logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପିକପ୍ ଭ୍ୟାନ ଧକ୍କାରେ ୨ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ ରିପୋର୍ଟର ନରୋତ୍ତମ ପାଢ଼ୀ ମୁନିଗୁଡ଼ା - ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ରବିବାର ରାତି ପ୍ରାୟ ୭ ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି। ପିକପ୍ ଭ୍ୟାନ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ରେ ପିକପ୍ ଭ୍ୟାନ ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ। ବାଇକ୍ ରେ ବସିଥିବା ଜଣେ ୫ ବର୍ଷ ର ଝିଅ ଦୁର୍ଘଟଣା ରୁ ଅପ୍ଲକେ ବର୍ତ୍ତି ଯାଇଛନ୍ତି। ଏହି ଖବର ପାଇ ମୁନିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଦଳବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଡ଼୍ରାଇଭର ଙ୍କୁ ଉଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିବା ବେଳେ। ମୃତ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ହେଲେ ଚନ୍ଦ୍ରପୁରୁ ବ୍ଲକର ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମର ମାଗିଡି ମାଝୀ ଙ୍କ ପୁଅ,ଜୟନ୍ତ ମାଝୀ, ବୟସ ୪୨ ଓ ଅନ୍ୟ ଆଉ ଜଣେ ଚନ୍ଦ୍ରପୁରୁ ବ୍ଲକର ଟଙ୍ଗଣ୍ଢା ପଙ୍ଗା ଗ୍ରାମର, କିର୍ଲି ମତରଙ୍ଗା ଙ୍କ ପୁଅ ,ନେରେସା ମତରଙ୍ଗା,ବୟସ ୩୧ ଏହି ଦୁଇଜଣ ମୃତ୍ୟୁ ହୋଇଥିବାବେଳେ, ଚନ୍ଦ୍ରପୁରୁ ବ୍ଲକର ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମର ବାଇକ୍ ରେ ବସିଥିବା ରୁନାମାଝୀ ଙ୍କ , ଝିଅ ଦିବ୍ୟା ମାଝୀ ,ବୟସ ୫ ବର୍ଷ ପ୍ରାୟ ହେବ ଝିଅଟି ଦୁର୍ଘଟଣା ରେ ଅପ୍ଲକେ ବର୍ତ୍ତି ଯାଇଥିଲେ। ଖବରରୁ ଜଣାପଡିଛି କିଯେ ଝିଅ ଏକୁଟିଆ ପଡିଥିବା ଦେଖି ବଡବାଙ୍କିଲି ଗ୍ରାମର ଦୁଇଜଣ ସ୍ଵାମୀ ସ୍ତ୍ରୀ କୈାଣସି କାରଣରୁ ସେହି ରାସ୍ତାଦେଇ ମୁନିଗୁଡ଼ା ଆସୁଥିବା ବେଳେ ଝିଅକୁ ପଡ଼ି ଥିବା ଦେଖିବା ମାତ୍ରେ ଉଠାଇ ଆଣି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରି ଥିବା ଓ ଝିଅ ପାଖରେ ନିଜ ଆଧାର କାର୍ଡ ଥିବାର ଦେଖିବାକୁ ମିଳିଛି।ଏବେ ଝିଅର ସ୍ଵାସ୍ଥ୍ୟ ବସ୍ତା ଠିକ୍ ଥିବା ଖବରରୁ ଜଣାପଡିଛି। OD18 N 5081 ନମ୍ବର ପିକପ୍ ଭ୍ୟାନ ଦୈନିକ ହାଟ ବାଣିଜ୍ୟ କରି ବ୍ୟବସାୟୀଙ୍କୁ ନେଇ ଫେରୁଥିବା ବେଳେ ଦେଓକୁପୁଲି ଛକ ନିକଟରେ ମୁନିଗୁଡ଼ା ଠାରୁ ଚନ୍ଦ୍ରପୁରୁ କୁ ଦୁଇ ବାଇକ୍ ଆରୋହୀ ସହ ପିକପ୍ ଭ୍ୟାନ ମୁହାଁମୁହିଁ ପିଟିବା ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟି ଥିବା ପ୍ରତ୍ୟକ୍ଷ ଦର୍ଶିଙ୍କ ସୁଚନାରୁ ଜଣା ପଡିଛି।ଆହତ ଡ଼୍ରାଇଭର ଜଣକ ମୁନିଗୁଡ଼ାର କୈଳାସ ବଗର୍ତ୍ତି ବୋଲି ଜଣାପଡିଛି । ମୁନିଗୁଡ଼ା ପୋଲିସ ଦୁଇ ବାଇକ୍ ଆରୋହୀ ର ମୃତ୍ୟୁ ଦେହ ଜବତ୍ କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣି ଆଜି ବ୍ୟବଛେଦ କଲା ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ଅଧିକ ତଦନ୍ତ ପାଇଁ ଜାରି ରହିଛି ବୋଲି ଥାନା ପକ୍ଷରୁ ଜଣାପଡିଛି। ରାୟଗଡ଼ା ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

