ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଆଜି ଗୁରୁବାର ଦିନ ଜବାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସମୂହ କନ୍ୟା ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 55 ଯୋଡି ଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ରାଜ୍ୟରେ 30 ଟି ଜିଲ୍ଲାରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। ଶ୍ରୀମତୀ ପରିଡ଼ା କହିଲେ ଆଜି ଏକ ଐତିହାସିକ ଦିବସ। ଆଜିଠାରୁ କଟକ ସହରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ରାଜ୍ୟ ସରକାରଙ୍କ ଏହି ଯୋଜନା ଫଳରେ ମହିଳା ମାନଙ୍କ ସାମାଜିକ ବିକାଶ କ୍ଷେତ୍ରରେ ସହାୟତା ହୋଇ ପାରିବ। କନ୍ୟାମନେ ସାମାଜିକ କ୍ଷେତ୍ରରେ ନିଜକୁ ଭାଗୀଦାର ହୋଇ ସେମାନଙ୍କର ଜୀବନ ସାଥୀ ବଚିବେ। ପ୍ରତ୍ୟେକ ଦମ୍ପତି ମାନଙ୍କୁ 60 ହଜାର ଟଙ୍କା ଖର୍ଚ୍ଚ ଯୋଗାଇଦିଆଯିବ। 45 ହଜାର ଟଙ୍କା କନ୍ୟା ବ୍ୟାଙ୍କ୍ ଖାତାକୁ ଯିବି। ସମାଜରେ ସାମାଜିକ କୁ ସଂସ୍କାର ଏବଂ ବାଲ୍ୟବିବାହ କୁ ରୋକିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୁଅନ୍ତୁ। ଆଗାମୀ ଦିନରେ ରାଜ୍ୟରେ 50 ହଜାର ଦମ୍ପତି ମୁଖ୍ୟ ମନ୍ତ୍ରୀ କନ୍ୟାବିବହା ଯୋଜନାରେ ସାମିଲ ହୋଇପାରିବେ। ଏଥି ସହିତ ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା ଯୋଜନାର ଶୁଭାରମ୍ଭ କରିବା ସହ କନ୍ୟା ଦମ୍ପତି ମାନଙ୍କୁ ଆଶୀର୍ବାଦ କରି ଶୁଭ ଜୀବନ କାମନା କରିଥିଲେ। କାର୍ଯ୍ୟ କ୍ରମ ପ୍ରାରମ୍ଭରେ ମହିଳା ଶିଶୁ ବିଭାଗ ସଚିବ ମୃଣାଳିନୀ ଦର୍ଶ୍ଵସଲ ସ୍ଵାଗତ ଭାଷଣ ଦେଇ ଥିଲେ ଅନ୍ୟମନଙ୍କ ମଧ୍ୟରେ ନିର୍ଦେଶିକା ମନିଷା ବାନାର୍ଜୀ, କଟକ ସଦର ବିଧାୟକ ପ୍ରକାଶ ସେଠି ଯୋଗଦେଇ ସରକାରଙ୍କ ମହିଳା ମାନଙ୍କ ଲାଗି ବିଭିନ୍ନ ଜନ କଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଧେ ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ସି ଏମ ସି କମିଶନର କିରନଦୀପ କୌର ଉପସ୍ଥିତ ଥିଲେ।
ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଆଜି ଗୁରୁବାର ଦିନ ଜବାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ସମୂହ କନ୍ୟା ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 55 ଯୋଡି ଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ରାଜ୍ୟରେ 30 ଟି ଜିଲ୍ଲାରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ
ହେଉଛି। ଶ୍ରୀମତୀ ପରିଡ଼ା କହିଲେ ଆଜି ଏକ ଐତିହାସିକ ଦିବସ। ଆଜିଠାରୁ କଟକ ସହରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ । ରାଜ୍ୟ ସରକାରଙ୍କ ଏହି ଯୋଜନା ଫଳରେ ମହିଳା ମାନଙ୍କ ସାମାଜିକ ବିକାଶ କ୍ଷେତ୍ରରେ ସହାୟତା ହୋଇ ପାରିବ। କନ୍ୟାମନେ ସାମାଜିକ କ୍ଷେତ୍ରରେ ନିଜକୁ ଭାଗୀଦାର ହୋଇ ସେମାନଙ୍କର ଜୀବନ ସାଥୀ ବଚିବେ। ପ୍ରତ୍ୟେକ ଦମ୍ପତି ମାନଙ୍କୁ 60 ହଜାର ଟଙ୍କା ଖର୍ଚ୍ଚ ଯୋଗାଇଦିଆଯିବ। 45 ହଜାର ଟଙ୍କା
କନ୍ୟା ବ୍ୟାଙ୍କ୍ ଖାତାକୁ ଯିବି। ସମାଜରେ ସାମାଜିକ କୁ ସଂସ୍କାର ଏବଂ ବାଲ୍ୟବିବାହ କୁ ରୋକିବା ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୁଅନ୍ତୁ। ଆଗାମୀ ଦିନରେ ରାଜ୍ୟରେ 50 ହଜାର ଦମ୍ପତି ମୁଖ୍ୟ ମନ୍ତ୍ରୀ କନ୍ୟାବିବହା ଯୋଜନାରେ ସାମିଲ ହୋଇପାରିବେ। ଏଥି ସହିତ ଆଜିର ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା ଯୋଜନାର ଶୁଭାରମ୍ଭ କରିବା ସହ କନ୍ୟା ଦମ୍ପତି ମାନଙ୍କୁ ଆଶୀର୍ବାଦ କରି ଶୁଭ ଜୀବନ କାମନା କରିଥିଲେ। କାର୍ଯ୍ୟ କ୍ରମ ପ୍ରାରମ୍ଭରେ
ମହିଳା ଶିଶୁ ବିଭାଗ ସଚିବ ମୃଣାଳିନୀ ଦର୍ଶ୍ଵସଲ ସ୍ଵାଗତ ଭାଷଣ ଦେଇ ଥିଲେ ଅନ୍ୟମନଙ୍କ ମଧ୍ୟରେ ନିର୍ଦେଶିକା ମନିଷା ବାନାର୍ଜୀ, କଟକ ସଦର ବିଧାୟକ ପ୍ରକାଶ ସେଠି ଯୋଗଦେଇ ସରକାରଙ୍କ ମହିଳା ମାନଙ୍କ ଲାଗି ବିଭିନ୍ନ ଜନ କଲ୍ୟାଣ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଧେ ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ସି ଏମ ସି କମିଶନର କିରନଦୀପ କୌର ଉପସ୍ଥିତ ଥିଲେ।
- ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1
- Post by NEWS MANORANJAN1
- Post by Dhenkanal News1
- Post by Dipak Kumar Nayak1
- Post by News odia odisha1
- ଯୋରନ୍ଦା ତାରିଣୀ ମନ୍ଦିର ପାଖରେ ପଣା ସଂକ୍ରାନ୍ତି ରେ ବଣିକ ସଙ୍ଘ ପକ୍ଷରୁ ପଣା ବଣ୍ଟନ3
- Post by ନିଷ୍ଠୁର ଦୁନିଆ Live1
- ଯାଜପୁର ଗୁଳିକାଣ୍ଡର ଫର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1