ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ଗ୍ରାମପଞ୍ଚାୟତ ଅସୁରବନ୍ଧ ପାଟଣା ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା । ଜଣେ ଅସହାୟ ୮୦ ବର୍ଷିଆ ଗରିବ ବିଧବା ବୃଦ୍ଧା ମହିଳାଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ପକ୍କାଘର ଖଣ୍ଡିଏ । ଝାଟିମାଟି ଚାଳଛପର କୁଡ଼ିଆରେ ରହୁଛନ୍ତି ଏହି ବୃଦ୍ଧା ମହିଳା । ବୃଦ୍ଧା ମହିଳାଙ୍କ ନାମ ହେଉଛି ଫୁଲ ବେହେରା ବୟସ - ୮୦ ବର୍ଷ । ୨୪ ବର୍ଷର ପୂର୍ବ ସରକାରର ଦୃଷ୍ଟି ଏ ବୃଦ୍ଧା ବିଧବା ମହିଳାଙ୍କ ଉପରେ ପଡ଼ି ପାରିଲା ନାହିଁ । ପ୍ରାୟ ଦଶ ବର୍ଷ ହେବ ବୃଦ୍ଧା ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହୋଇ ବସିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଭୁବନ ବ୍ଲକ ତାଙ୍କ ଗୁହାରି ଶୁଣି ନାହିଁ । ଚଳିତ ବର୍ଷ ମଧ୍ୟ ପୁଣିଥରେ ସେ ପକ୍କାଘର ପାଇଁ ଆବେଦନ କରିଛନ୍ତି କିନ୍ତୁ ଆଶା ନାହିଁ ଘର ମିଳିବ କି ନାହିଁ । ଚାଳ ଛପର କୁଡ଼ିଆରେ ବାସ କରୁଛନ୍ତି ବୃଦ୍ଧା ଫୁଲ ବେହେରା । ଘରେ କେତେ ବେଳେ ଖରା ପଡ଼ୁଛି ତ ଆଉ କେତେବେଳେ ବର୍ଷା । ଖଣ୍ଡିଏ ଜରି ପାଲ ପାଇଁ ନିକଟସ୍ଥ ଆରଆଇଙ୍କୁ ଜଣାଇଲେ ଯେ ଆରଆଇ ତାଙ୍କୁ ଖଣ୍ଡିଏ ଜରି ପାଲ ଦେଲେ । କିନ୍ତୁ ଏତେ ଛୋଟ ଜରିଟିଏ ଦେଲେ ଯେ ସମୁଦ୍ରକୁ ଶଙ୍ଖେ ଭଳି ଏପଟେ ଦେଲେ ସେପଟେ ଫାଙ୍କା ଫାଙ୍କା ହୋଇ ପଡ଼ୁଛି । ପକ୍କାଘର ପାଇଁ ଭୁବନ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଆୟୁସୀ ମହାପାତ୍ର କହିଛନ୍ତି ଆମ୍ଭେ ଏହାର ଅନୁସନ୍ଧାନ ନିଶ୍ଚୟ କରିବୁ । ଯଦି ସେ ଯୋଗ୍ୟ ହୋଇଥିବେ ଆମ୍ଭେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତୋର୍ଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବୁ । ନୂଆ ସରକାର ଲୋକଙ୍କ ସରକାର,ଏ ଅସହାୟ ଗରିବ ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ କେବେ ବୁଝୁଛନ୍ତି ତାହା ଦେଖିବାକୁ ବାକି ରହିଲା । #reelsvideoシfypシ゚viralシfypシ゚ #followersreelsfypシ゚viralシfypシ゚viralシalシfollowers #viralreelschallenge2025viralreelschallengejaiviralreelschallengeviralreelschallenge #hilightseveryonefollowerseelsfypシ゚viralvideo #cybersafetyodisha2025 #unityofdhenkanal #newsodiaodisha #fbpost2025シviral #ଭୂବନ #ଭୂଷଳ Dhenkanal District Administration District Dhenkanal ତୃପ୍ତି ପାଠାଗାର ଭୁବନ ଢେଙ୍କାନାଳ

- ରାମେଶ୍ବରପୁର ଓଭର ବ୍ରିଜ ନିକଟରେ ଟ୍ରେନ ରେ କଟି ଜଣେ ଯୁବକ ମୃତ। ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଟାଉନ ଥାନା ବାଜିଚୌକ ନିକଟ ରାମେଶ୍ବରପୁର ଓଭର ବ୍ରିଜ ନିକଟ ଟ୍ରେନ ଲାଇନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ବାଜିଚୌକ ଅଞ୍ଚଳର ଶ୍ରୀରାମ ସାହୁଙ୍କ ପୁଅ ମନ ସାହୁ ବୋଲି ଜଣାପଡିଛି। କେଉଁ କାରଣରୁ ଟ୍ରେନରେ କଟି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। #fbpost2025シfbpost2025シ #postviralシfypシ゚viralシal #fblifestylechallenge #highlights2025 #fbpost2025シ #dhenkanal #facebookreelsviral #trendingpost Dhenkanal News DHENKANAL NEWS Dhenkanal Municipality1
- Post by User5115 Susanta Kumar Pattnaik1
- ରାଜଧାନୀ ରେ ଗଣ ଦୁଷ୍କର୍ମ1
- ଜଙ୍ଗଲ ରେ ହେଲା viral ଭିଡ଼ିଓ1
- Jay Jagannath 🙏1
- Post by Mir Nasuruddin4
- ବୌଦ୍ଧ: “SIR ମାମଲାରେ ବିଜେପି ପକ୍ଷରୁ ଆଲୋଚନା | BJP Statement on SIR | Breaking News” @ranjankumardash #boudh1
- ଆଙ୍କୁନ ଗ୍ରାମରେ କଳାକାର ସମାବେଶ I @ranjankumardash #boudhnews1