on 13 August
user_Narattam Kumar padhy
Narattam Kumar padhy
Journalist Rayagada•
on 13 August

ପିକପ୍ ଭ୍ୟାନ ଧକ୍କାରେ ୨ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ ରିପୋର୍ଟର ନରୋତ୍ତମ ପାଢ଼ୀ ମୁନିଗୁଡ଼ା - ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ରବିବାର ରାତି ପ୍ରାୟ ୭ ଟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି। ପିକପ୍ ଭ୍ୟାନ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀ ଘଟଣା ସ୍ଥଳରେ ମୃତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ରେ ପିକପ୍ ଭ୍ୟାନ ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ। ବାଇକ୍ ରେ ବସିଥିବା ଜଣେ ୫ ବର୍ଷ ର ଝିଅ ଦୁର୍ଘଟଣା ରୁ ଅପ୍ଲକେ ବର୍ତ୍ତି ଯାଇଛନ୍ତି। ଏହି ଖବର ପାଇ ମୁନିଗୁଡ଼ା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ

253c28a0-c22b-4e39-b26d-bb878b4f70b2

ଦଳବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଡ଼୍ରାଇଭର ଙ୍କୁ ଉଧାର କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥିବା ବେଳେ। ମୃତ ହୋଇଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ହେଲେ ଚନ୍ଦ୍ରପୁରୁ ବ୍ଲକର ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମର ମାଗିଡି ମାଝୀ ଙ୍କ ପୁଅ,ଜୟନ୍ତ ମାଝୀ, ବୟସ ୪୨ ଓ ଅନ୍ୟ ଆଉ ଜଣେ ଚନ୍ଦ୍ରପୁରୁ ବ୍ଲକର ଟଙ୍ଗଣ୍ଢା ପଙ୍ଗା ଗ୍ରାମର, କିର୍ଲି ମତରଙ୍ଗା ଙ୍କ ପୁଅ ,ନେରେସା ମତରଙ୍ଗା,ବୟସ ୩୧ ଏହି ଦୁଇଜଣ ମୃତ୍ୟୁ ହୋଇଥିବାବେଳେ, ଚନ୍ଦ୍ରପୁରୁ ବ୍ଲକର ବିଜାପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗ୍ରାମର ବାଇକ୍ ରେ ବସିଥିବା ରୁନାମାଝୀ ଙ୍କ , ଝିଅ ଦିବ୍ୟା ମାଝୀ

57a2b2c3-b3b5-4a6d-9384-955840b2a698

,ବୟସ ୫ ବର୍ଷ ପ୍ରାୟ ହେବ ଝିଅଟି ଦୁର୍ଘଟଣା ରେ ଅପ୍ଲକେ ବର୍ତ୍ତି ଯାଇଥିଲେ। ଖବରରୁ ଜଣାପଡିଛି କିଯେ ଝିଅ ଏକୁଟିଆ ପଡିଥିବା ଦେଖି ବଡବାଙ୍କିଲି ଗ୍ରାମର ଦୁଇଜଣ ସ୍ଵାମୀ ସ୍ତ୍ରୀ କୈାଣସି କାରଣରୁ ସେହି ରାସ୍ତାଦେଇ ମୁନିଗୁଡ଼ା ଆସୁଥିବା ବେଳେ ଝିଅକୁ ପଡ଼ି ଥିବା ଦେଖିବା ମାତ୍ରେ ଉଠାଇ ଆଣି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରି ଥିବା ଓ ଝିଅ ପାଖରେ ନିଜ ଆଧାର କାର୍ଡ ଥିବାର ଦେଖିବାକୁ ମିଳିଛି।ଏବେ ଝିଅର ସ୍ଵାସ୍ଥ୍ୟ ବସ୍ତା ଠିକ୍ ଥିବା ଖବରରୁ ଜଣାପଡିଛି। OD18 N 5081 ନମ୍ବର ପିକପ୍ ଭ୍ୟାନ ଦୈନିକ ହାଟ ବାଣିଜ୍ୟ କରି ବ୍ୟବସାୟୀଙ୍କୁ ନେଇ ଫେରୁଥିବା ବେଳେ ଦେଓକୁପୁଲି ଛକ ନିକଟରେ ମୁନିଗୁଡ଼ା ଠାରୁ

ଚନ୍ଦ୍ରପୁରୁ କୁ ଦୁଇ ବାଇକ୍ ଆରୋହୀ ସହ ପିକପ୍ ଭ୍ୟାନ ମୁହାଁମୁହିଁ ପିଟିବା ଫଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟି ଥିବା ପ୍ରତ୍ୟକ୍ଷ ଦର୍ଶିଙ୍କ ସୁଚନାରୁ ଜଣା ପଡିଛି।ଆହତ ଡ଼୍ରାଇଭର ଜଣକ ମୁନିଗୁଡ଼ାର କୈଳାସ ବଗର୍ତ୍ତି ବୋଲି ଜଣାପଡିଛି । ମୁନିଗୁଡ଼ା ପୋଲିସ ଦୁଇ ବାଇକ୍ ଆରୋହୀ ର ମୃତ୍ୟୁ ଦେହ ଜବତ୍ କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆଣି ଆଜି ବ୍ୟବଛେଦ କଲା ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି ଅଧିକ ତଦନ୍ତ ପାଇଁ ଜାରି ରହିଛି ବୋଲି ଥାନା ପକ୍ଷରୁ ଜଣାପଡିଛି। ରାୟଗଡ଼ା ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from Koraput and nearby areas
  • ଆସନ୍ତୁ ଈଶ୍ବରଙ୍କ ବାକ୍ୟ ଶୁଣିବା
    1
    ଆସନ୍ତୁ ଈଶ୍ବରଙ୍କ ବାକ୍ୟ ଶୁଣିବା
    user_Ajaya Kumar khemundu
    Ajaya Kumar khemundu
    Grain Wholesaler Koraput•
    10 hrs ago
  • #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯
    1
    #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯
    user_Bighne Rana
    Bighne Rana
    Dancer Kalahandi•
    2 hrs ago
  • କଇରାଝୁଲି ବିଦ୍ଯାଲୟ ପରିଦର୍ଶନ କଲେ ଓ.ସେ.ପ୍ରା ଯୁଗ୍ମ ନିର୍ଦ୍ଦେଶକ ।
    1
    କଇରାଝୁଲି ବିଦ୍ଯାଲୟ ପରିଦର୍ଶନ କଲେ 
ଓ.ସେ.ପ୍ରା ଯୁଗ୍ମ ନିର୍ଦ୍ଦେଶକ ।
    user_Ajira Samachar
    Ajira Samachar
    Journalist Sonepur•
    23 hrs ago
  • ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    1
    ବୌଦ୍ଧ ବ୍ଲକ ସଦେଇପୁର ଗ୍ରାମରେ ନାଟକ ମଞ୍ଚସ୍ଥ I @ranjankumardash #NtvOdia #boudh
    user_Ranjan Kumar Dash
    Ranjan Kumar Dash
    Journalist Boudh•
    1 hr ago
  • Vote Chori Sardar Patel and Nehru issue
    1
    Vote Chori 
Sardar Patel and Nehru issue
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    8 hrs ago
  • naye sal ka enjoy time
    1
    naye sal ka enjoy time
    user_Meena
    Meena
    Artist Sambalpur•
    12 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    14 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.