Shuru
Apke Nagar Ki App…
ବଲିଉଡ ଅଭିନେତ୍ରୀ କରିଶ୍ମା କପୁର ଭଦ୍ରକରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ'ରୁମ୍ ଉଦଘାଟନ କରିଛନ୍ତି।
Bhadrak bulletin
ବଲିଉଡ ଅଭିନେତ୍ରୀ କରିଶ୍ମା କପୁର ଭଦ୍ରକରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ'ରୁମ୍ ଉଦଘାଟନ କରିଛନ୍ତି।
More news from ଓଡ଼ିଶା and nearby areas
- ରଜ ପରମ୍ପରାକୁ ପୁଣିଥରେ ଉଜ୍ଜୀବିତ କରିବା ଦିଗରେ ବଙ୍କସାହି ଗ୍ରାମବାସୀମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି।1
- ‘ଲୋକଙ୍କ ସରକାର’ର ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିକାଶ ପ୍ରକ୍ରିୟାରେ ଜନଭାଗିଦାରୀ ପ୍ରତି ଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଭଦ୍ରକ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିସହ ସାମ୍ବାଦିକମାନଙ୍କ ସହ ମତ ବିନିମୟ ମାଧ୍ୟମରେ ଭଦ୍ରକ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।1
- ଭଦ୍ରକରେ କଲ୍ୟାଣ ଜୁଏଲର୍ସର ଉଦ୍ଘାଟନ କାର୍ଯ୍ୟକ୍ରମରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କରିସମା ଉପସ୍ଥିତ ଥିଲେ।1
- ରଜ ଉପଲକ୍ଷେ ବୈତରଣୀ ବଜାରରେ ଏକ ସାମ୍ବାଦିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁବାସ ବାବୁ ଯୁବ ସାମ୍ବାଦିକମାନଙ୍କୁ ଉପଦେଶର ବାର୍ତ୍ତା ପ୍ରଦାନ କରିଥିଲେ।1
- ରଜ ସଂକ୍ରାନ୍ତି ଅବସରରେ ଆରଡ଼ି ଆଖଣ୍ଡଳମଣି ପୀଠରେ ହଜାର ହଜାର ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତମାନେ ଆରଡ଼ି ଆସି ବାବାମଣୀଙ୍କୁ ପୂଜାର୍ଚନା କରିଥିଲେ। ତେବେ, ଏହି ପ୍ରବଳ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯାହା ଫଳରେ ଭକ୍ତମାନେ ବହୁତ ହଇରାଣ ହୋଇଥିଲେ।1
- ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ରେଲୱେ ଷ୍ଟେସନରୁ ସୋମନାଥ ଅଭିମୁଖେ ଏକ ସ୍ୱତନ୍ତ୍ର ଟ୍ରେନ ଗଡ଼ିଛି। 'ସୋମନାଥ ସ୍ୱାଭିମାନ ପର୍ବ' ଆଧାରରେ ଏହି ଯାତ୍ରାର ଆୟୋଜନ କରାଯାଇଛି, ଯେଉଁଥିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୨୦୦ ଓଡ଼ିଆ ଭାଇ ଓ ଭଉଣୀ ସାମିଲ ହୋଇଛନ୍ତି।1
- ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।1
- ଭଦ୍ରକ ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଏହି ପ୍ରତିବାଦ ପ୍ରଦର୍ଶନ କରିଛି। ଏହା ସହିତ କେନ୍ଦ୍ରାପଡ଼ାର ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରାଯିବା ଘଟଣାକୁ ମଧ୍ୟ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। କଂଗ୍ରେସ କର୍ମୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବୀ କରିଛନ୍ତି।1