ଟଙ୍କାରେ ନିର୍ମିତ ବ୍ରିଜର ଆପ୍ରୋଚ୍‌ ରୋଡ୍‌। ୧୭ ଦିନ ପୂର୍ବରୁ ଉଦଘାଟନ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଭୁଲରେ ହଟାଇ ଦେଇଥିଲା ମେଟା।

ଦିଲ୍ଲୀରେ କକ୍ରୋଚ ଆନ୍ଦୋଳନ ସହ ଜଡ଼ିତ କିଛି ପ୍ରଦର୍ଶନକାରୀଙ୍କୁ ଆକ୍ରମଣ, ଧମକ ମିଳୁଛି ବୋଲି ଅଭିଯୋଗ।

ଦିଲ୍ଲୀ ଟ୍ୟାକ୍ସି ପରିବହନ ସଂଘ ପକ୍ଷରୁ ଇ-୨୦ ପେଟ୍ରୋଲ ନୀତି ବିରୋଧରେ ଅଗଷ୍ଟ ୪ରେ ସଂସଦ ଭବନ ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରା କରାଯିବ।

ଆମେରିକା ଚାପରେ ପଡି, ବାଧ୍ୟ ହୋଇ ଭାରତ ୨୫% ଏଲପିଜି କିଣିବ ଆମେରିକାରୁ।

ଜାପାନରେ ଶକ୍ତିଶାଳୀ ୭.୧ ଭୂକମ୍ପ,ସୁନାମି ଚେତାବନୀ ଜାରି।

କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରୁ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ରୌପ୍ୟ ପାଇଥିଲା, ପୁଣି ଆଉ ୨ଟି ପଦକ ପାଇଛି।
ଦୌଡ଼କୁଦ ପ୍ରଥମ ଦିନରେ ୩ ଜଣ ଭାରତୀୟ ଆଥ୍‌‌ଲେଟ ଫାଇନାଲରେ ପ୍ରବେଶ କରିଛନ୍ତି।
ଭାରତର ତିନି ବକ୍ସିଂ ପ୍ରତିଯୋଗୀ ଅଙ୍କୁଶ ପାଙ୍ଘଲ, ସଚିନ ସିୱାଚ୍‌ ଓ ସାକ୍ଷୀ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। 

ଭାରତର ଈଶା ସିଂହ ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବିଶ୍ବକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଗତବର୍ଷ ଏଇ ସମୟରେ

ସ୍କୁଲ ଛାତ୍ରଛାତ୍ରୀ ଗେରୁଆ ରଙ୍ଗର ଆଇ-କାର୍ଡ ପକେଇବେ ବୋଲି ସମସ୍ତ ଜିଲ୍ଲାକୁ ଚିଠି ଲେଖିଥିଲେ ଶିକ୍ଷା ବିଭାଗ।

'ରାଜ୍ୟ ପଞ୍ଚାୟତ ପୁରସ୍କାର' ପର୍ବ ଆରମ୍ଭ ହୋଇଥିଲା।

ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବୟାନ ବଦଳାଇ ଥିଲେ ୮୦ ଛାତ୍ରଛାତ୍ରୀ।

ମହିଳା ଚେସ୍ ବିଶ୍ୱ କପ୍ ଜିତିବାରେ ଦିବ୍ୟା ଦେଶମୁଖ ହୋଇଥିଲେ ପ୍ରଥମ ଭାରତୀୟ ମହିଳା।
=================
ଆଜି ବିଶ୍ୱ ବାଘ ଦିବସ

ଆଜି ଜନ୍ମଦିନ: ଜେଆରଡି ଟାଟା, ଅନୁପ ଜଲୋଟା, ସଞ୍ଜୟ ଦତ୍ତ, ହର୍ଷଦ ମେହେଟା

ଆଜି ତିରୋଧାନ: ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଅରୁଣା ଆସଫ ଅଲି, ଜନି ୱାକର

ଇତିହାସରେ ଆଜି: (୧୯୫୮) ନାସା ପ୍ରତିଷ୍ଠା ହେଲା/ (୧୯୮୧) ପ୍ରିନ୍ସ ଚାର୍ଲସ ଓ ଡାଏନାଙ୍କ ବିବାହ ଅନୁଷ୍ଠିତ/ (୨୦୧୫) ମାଇକ୍ରୋସଫ୍ଟ ଦ୍ୱାରା ୱିଣ୍ଡୋସ 10 ଲଞ୍ଚ ହେଲା/ (୧୯୫୭) ଅନ୍ତର୍ଜାତୀୟ ଆଣବିକ ସଂସ୍ଥା ପ୍ରତିଷ୍ଠା ହେଲା/ (୨୦୦୬) ସାଙ୍ଗାକାରା ଓ ମାହେଲାଙ୍କ ୬୨୪ ରନ/ (୧୯୮୦) ମସ୍କୋ ଅଲିମ୍ପିକରେ ଭାରତ ହକି ସ୍ୱର୍ଣ୍ଣପଦକ ଜିତିଲା
================
ଗଛଟିଏ ଲଗାନ୍ତୁ 🙏
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି... ଜିଲ୍ଲା ପ୍ରଶାସନ -ସରକାର ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି... ଜିଲ୍ଲା ପ୍ରଶାସନ -ସରକାର ଶୀଘ୍ର ଧ୍ୟାନ ଦେଉନ୍...
    1
    ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି...
ଜିଲ୍ଲା ପ୍ରଶାସନ -ସରକାର
ବରଗଡ଼ - ଚକରକେନ୍ଦ୍ ଗାଁରେ ବଡ଼ କ୍ଷତି...
ଜିଲ୍ଲା ପ୍ରଶାସନ -ସରକାର ଶୀଘ୍ର ଧ୍ୟାନ ଦେଉନ୍...
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.