ଗଞ୍ଜାମ ଜିଲ୍ଲା ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା ପୋଲସରା ୧୯/୦୪/୨୬ ଗଞ୍ଜାମ ଜିଲ୍ଲା ପୋଲସରା ରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ସମ୍ପର୍କରେ ଲାଗିଲା ରକ୍ତର ଛିଟା, ନିଜ ସମ୍ପର୍କିତ ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ ପରେ ହତ୍ୟା ଘଟଣା ଘଟାଇଥିବା ବେଳେ ଏହି ଘଟଣାକୁ ନେଇ ପୁରା ପୋଲସରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ମାଳତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (19)। ରାଜଦୀପ କୁ ପ୍ରଥମେ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ସୂଚନା ମୁତାବକ ଗତ ୧୬ ତାରିଖ ଦିନ ପ୍ରାୟ ୨ ଟାରେ ରାଜଦୀପ କୁ ନିଜ ଗ୍ରାମ ମାଳତେନ୍ତୁଳିଆ ନିକଟ ବର୍ତ୍ତୀ ଅଞ୍ଚଳରୁ ଅପହରଣ କରି ପ୍ରଥମେ ବ୍ରହ୍ମପୁର ଏବଂ ପରେ ଅନ୍ୟତ୍ର ନେଇଥିଲେ । ରାଜଦୀପ ଙ୍କ ମୃତଦେହକୁ ସୋରଡ଼ା ଥାନା ଦାରିଙ୍ଗିବାଡି ନିକଟ ଜଙ୍ଗଲରୁ ଠାବ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଅଭିଯୁକ୍ତ ସୁବ୍ରତ ସାହୁ ସମେତ କିଛି ସହଯୋଗୀ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲସରା ଥାନା ପୋଲିସ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଏହାକୁ ନେଇ ମୃତକଙ୍କ ବଡ଼ ବାପା ପ୍ରଶାନ୍ତ ସାହୁ ଓ ବାପା ପ୍ରକାଶ ଚନ୍ଦ୍ର ସାହୁ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଘର ସାମ୍ନାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

- ଭାରତ ର ଶିକ୍ଷ୍ୟା ବ୍ୟବସ୍ତା କୁ ଦୁର୍ବଳ କରି ନେତା ମନ୍ତ୍ରୀ ମାନେ ସେମାନଙ୍କ ପିଲ୍ଲାଙ୍କୁ ବିଦେଶ ରେ ପାଠ ପଢାଉଛନ୍ତି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- କୁକୁଡ଼ାଖଣ୍ତି ବ୍ଳକର ଶିହଳା ଗ୍ରାମ ପଞ୍ଚାୟତରେ ଜନଅଭିଯୋଗ ଶୁଣାଣି ଶିବିର1
- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1
- ରଣପୁର ଅନ୍ତର୍ଗତ ତାଳକଣି ପଞ୍ଚାୟତ ଉପ ସ୍ୱାସ୍ଥ୍ୟକେନ୍ଦ୍ର କାହା ସ୍ବାର୍ଥରେ,,,, ଦୁଇବର୍ଷ ବିତିଗଲା ପରେ ବି ଏପର୍ଯ୍ୟନ୍ତ ହୋଇନାହିଁ କାର୍ଯ୍ୟକ୍ଷମ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରେ ନିର୍ମିତ ଏହି ଉପ ସ୍ୱାସ୍ଥ୍ୟକେନ୍ଦ୍ର କାହା ପାଇଁ,,,,1
- ଆଜି ପଦ୍ମପୁର ବ୍ଲକ୍ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ଶ୍ରୀ ମାଝି ଶବର ଏବଂ ସାଂସଦ ପ୍ରତିନିଧି ଏମ୍. ସୁରେଶ୍ କୁମାର (ନାନାଜୀ)ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭକ୍ତିମୟ ଗାନ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଦାଣ୍ଡିରୀ ସେକ୍ସନ କନକା ବିଟ ହାଉସ ନିକଟରୁ ଏକ ଗର୍ଭବତୀ ହାତୀ ର ଗଳିତ ଶବ ଠାବ. ବନ ବିଭାଗ ଅବହେଳାରୁ 4ଦିନ ପରେ ବନ ବିଭାଗକୁ ମିଳିଲା ସୂଚନା. ଘଟଣା ସ୍ଥଳରେଜିଲ୍ଲା ବନଖଣ୍ଡ ଅଧିକାରୀ, ପି ସି ସି ଏଫ ସମେତ ପୁରା ଟିମ କରୁଛନ୍ତି ଅନୁଧ୍ୟାନ.1
- ସାନଖେମୁଣ୍ଡି ବିଡିଓ ଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା ସରପଞ୍ଚ । ଗଣେଶ ପାଣିଗ୍ରାହୀ ରିପୋର୍ଟ1