ବୌଦ୍ଧ ସର୍କିଟ ହାଉସ୍ ଠାରେ ଜିଲ୍ଲାକୁ ଷ୍ଟଡି ଟୁରରେ ଆସିଥିବା 38 ଜଣ ଅଧିକାରୀଙ୍କୁ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ, ସମ୍ବର୍ଦ୍ଧନା ଦିଆଯାଇଛି | 2021 ମସିହା ପଞ୍ଚମ ବ୍ୟାଚ(କ ବିଭାଗ )ର ଉକ୍ତ 37 ଜଣ ସହକାରୀ ଉପ ବିଭାଗୀୟ ଅଧିକାରୀ ଙ୍କୁ ସର୍କିଟ ହାଉସ୍ ଠାରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଅଙ୍କିତା ସାହୁ, ଡେପୁଟି କଲେକ୍ଟର ଜ୍ଯୋତି ରଞ୍ଜନ ଭୂଏ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରୟଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରି ତାକାନ୍ତି ବଳିୟାର ସିଂହ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ବୌଦ୍ଧ ଜିଲ୍ଲାକୁ ସ୍ବାଗତ କରିଥିଲେ | ସମସ୍ତ ଅଧିକାରୀ ମଧ୍ୟାହ୍ନ ଭୋଜନ ପରେ ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ସ୍ଥିତ ନାରାୟଣ ନଗର ଗ୍ରାମ ପରିଦର୍ଶନ କରିବା ସହ ବୁଣାକାର ମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିଥିଲେ l ପରେ ପରେ ଚାରିଶମ୍ଭୁ ମନ୍ଦିର ଗସ୍ତ କରିଥିଲେ l ପରେ ସlହlଜପlଲ ଗ୍ରାମ କୁ ଯାଇଥିଲେ l ସେଠାରୁ ଫେରିବା ପରେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଓଡିଶା ସଚିବାଳୟ ପ୍ରତିଷ୍ଠାନ ର ସମସ୍ତ ଅଧିକାରୀ ଙ୍କୁ ଜ଼ିଲ୍ଲାପାଳ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ପରେ ପରେ ବୌଦ୍ଧ ଏକ ଛୋଟ ପ୍ରାମାଣିକ ଚଳଚିତ୍ର ଦେଖି ବହୁତ ଖୁସି ଅନୁଭବ କରିଥିଲେ l ପରେ ପରେ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନାଥ ହାଁ ସଦା, ସହକାରୀ ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ମେହେର, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜୀନ୍ଦ୍ର କିସାନ, ସହକାରୀ ନିର୍ଦ୍ଦେଶକ(ବୟନଶିଳ୍ପ ) ସୁଶାନ୍ତ ନାଏକ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ (ମହିଳା, ଶିଶୁ ବିକାଶ ବିଭାଗ ) ପ୍ରୋଗ୍ରାମ ଅଫିସର ରୀନା ମହାନ୍ତି, ଗୀତାଞ୍ଜଳି ଦଲାଲ,ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପଧାନ, ସହକାରୀ ନିର୍ଦ୍ଦେଶକ (ଉଦ୍ୟାନ ବିଭାଗ ) ଯୋଗୀନ୍ଦ୍ରନାଥ ମହାପାତ୍ର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଉପସ୍ଥିତ ରହି ନିଜ ନିଜ ବିଭାଗ ର ବିଭିନ୍ନ ସ୍କିମ ଉପରେ ସବିଶେଷ ବିବରଣୀ ଓ ବିଭିନ୍ନ ଯୋଜନା ରେ ସରକାରୀ କାର୍ଯ୍ୟ କାରିତା ବିଷୟରେ ଉପସ୍ଥାପନ କରିଥିଲେ l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଡେପୁଟି କଲେକ୍ଟର ଅଙ୍କିତା ସାହୁ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଗୃହ ବିଭାଗ ର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ରବି ନାରାୟଣ ବାରିକ ପ୍ରଶାସନିକ ସହଯୋଗ ପାଇଁ ଜ଼ିଲ୍ଲା ପ୍ରଶାସନ କୁ କୃତଜ୍ଞତା ଜ୍ଞlପନ କରିଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ସମସ୍ତ ସହକାରୀ ଉପ ବିଭାଗୀୟ ଅଧିକାରୀ ଙ୍କୁ ବୌଦ୍ଧ ଜ଼ିଲ୍ଲା ର ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆହ୍ୱାନ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l ସହକାରୀ ଉପ ବିଭାଗୀୟ ଅଧିକାରୀ ଦିବ୍ୟଜ୍ୟୋତି ଦlଶ, ଜନ୍ମେଞ୍ଜୟ ବେହେରା ଓ ରମେଶ ମହାନ୍ତି ନିଜ ଅନୁଭୂତି ବଖାଣିବା ସହ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ର ସମସ୍ତ ଅଫିସର ଟିମ ଏବଂ ଜ଼ିଲ୍ଲାପାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ lଏହି ପରିଦର୍ଶନ, ବୈଠକ ରେ ଜ଼ିଲ୍ଲା ପlଠାଗାର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼, କର୍ମଚାରୀ ବୀର କିଶୋର କର୍ମୀ, କର୍ମଚାରୀ ସଂଜିତ କୁମାର ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ l ଆସନ୍ତାକାଲି ଏହି ଅଧିକାରୀ ମାନେ ରାମେଶ୍ୱର ମନ୍ଦିର, ଚନ୍ଦ୍ରଚୂଡ଼ମନ୍ଦିର,ବୀରନରସିଂହପୁର ସ୍ଥିତ ରାମକୃଷ୍ଣ ଵାଳାଶ୍ରମ ପରିଦର୍ଶନ କରି ଫୁଲବାଣୀ ଜ଼ିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି l

- ଓଡ଼ିଆ ଭାଷାର ଅପମାନକୁ ନେଇ ବୌଦ୍ଧ ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବିଜେଡିର ତୀବ୍ର ହଙ୍ଗାମା!1
- Post by RAJESH DIGAL1
- ସୋନପୁର ଜିଲ୍ଲା ରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି l ସେହି ମଞ୍ଚ ରେ ପରିବେଷଣ ହେଉଥିବା ଗୋଟିଏ ସୁନ୍ଦର କବିତା ଶୁଣିବା ଆସନ୍ତୁ l1
- ଶବ୍ଦରାଗ ଓ ଭାବ ଫଗୁଣ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରୟାଲ ପଡିଆଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ବା ଉତ୍ସବ - ଇଙ୍କଫେଷ୍ଟ - ୨୦୨୬ ଅବସରରେ ବହୁଭାଷୀ କବିତା ଆସର।1
- ଏକ୍ସନ ମୁଡ଼ନେ ସୋନପୁର ଜିଲ୍ଲପାଳ l ଆଜି ଫେନ ଗୁଟେ କ୍ଲିନିକ କଲେ ସିଲ1
- ଏକ୍ସନ ମୋଡ଼ରେ ଜିଲ୍ଲପାଳ l ଆଜି ଜାଲୋଏରେ ପୁଣି ଏକ କ୍ଲିନିକକୁ ସିଲ କଲେ ଜିଲ୍ଲପାଳ1
- ଗତ ଦୁଇଦିନ ପରେ ସନ୍ଧ୍ୟା ମେଡିକାଲ ଭୁର୍ଣ ହତ୍ୟା କରୁଥିବା ନେଇ ଏବଂ ବିନା ଲାଇସେନ୍ସ ରେ ଚାଳିଥିବା ବେଆଇନ କାମ କୁ ଦେଖି ରେଡ ମାରିଥିଲେ ସ୍ୱାସ୍ଥ୍ୟ ଏବଂ ପ୍ରଶାସନ ବିଭାଗ କିନ୍ତୁ ସେହି ବ୍ୟକ୍ତି ଙ୍କୁ ଛାଡିଦେଇଥିଲେ ଆଜି ଆମ ଆଦମୀ ପାଟି ଜିଲ୍ଲାସଭାପତି ପୃଥ୍ଵୀରାଜ ଜଗଦଳା ତାଙ୍କୁ ସନ୍ଧ୍ୟା କି୍ଲିନିକ କୁ ବନ୍ଧ କରିବା ପାଇଁ ଜିଲ୍ଲାପାଳ ସହିତ କଥାହେବାରୁ ଆଜି କରିବାପାଇଁ କହିଛନ୍ତି ।1
- ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧର ବିକାଶ ନେଇ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ1