କେନଝିରିଆପାଲି ୟୁପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝିରିଆପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ବିଭାଗ ରେ ୧୦୦ମିଟର ,୨୦୦ମିଟର ଦୌଡ, ଲମ୍ବ ଡ଼ିଆଁ, ସର୍ଟ ଫୁଟ ଥ୍ରୋ ,ମ୍ୟୁଜିକ ଚେୟାର ,ଡିଷ୍କସ ଥ୍ରୋ ,ପୁଚି ଖେଳ ଆଦି ପ୍ରତିଯୋଗିତା ହୋଇଥିଲା। ବରିଷ୍ଠ ଛାତ୍ର ବିଭାଗ ରେ ରାଜବୀର ଭୋଇ ଏବଂ ବରିଷ୍ଠ ଛାତ୍ରୀ ବିଭାଗ ରେ ଅନିତା ପାତ୍ର, କନିଷ୍ଠ ଛାତ୍ର ବିଭାଗ ରେ ଶୁଭଙ୍କର ଦେହୁରୀ ଏବଂ କନିଷ୍ଠ ଛାତ୍ରି ବିଭାଗ ରେ ପ୍ରିୟ ଦର୍ଶନୀ ନାଏକ ଚାମ୍ପିୟନ ହୋଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବୀନ ସୁନ୍ଦର ଜଗଦଲା କ୍ରୀଡା ପ୍ରତିଯୋଗିତା ପତାକା ଉତୋଳନ କରିବା ସହ ପୁରସ୍କାର ବିତରଣୀ ଉତ୍ସବ ରେ ସଭାପତିତ୍ୱ କରିଥିଲେ। ଉଦଯାପନୀ ଉତ୍ସବ ରେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ ମୁଖ୍ୟ ଅତିଥି ଏବଂ ଓ ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ , ହିନ୍ଦୀ ଶିକ୍ଷକ ଜୀବର୍ଦ୍ଧନ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଇନ୍ଦ୍ରଜିତ ଦାଶ ସମସ୍ତ କ୍ରୀଡା କୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା କୁ ବିଦ୍ୟାଳୟ ସହକାରୀ ଶିକ୍ଷକ ରାଜେଶ ପାତ୍ର, ଅଚ୍ୟୁତାନନ୍ଦ ପାଣ୍ଡେ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
କେନଝିରିଆପାଲି ୟୁପି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝିରିଆପାଲି ସରକାରୀ ଉପ୍ରା ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତା ରେ ବିଭିନ୍ନ ବିଭାଗ ରେ ୧୦୦ମିଟର ,୨୦୦ମିଟର ଦୌଡ, ଲମ୍ବ ଡ଼ିଆଁ, ସର୍ଟ ଫୁଟ ଥ୍ରୋ ,ମ୍ୟୁଜିକ ଚେୟାର ,ଡିଷ୍କସ ଥ୍ରୋ ,ପୁଚି ଖେଳ
ଆଦି ପ୍ରତିଯୋଗିତା ହୋଇଥିଲା। ବରିଷ୍ଠ ଛାତ୍ର ବିଭାଗ ରେ ରାଜବୀର ଭୋଇ ଏବଂ ବରିଷ୍ଠ ଛାତ୍ରୀ ବିଭାଗ ରେ ଅନିତା ପାତ୍ର, କନିଷ୍ଠ ଛାତ୍ର ବିଭାଗ ରେ ଶୁଭଙ୍କର ଦେହୁରୀ ଏବଂ କନିଷ୍ଠ ଛାତ୍ରି ବିଭାଗ ରେ ପ୍ରିୟ ଦର୍ଶନୀ ନାଏକ ଚାମ୍ପିୟନ ହୋଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବୀନ ସୁନ୍ଦର ଜଗଦଲା କ୍ରୀଡା
ପ୍ରତିଯୋଗିତା ପତାକା ଉତୋଳନ କରିବା ସହ ପୁରସ୍କାର ବିତରଣୀ ଉତ୍ସବ ରେ ସଭାପତିତ୍ୱ କରିଥିଲେ। ଉଦଯାପନୀ ଉତ୍ସବ ରେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ ମୁଖ୍ୟ ଅତିଥି ଏବଂ ଓ ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ପୁଜାହାରୀ , ହିନ୍ଦୀ ଶିକ୍ଷକ ଜୀବର୍ଦ୍ଧନ ରଣା ପ୍ରମୁଖ ସମ୍ମାନିତ ଅତିଥି
ଭାବରେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଇନ୍ଦ୍ରଜିତ ଦାଶ ସମସ୍ତ କ୍ରୀଡା କୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା କୁ ବିଦ୍ୟାଳୟ ସହକାରୀ ଶିକ୍ଷକ ରାଜେଶ ପାତ୍ର, ଅଚ୍ୟୁତାନନ୍ଦ ପାଣ୍ଡେ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ବରଘାଟ ଖେଳ ପଡ଼ିଆରେ ହେଉଥିବା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ କୋଟସମଲାଇ କୁ ପରାସ୍ତ କରି ଲୁତୁରପଙ୍କ ଚାମ୍ପିଅନ ହୋଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଚାମ୍ପିଅନ ଓ ରନର୍ସ ଅପ୍ ଦଳ କୁ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କୃତ କରିଥିଲେ।1
- ମୁସଲମାନ ଜିହାଦି ମୁସ୍ଥାପା ବିରୁଦ୍ଧରେ ରାମପୁର ଥାନାରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଏତଲା ଦିଆଗଲା।1
- ସୁବର୍ଣ୍ଣପୁର: ପ୍ରେମିକା ପାଇଁ ଟାୱାର ଚଢ଼ିଲେ ପ୍ରେମିକ। ଏହା ଅଶି ଦଶକର ଲୋକପ୍ରିୟ ସିନେମା "ଶୋଲେ"ର ଧର୍ମେନ୍ଦ୍ର ହେମା ମାଳିନୀଙ୍କ ପ୍ରେମ ଦୃଶ୍ୟକୁ ଆଜି ମନେ ପକାଇଦେଇଛି। ଜିଲ୍ଲାର ତରଭା ସହରରେ ଏଭଳି ଏକ ରୋଚକ ପ୍ରେମ କାହାଣୀ ଦେଖିବାକୁ ମିଳିଛି। ତରଭା ସହରର ଜଣେ ପ୍ରେମିକ ୧୪୦ ପୁଟର ଏକ ଟେଲିଫୋନ ଟୱାରକୁ ଚଢ଼ି ଯାଇଥିଲେ ନିଜ ପ୍ରେମିକା ପାଇଁ। ପ୍ରେମିକଙ୍କ ସହ ତାଙ୍କ ପ୍ରେମୀକା କଥାବାର୍ତ୍ତା ବନ୍ଦ କରି ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ପୁଲିସକୁ ନାକେ ଦମ୍ କରିଥିଲା ଏହି ଘଟଣା। ପୁଲିସ ମୋବାଇଲରେ ପ୍ରେମିକକୁ ପ୍ରେମିକା ସହିତ କଥା କରାଇବା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଥିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ବି ଖାଲି ପଡିଲା ଦର୍ଶକ ଗେଲେରୀ1
- Post by OTV SONEPUR1
- बामरा में बढ़ती ठंड से ठिठुरते नंदी बाबा । ठंड के प्रकोप से नहीं इंसान तो इंसान नहीं बच पाए नंदी बाबा । बामरा में बढ़ती ठंड के कारण सभी का हालत खराब । देखिए किस प्रकार नंदी बाबा ठंड से बचने के लिए आग के पास खड़े होकर गर्मी ले रहे हैं #p24newsexpress #bamrabastinews #winterseason #bamranewstoday1
- लड़की को इंप्रेस करने के लिए कराया उसका एक्सिडेंट1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ1