Shuru
Apke Nagar Ki App…
ନୂତନ ରାସନ କାର୍ଡ ଖାଉଟିଙ୍କୁ ବଣ୍ଟନ ବେଲପଡ଼ା,ତା୩୧/୦୩ ବେଲପଡ଼ା ବ୍ଳକ ଅନ୍ତର୍ଗତ ପଣ୍ଡରୀଜୋର ଗ୍ରାମ ପଞ୍ଚାୟତ ର ବିଛୁବାହାଲି ଗ୍ରାମରେ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା।ଗ୍ରାମର ଅନେକ ହିତାଧିକାରୀ ସରକାରଙ୍କ ମାଗଣା ଚାଉଳରୁ ବଞ୍ଚିତ ହେଉଥିବା ବେଳେ ଯୋଗାଣ ସହାୟକ ନାରାୟଣ ଜୁଏଡ ଖାଉଟି ମାନଙ୍କୁ ରାସନ କାର୍ଡ ଦେଇଥିଲେ।ଖାଉଟିମାନେ ରାସନ କାର୍ଡ ପାଇ ଅତ୍ୟନ୍ତ ଖୁସି ହେବା ସହିତ ଯୋଗାଣ ବିଭାଗକୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୋନୁ ଟାଇଗର

More news from ଓଡ଼ିଶା and nearby areas
- Post by ସୋନୁ ଟାଇଗର1
- ସବୁବେଳେ ପଡୋଶୀ ବୌଦ୍ଧ ଜିଲ୍ଲା ଆମଗଁ ବଜାରରୁ ହଜାର ସଂଖ୍ୟାରେ ବାଲିପଡା ବଜାର କୁ ଚାରଣ କଲାପରେ ମଟରଗାଡି ରେ ଲୋଡ କରି ରାୟଗଡ଼ା ଜିଲ୍ଲା କୁ ନିଆ ଯାଉଛି।1
- କୁଟି ସେ ଆ ନା ଜାନା1
- #ସୁବର୍ଣ୍ଣପୁର_DRCS_ସଞ୍ଜୟ_କୁମାର_ତ୍ରିପାଠୀ_ନିଲମ୍ବିତ ତରଭା ବ୍ଲକ ମରାଡୁଗୋଛା ପେକ୍ସରେ ନିଯୁକ୍ତି ଦୁର୍ନୀତି ପାଇଁ ନିଲମ୍ବିତ। #ମରାଡୁଗୋଛା_ପ୍ୟାକ୍ସରେ_ନିଯୁକ୍ତି_ଦୁର୍ନୀତିକୁ_ନେଇ_କଠୋର_ଆଭିମୁଖ୍ୟ_ପୋଷଣ_କରିଛନ୍ତି_ଜିଲ୍ଲାପାଳ_ଡ଼_ନୃପରାଜ_ସାହୁ1
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- Post by ସୋନୁ ଟାଇଗର1